Udaya Labanya Digital

Udaya Labanya Digital Contact information, map and directions, contact form, opening hours, services, ratings, photos, videos and announcements from Udaya Labanya Digital, Media/News Company, AT/GADASAHI , PO/PS-ATHGARH, Athagarh.
(1)

09/09/2026
09/09/2026

ଆଠଗଡ ସହରରେ ମଦୁଆଙ୍କୁ ସାଇଜ କରିବାପାଇଁ ଚାଲିଛି ଚଢ଼ାଉ

09/09/2026

ଆଠଗଡ ବ୍ଲକ ବାହାରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥା
ଭିତରେ ହୋ ହାଲା

09/09/2026

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଠଗଡ ପଞ୍ଚାୟତ ସମିତି ଶେଷ ବୈଠକ, ସୁରକ୍ଷା ଦୃଷ୍ଟି କୋଣରୁ ବ୍ୟାପକ ପୋଲିସ ଫୋର୍ସ ମୃତୟନ

08/09/2026

ଆଠଗଡ ସହରରେ ଚାଲିଛି ପୋଲିସର ରୋଡ଼ ବ୍ଲକିଙ୍ଗ

08/09/2026

ଆଠଗଡ ପୋଲିସ ପକ୍ଷରୁ ସହରରେ କଡା ଚେକିଙ୍ଗ

08/09/2026

Breaking news
ଅନିମେଷ ପ୍ରଧାନ ( IAS )ହେଲେ ଆଠଗଡ ଉପଜିଲ୍ଲାପାଳ
ଖୁବଶୀଘ୍ର ଯୋଗଦେବେ କହିଲେ
ଯାହା ଜଣାପଡୁଛି ଇଏ ଧର୍ମେନ୍ଦ୍ରଙ୍କ ଲୋକ

Breaking news ଓଡିଶା ଜଙ୍ଗଲରେ ଓରାଙ୍ଗ ଉଟାନ ଠାବ ଉଦୟପୁର ଜଙ୍ଗଲରୁ ବନବିଭାଗ ଠାବ କଲା ୫ ଓରାଙ୍ଗ ଉଟାନ
08/09/2026

Breaking news
ଓଡିଶା ଜଙ୍ଗଲରେ ଓରାଙ୍ଗ ଉଟାନ ଠାବ
ଉଦୟପୁର ଜଙ୍ଗଲରୁ ବନବିଭାଗ ଠାବ କଲା ୫ ଓରାଙ୍ଗ ଉଟାନ

ଓଡ଼ିଶାର ସବୁଠାରୁ ବଡ଼ ଗ୍ରୀଡ଼ ଷ୍ଟେସନ ହେବ ଖୁଣ୍ଟୁଣୀରେ765 KV ର ହେବ ବଡ଼ ଗ୍ରୀଡ଼ ଷ୍ଟେସନରାଜ୍ୟ କ୍ୟାବିନେଟ ରେ ବାଜିଲା ମୋହରଗଡଜାତ ପରିକ୍ରମା...
08/09/2026

ଓଡ଼ିଶାର ସବୁଠାରୁ ବଡ଼ ଗ୍ରୀଡ଼ ଷ୍ଟେସନ ହେବ ଖୁଣ୍ଟୁଣୀରେ
765 KV ର ହେବ ବଡ଼ ଗ୍ରୀଡ଼ ଷ୍ଟେସନ
ରାଜ୍ୟ କ୍ୟାବିନେଟ ରେ ବାଜିଲା ମୋହର
ଗଡଜାତ ପରିକ୍ରମା ପକ୍ଷରୁ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଅଭିନନ୍ଦନ

Address

AT/GADASAHI , PO/PS-ATHGARH
Athagarh
754029

Alerts

Be the first to know and let us send you an email when Udaya Labanya Digital posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Udaya Labanya Digital:

Shortcuts

Share