The Odia Tradition

The Odia Tradition Explore Odisha.

02/11/2025

କେଡେ ସୁନ୍ଦର ଜଗନ୍ନାଥ ଭଜନ 🙏🏻🙏🏻

31/10/2025

କାହା କାହା କୁ ଜଣା ଅଛି ୧୯୯୭ ମୟୁରଭଞ୍ଜ ମଧୁବନ ପୋଡି ଘଟଣା ।

29/10/2025

କଣ ଆପଣ ଜାଣନ୍ତି 🤔

27/10/2025

'ମଲାଜହ୍ନ' ଓଡ଼ିଆ ସିନେମା ଭାଷା ସାହିତ୍ୟରେ ଅନେକ ଲେଖଙ୍କିତ

କାଷ୍ଟିଂ: ସତୀ ଭାବରେ ଝରଣା ଦାସ ,ନାଥ ଭାବ ରେ ଅକ୍ଷୟ ମହାନ୍ତି (କଶ୍ୟପ), ଗୀତା, ମଣିମାଲା, ସରାଟ ପୂଜାରୀ, ମାମି, ଭୀମା ସିଂ, ରୁକମାନି, କ୍ରୁଶନାମେନୀ, ମୋନା, ବିନୋଦୀନୀ, ଅର୍ଚ୍ଚନା, ଗୀତା ମହାନ୍ତି, ପ୍ରେମାନନ୍ଦ, ପୀରା ମିଶ୍ର, ପୂର୍ଣ୍ଣନା ସିଂ, ମୋହନ, ସୁକା, ଭାଇବ, ରବି, ରବି ବାବୁଲା, ହରି, ଚାନ୍ଦୁ |

କାହାଣୀ: ଉପେନ୍ଦ୍ର କିଶୋର ଦାସ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଶ୍ରୀ ଫିଲ୍ମସ୍ ଦ୍ୱାରା ପ୍ରଯୋଜିତ।
ସ୍କ୍ରିନ୍ ପ୍ଲେ ଏବଂ ନିର୍ଦ୍ଦେଶନା: ନିତାଇ ପାଲିତ୍

22/10/2025

କାହାର କାହାର ମନେ ଅଛି ?? 😍😍 ଓଡିଶା- ମୋ ଓଡିଶା : ଦୂରଦର୍ଶନ ଡ଼ିଡ଼ି ୧ ❤️

14/10/2025

ଗୋଦାବରୀଶ ମହାପାତ୍ର'ଙ୍କ ଏକ ବହୁ ଚର୍ଚ୍ଚିତ ଗଳ୍ପ "ମାଗୁଣିର ଶଗଡ଼" । ବହୁତ ସୁନ୍ଦର କାହାଣୀ ଥରୁଟିଏ ଦେଖନ୍ତୁ ଆଖୂରେ ପାଣି ଆସିଯିବ ଓ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିବ ।

l

Part 173

Part 170

Part 174

Part 153

Address

Bhubaneswar

Website

Alerts

Be the first to know and let us send you an email when The Odia Tradition posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Odia Tradition:

Share