02/09/2026
ଉତ୍କଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ବୁଧେଇ ଓଷା ଉପଲକ୍ଷେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭକାମନା l ଅଦ୍ୟ ଶିଳ ଓ ଶିଳପୁଆକୁ ହଳଦୀ,ଗୁଆ,କଉଡ଼ି,ସିନ୍ଦୂର ଓ କଜ୍ଜଳରେ ସଜାଇ ସଧବା ନାରୀମାନେ ବିଧି ପାଳନ ପୂର୍ବକ ସନ୍ତାନ କାମନା ସହ ସେମାନଙ୍କ ଶୁଭ ମନାସି ମାଆ ବୁଧେଇଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି l