Focus Plus Odisha

Focus Plus Odisha Feel free to write @gmail.com Official handle of Odisha only independent media venture “Focus plus Odisha” join the media revolution!
(5)

"FOCUSPLUS" Odisha’s one of the fastest growing Odia News Channel in a short time periods, It redefined the limits and has set new standards for journalism in odia news television.. Minute to minute person to person east to west and north to south. State & country politics economy business education assembly parliament crime science & technology innovations & discoveries, weather health, sports en

tertainment society fashion and trends food & tourism. “Focus plus Odisha” invites suggestions comment and queries for this new wave and from men & women old & young professionals & homemakers. Your voice is our strength, your feedback is ours. motivation and your support is our pride “Focus plus Odisha” is your own medium to stay connected with the latest news & amp: information your need of the hour and your pulse of the heart you spell it we hunt it
Feel free to write @gmail.com

07/11/2025

#ଚାରି_ଜଣ_ଚୋରକୁ_କାବୁ_କରି_ଗ୍ରାମବାସୀ_ଦେଲେ_ଉତ୍ତମ_ମଧ୍ୟମ || Thieves || DAILY ODISHA NEWS || FOCUS PLUS

ବିଳମ୍ବିତ ରାତିରେ ଚୋରୀ କରିବାକୁ ଆସି ଗ୍ରାମବାସୀ ହାତରେ ଧରାପଡି ଉତ୍ତମ ମଧ୍ୟମ ଖାଇବା ସହିତ ଚୋରି କରିବାରେ ବିଫଳ ହୋଇଛନ୍ତି ଚାରି ଚୋର । ଚୋରି କରିବା ସମୟରେ ଗ୍ରାମବାସୀ ଚୋର ମାନଙ୍କୁ କାବୁ କରି ପକାଇଥିଲେ।

07/11/2025

#ପୁଲିସ_ଓ_ମାଓବାଦୀ_ମଧ୍ୟରେ_ଗୁଳି_ବିନିମୟ || Maoists || DAILY ODISHA NEWS || FOCUS PLUS

ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ | ଜଣେ ମାଓବାଦୀ ଆହାତ | ସୁରକ୍ଷା ବାହିନୀର ମାଓ ଅପରେସନ | ଅପରେସନରେ ମାଓବାଦୀ ନିହତ | ଓଡିଶା –ଝାଡଖଣ୍ଡ ସୀମା ବର୍ତ୍ତି ସରଣ୍ଡା ଜଙ୍ଗଲରେ ଚାଲିଥିଲା ସର୍ଚ୍ଚ ଅପରେସନ |

07/11/2025

#ପୁଣି_ଶ୍ରୀମନ୍ଦିରରୁ_ଜବତ_ହିଡେନ_କ୍ୟାମେରା || SRI MANDIRA || DAILY ODISHA NEWS || FOCUS PLUS

ପୁରୀ ଶ୍ରୀମନ୍ଦିରରୁ ପୁଣି ଜବତ ଗୁପ୍ତ କ୍ୟାମେରା | ପୂର୍ବେ ଏକ ଚଷମାରେ ହିଡେନ କ୍ୟାମେରା ଶ୍ରୀମନ୍ଦିର ଭିତରୁ ଜବତ ହୋଇଥିବାବେଳେ ଆଜି ପୁଣି ଘଟଣାର ପୁନରାବୃତ୍ତି ହୋଇଛି | ଚଷମାରେ ହିଡେନ କ୍ୟାମେରା ଲଗାଇ ଭିତରକୁ ପ୍ରବେଶ କରିଥିବା ଯୁବକଙ୍କୁ ଧରିଛି ଜେଟିପି |

07/11/2025

#ମୁଁ_ବିଜେଡି_ଛାଡି_ବିଜେପିରେ_ମିସିଲି_ଆରତୀ_ପରିଡା || Nuapada By Election || DAILY ODISHA NEWS || FOCUS PLUS

07/11/2025

#ନବୀନଙ୍କ_ସଭାରେ_୫ହଜାର_ଲୋକ_ଥିଲେ_ମୋହନଙ୍କ_ରାଲିରେ_୫୦ହଜାର_ଲୋକ_ଆସିଲେ || Nuapada By Election || DAILY ODISHA NEWS || FOCUS PLUS

07/11/2025

#ଭାରତ_ଆସିବା_ପୂର୍ବରୁ_ମୋଦୀଙ୍କୁ_ଚମକାଇଦେଲେ_ଟ୍ରମ୍ପ_କହିଲେ_ସାଙ୍ଘାତିକ_କଥା || Donald Trump || DAILY ODISHA NEWS || FOCUS PLUS

ଭାରତ ଆସିବା ପୂର୍ବରୁ ମୋଦୀଙ୍କୁ ଚମକାଇଦେଲେ ଟ୍ରମ୍ପ | ଗତକାଲି ସାମ୍ବାଦିକ ମାନଙ୍କ ଗହଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଦେଇଛନ୍ତି ମୋଦୀଙ୍କ ପାଇଁ ସାଙ୍ଘାତିକ କଥା | ଚର୍ଚ୍ଚାରେ ରହିଛନ୍ତି ଟ୍ରମ୍ପ |

07/11/2025

#ଜମୁଛି_ବେପାର_ଆଜି_ପାଳୁଛନ୍ତି_ଛାଡଖାଇ || crowd || DAILY ODISHA NEWS || FOCUS PLUS

ଆଜି ଜମିବ ଛାଡଖାଇ | ସକାଳୁ ସକାଳୁ ମାଛ ମାର୍କେଟ ଠାରୁ ମାଂସ ଦୋକାନ ପର୍ଯ୍ୟନ୍ତ ଲାଗିଛି ଲୋକଙ୍କ ଗହଳି | ଅଧିକ ରହିଛି ଆମିଷ ଦର । ଗତକାଲି ଛାଡଖାଇ ହୋଇଥିବା ବେଳେ ଆମିଷ ବଜାରରେ ବେପାର ନଥିଲା ।

07/11/2025

ୁଚପ_ଏଇଠି_ଖାଉଛନ୍ତି_ନେତା || Nuapada By Election || DAILY ODISHA NEWS || FOCUS PLUS

07/11/2025

#ସୁରକ୍ଷା_ନଥିବାରୁ_ଗଡୁଛି_ମୁଣ୍ଡ || LOST LIFE || DAILY ODISHA NEWS || FOCUS PLUS

ଅନୁଗୁଳ ଜିଲ୍ଲାର ଶ୍ରୀମେଟାଲିକ କାରଖାନାରେ ଶ୍ରମିକ କାମକରୁଥିବା ସମୟରେ ଲୁହା ରଡ଼ ଗଳିଯିବାରୁ ସଙ୍ଗେ ସଙ୍ଗେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ | ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଏ.ସି.ବିକୁ ପଠାଯାଇଥିଲା |

07/11/2025

#କାଲି_ମୁଖ୍ୟମନ୍ତ୍ରୀ_ଏଇ_ଦୋକାନରେ_ପିଇବେ_ଚା || Nuapada By Election || DAILY ODISHA NEWS || FOCUS PLUS

07/11/2025

#ଏତେ_ବର୍ଷ_ହେଲାଣି_ଭତ୍ତା_୩୦୦୦ରୁ_ବଢ଼ୁନି || Allowance || DAILY ODISHA NEWS || FOCUS PLUS

07/11/2025

ୂଆପଡ଼ାବାସୀଙ୍କ_ଗୋଟାଏ_ବିକଳ୍ପ_ବିଜେପି || BJP GOVERNMENT || DAILY ODISHA NEWS || FOCUS PLUS

Address

ANJU'S 44, PLOT NO/145, 1st FLOOR SOUBHAGYANGAR, BARAMUNDA NEAR LOTUS SCHOOL BHUBANESWAR
Bhubaneswar
751003

Alerts

Be the first to know and let us send you an email when Focus Plus Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Focus Plus Odisha:

Share