BSF tv ସତ୍ୟର ସାଥିରେ

BSF tv ସତ୍ୟର ସାଥିରେ ସତ୍ୟର ସାଥିରେ BSF tv ବାଲେଶ୍ୱର ସୁପର ଫାଷ୍ଟ tv ଏଥିରେ କେବଳ ନିୟୁଜ ପ୍ରସାରଣ ପାଇଁ ଉଦିଷ୍ଟ
(1)

27/12/2025

ବିଧାୟିକାଙ୍କ ଆଖିରେ ଲୁହ ନିଜର ଅଭିଭାଷଣ ରେ କାନ୍ଦି ପକାଇଥିଲେ ବିଧାୟିକା



ଅଞ୍ଚଳ ବାସି ଙ୍କ ଭଲ ପାଇବା ପାଇଁ ଆଜିର ଦିନରେ ତାଙ୍କ ସେବା କରିପାରିଥିବା ର ସୁଯୋଗ ମିଳିପାରିଛି କହି କାନ୍ଦି ପକାଇଥିଲେ ବସ୍ତା ବିଧାୟିକା ସୁବାସିନି ଜେନା

27/12/2025

ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବସ୍ତା ବାଲିଆପାଳ ଲୋକଙ୍କ ସେବାରେ ବ୍ରତୀ ରହିବି
BSF tv ସତ୍ୟର ସାଥିରେ We Love BJD Mahima TV

23/12/2025

ଦାରୁହା ଅନ୍ନପୂର୍ଣ୍ଣା ଜୁଏଲାରୀ ଦୋକାନରୁ ଲୋଟ୍ ସମୟର ଦୂର୍ଶ୍ୟ CC TV ଫୋଟେଜ୍ ରେ ହେଲା କଏଦ

ଖୋର୍ଦ୍ଧା ଜାତୀୟ ରାଜପଥରୁ ମଇଁଷି ବୋଝେଇ ଟ୍ରକକୁ ଧରିଲେ ଗୋ ସେବକ।
23/12/2025

ଖୋର୍ଦ୍ଧା ଜାତୀୟ ରାଜପଥରୁ ମଇଁଷି ବୋଝେଇ ଟ୍ରକକୁ ଧରିଲେ ଗୋ ସେବକ।

ଯଦି ବାଂଲାଦେଶୀ ଖେଳାଳିମାନଙ୍କୁ KKRରୁ ବାହାର କରାନଯାଏ, ତେବେ ଦର୍ଶକ KKRକୁ ବୟକଟ କରିବାକୁ ଆହ୍ୱାନ ଦେଇଛନ୍ତି।
23/12/2025

ଯଦି ବାଂଲାଦେଶୀ ଖେଳାଳିମାନଙ୍କୁ KKRରୁ ବାହାର କରାନଯାଏ, ତେବେ ଦର୍ଶକ KKRକୁ ବୟକଟ କରିବାକୁ ଆହ୍ୱାନ ଦେଇଛନ୍ତି।

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିପୁ ଚାନ୍ଦ ଦାସ ଙ୍କୁ 🙏
23/12/2025

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିପୁ ଚାନ୍ଦ ଦାସ ଙ୍କୁ 🙏

22/12/2025

ଜନ୍ମକଲା ପୁଅର ଜଘନ୍ୟ କାଣ୍ଡ।
ଏମିତି ପୁଅ କାହାକୁ ନମିଳୁ, ସମ୍ପତ୍ତି ପାଇଁ ମାଆକୁ ମାରୁଛି ପୁଅ ବହୁ।


 #ଫେରସ୍ତ_ମିଳିବ_ଚିଟଫଣ୍ଡ_ଟଙ୍କାଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା । ଏହାର ସୁଯୋଗ ନେବା...
22/12/2025

#ଫେରସ୍ତ_ମିଳିବ_ଚିଟଫଣ୍ଡ_ଟଙ୍କା
ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା । ଏହାର ସୁଯୋଗ ନେବାକୁ ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଅନୁରୋଧ କରିଛି ଅର୍ଥ ବିଭାଗ । ଆସନ୍ତା ୨୦୨୬ ଜାନୁଆରୀ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିବ । ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି ।

ଟାଟା ପାୱାର କୁ ଓଡ଼ିଶାରୁ ସଂପୂର୍ଣ୍ଣ ବିଦା କରିବା ଦରକାର୍ କି ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ
21/12/2025

ଟାଟା ପାୱାର କୁ ଓଡ଼ିଶାରୁ ସଂପୂର୍ଣ୍ଣ ବିଦା କରିବା ଦରକାର୍ କି
ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ

20/12/2025

ରଶ୍ମି ଙ୍କ ଉପସ୍ଥାପନ ଆପଣଙ୍କୁ କେମିତି ଲାଗେ??

20/12/2025

ହାଡ଼ି ଲୋକ ବୋଲି କାହିଁକି କହିଲେ ଇଲେକ୍ଟ୍ରୀ ଯେଇ




Address

Balasore

Telephone

+917684815563

Website

https://www.instagram.com/baleswar_super_fast_tv?igsh=MTZxZzl4N2dq

Alerts

Be the first to know and let us send you an email when BSF tv ସତ୍ୟର ସାଥିରେ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to BSF tv ସତ୍ୟର ସାଥିରେ:

Share