Surajtv

Surajtv basta, balasore ସତ୍ୟର ସନ୍ଧାନ ସତ୍ୟର ଅନୁସନ୍ଧାନ ରେ surajtv

06/11/2025

ଏମିତି ବାଇକ ଦୁର୍ଘଟଣାରେ ଦୁଇଜଣ ଆହତ, ଘଟଣା ଘଟିଛି ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ କଟିପୋଲ ନିକଟରେ

05/11/2025

ଆସନ୍ତକାଲି ଛାଡ଼ ଖାଇରେ କଣ ଖାଇବେ?

କମେଣ୍ଟ କରନ୍ତୁ....

05/11/2025

ିଡ଼ନୀ_ଓ_ରକ୍ତବିକି_ରାଜସ୍ବ_ଦେବୁ_ଗ୍ରାମାଞ୍ଚଳ_ନାଗରିକ_ସୁରକ୍ଷା_କମିଟି
ଏମିତି କିଛି କହିଲେ.....ସୁବର୍ଣ୍ଣରେଖା ନଦୀରୁ ବାଲି ଖଦାନ ବନ୍ଦ ଦାବି,ଗ୍ରାମରାସ୍ତା ସହିତ ନଦୀବନ୍ଧ ନିର୍ମାଣ ନହେଲେ ଆନ୍ଦୋଳନ ଚେତାବନୀ, ସିଂଲା ଥାନା ଅନ୍ତର୍ଗତ ଆମ୍ବକୁଡ଼ୁଚି ଗ୍ରାମରେ ଦେଭୋଗ, କାଦରାୟାଁ, ଆମ୍ବକୁଡ଼ୁଚି ଓ ଗିଲାଯୋଡ଼ି ଗ୍ରାମବାସୀମାନଙ୍କୁ ନେଇ ସୁବର୍ଣ୍ଣରେଖା ନଦୀ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଏବଂ ବାଲି ଚାଲାଣ ବିରୋଧରେ ଏକ ଜନସଚେତନତା ଅଭିଯାନ ଓ ପ୍ରତିବାଦ ସଭା

05/11/2025

ପ୍ରଣାମ ଭାରତ ପକ୍ଷରୁ ଵୋଇତ ବନ୍ଦାଣ ଉତ୍ସବ ରାଜଘାଟ ଠାରେ ଅନୁଷ୍ଠିତ

04/11/2025

ବାଲେଶ୍ୱର ମୋବାଇଲ ଅବକାରୀ ୟୁନିଟ ପକ୍ଷରୁ ଚଢାଉ, ବିପୁଳ ପରିମାଣରେ ମଦ ଜବତ, ୩ ଗିରଫ

04/11/2025

ବେଆଇନ ପଥର ବୋଝେଇ ଡମ୍ଫର ଜବତ,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରୁ ଏକ ବେଆଇନ ପଥର ବୋଝେଇ ଡ଼ମ୍ଫରକୁ ଖଣି ବିଭାଗ କାବୁ କରି ପୁଲିସକୁ ହସ୍ତାନ୍ତର
​ ​ ​ ​ ​ ​

03/11/2025

ଶିକ୍ଷକ ଙ୍କ ମୋବାଇଲ୍ ହ୍ଯାକ କରି 2 ଲକ୍ଷ 78 ହଜାର ଟଙ୍କା ଲୁଟି ନେଲେ ସାଇବର ଅପରାଧୀ,ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଇଟାପଟୁଆ ଗ୍ରାମର ସୁବାଷ ଚନ୍ଦ୍ର ରାଉତ ମହାବଳା ସରକାରୀ ପ୍ରାଥମିକ ବିଦ୍ଯାଳୟ ରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ଯ କରନ୍ତି,

02/11/2025

ଚେକ ବାଉନ୍ସ ମାମଲା ରେ ଯୁବକ ଗିରଫ,ବସ୍ତା ଥାନା ନୟାପଡା ଗ୍ରାମ "ସେଭ ସି " ନାମକ ଏକ ଚିଙ୍ଗୁଡ଼ି ଓ ଔଷଧ ବିତରଣ ସଂସ୍ଥା ଠାରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ନେଇ ଆଠ ବର୍ଷ ଧରି ଲୁଚ କାଳି ଖେଳ ଖେଳି ଆସୁଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବଡବୁଦା ଗ୍ରାମ ର ଜିତ ଟ୍ରେଡ଼ର୍ସ ର ମାଲିକ ନକୁଳ ମୁଦଲି

02/11/2025

ଝୁଲନ୍ତା ଅବସ୍ଥାରେ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର ପୋଲିସ ତଦନ୍ତ ଜାରି l ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ତେନ୍ତୁଳିଆ ଗ୍ରାମର ଜୈନିକ ଛାତ୍ରର ଝୁଲନ୍ତା ମୃତଦେହ ବାଲେଶ୍ଵର ର ଏକ ଘରୋଇ ମେସ୍ ରୁ ଉଦ୍ଧାର

02/11/2025

ଗୋଠଛଡା ହାତୀ ଅସୁସ୍ଥ,ବନ ବିଭାଗ ପକ୍ଷରୁ ଅସୁସ୍ଥ ହାତୀର ଚିକିତ୍ସା, ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଶ୍ୟାମନଗର ପଞ୍ଚାୟତ ଘଡଘଗା ଗାଁ ନିକଟରେ ଏକ ଗୋଠଛଡା ହାତୀ ଅସୁସ୍ଥ

02/11/2025

ଗୁଡିଖାଳ ରେ ଦୁର୍ଘଟଣା, ୨ ଗୁରୁତର

ନଗଦ ଟଙ୍କା ସହ ଗ୍ୟାସ ଭର୍ତ୍ତି ଟାଙ୍କି ସହ ଚୁଲି ଟେକି ନେଲେ ଦୁର୍ବୃତ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଏସଡିପିଓ ଅଫିସ ସମ୍ମୁଖରେ ରେ ଥିବା ରଘୁ...
02/11/2025

ନଗଦ ଟଙ୍କା ସହ ଗ୍ୟାସ ଭର୍ତ୍ତି ଟାଙ୍କି ସହ ଚୁଲି ଟେକି ନେଲେ ଦୁର୍ବୃତ
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଏସଡିପିଓ ଅଫିସ ସମ୍ମୁଖରେ ରେ ଥିବା ରଘୁନାଥ ହୋଟେଲ ରେ ବିଳମ୍ବିତ ରାତିରେ ଦୁର୍ବୃତ ତାଲା ଭାଙ୍ଗି ନଗଦ ୫ ହଜାର ଟଙ୍କା, ଗ୍ୟାସ ଭର୍ତ୍ତି ଟାଙ୍କି ସହ ଚୁଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ହୋଟେଲ ମାଲିକ ବସ୍ତା ଥାନା ରେ ଅଭିଯୋଗ କରିଛନ୍ତି ।

Address

Gudikhal, Basta, Balasore
Balasore
KULIDA

Telephone

+919668732014

Website

Alerts

Be the first to know and let us send you an email when Surajtv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Surajtv:

Share