16/09/2025
ଅଟୋ ଓଲଟି ସ୍କୁଲ ଛାତ୍ର ଛାତ୍ରୀ ଆହାତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି। ଓଡିଶା ଆଦର୍ଶ ସ୍କୁଲ ର ପିଲା ମାନଙ୍କୁ ନେଇସ୍କୁଲ ଯାଉଥିବା ବେଳେ ମାଛୁଆତି ଗଡା଼ କୈବର୍ତ୍ତ ସାହି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଯାହାଫଳରେ ଅଟୋ ମଧ୍ୟରେ ଥିବା ଛାତ୍ର ଛାତ୍ରୀ ସାମାନ୍ୟ ଆହତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାତ ହେଉଛନ୍ତି। ଘଟଣା ସ୍ଥଳରେ ସାଲେପୁର ତହସିଲଦାର ଉପସ୍ଥିତ ରହି ଘଟଣାର ତର୍ଜମା କରୁଛନ୍ତି |
Byte 1 ଜୟନ୍ତ ଜୟ ସିଂ (ତହସିଲଦାର ସାଲେପୁର )
କଟକ ଜିଲ୍ଲା ସାଲେପୁର ରୁ ରଞ୍ଜନ ନାୟକଙ୍କ ରିପୋର୍ଟ ଦୁର୍ଗା ନୂୟୁଜ଼, 24 ଓଡ଼ିଆ