Smile With Suriyaaa

Smile With Suriyaaa Contact information, map and directions, contact form, opening hours, services, ratings, photos, videos and announcements from Smile With Suriyaaa, Digital creator, odisha, Bhubaneswar.

18/06/2026
ବର୍ଷାଣାମ ଭାରତ ଶ୍ରେଷ୍ଠ             ଦେଶାନୁତ୍କଳ ଶୃତଃଉତ୍କଳସ୍ୟ ସମଃ ଦେଶୋ             ଦେଶ ନାସ୍ତିମହୀତଳେଓଡ଼ିଆ ଜାତିର ଗର୍ବ ଏବଂ ଗୌରବ...
01/04/2026

ବର୍ଷାଣାମ ଭାରତ ଶ୍ରେଷ୍ଠ
ଦେଶାନୁତ୍କଳ ଶୃତଃ
ଉତ୍କଳସ୍ୟ ସମଃ ଦେଶୋ
ଦେଶ ନାସ୍ତିମହୀତଳେ

ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ଦିନ ପବିତ୍ର ଓଡ଼ିଶା ଦିବସ ଅବସରରେ ଉତ୍କଳ ମାଟିର ଗୌରବମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଏବଂ ସମଗ୍ର ଓଡିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା l ରାଜ୍ୟର ଐତିହ୍ୟ, ସଂସ୍କୃତି କୁ ସ୍ୱତନ୍ତ୍ର ସମ୍ମାନଦେଇ ନିଜକୁ ଉତ୍କଳର ସନ୍ତାନ ରୂପେ ପରିଚୟ ଦେବା ଏବଂ ନୂଆ ଓଡିଶା ଗଠନର ସାରଥି ହେବା ସମସ୍ତଙ୍କ ସଂକଳ୍ପ ହେଉ l

ବନ୍ଦେ ଉତ୍କଳ ଜନନୀ 🙏

Address

Odisha
Bhubaneswar

Website

Alerts

Be the first to know and let us send you an email when Smile With Suriyaaa posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share