Basta Assembly Congress

Basta Assembly Congress We absolutely do not divide people into any religions, creeds, political views.
(1)

06/08/2026

ମହାପ୍ରଭୁଙ୍କ ରୋଷଘର ପାଇଁ କାଠ ନାହିଁ, ଅସ୍ମିତାକୁ ମାଟିରେ ମିଶାଇ ଦେଇଛି ବିଜେପି ସରକାର।

03/08/2026

ମିଛ କହି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଙ୍କୁ ଯେତିକି ଅପମାନ କରିଥିଲ ଆଜି ସତ ସାମ୍ନାକୁ ଆସିଛି ଏବେ କୁହ କେବେ କ୍ଷମା ପ୍ରାର୍ଥନା କରିବ....??

31/07/2026

ଓଡ଼ିଶାରେ ବନ୍ୟା ବିଭୀଷିକା କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ...

31/07/2026

ବିଜେପି ସରକାର କେତେ ଅପାରଗ ଏଇଠୁ ଅନୁମାନ କରନ୍ତୁ ।
ଛି ଛି ବିଜେପି ସରକାର ......

27/07/2026

ବିଜେପି ସାଂସଦ ସମ୍ବିତ ପାତ୍ର ଙ୍କୁ କଂଗ୍ରେସ ପକ୍ଷରୁ କଡା ଜବାବ...!!

ନୂଆଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ୱାର୍ଡ ମେମ୍ବର ମାଧବ ରାଉତ୍ ଙ୍କ ଝିଅ ନନ୍ଦିନୀ ରାଉତ୍ ଙ୍କ ହଠାତ୍ ନିଶ୍ୱାସ ନେବାରେ ଅସୁବିଧା ହେବ ହେତୁ ଚି...
26/07/2026

ନୂଆଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ୱାର୍ଡ ମେମ୍ବର ମାଧବ ରାଉତ୍ ଙ୍କ ଝିଅ ନନ୍ଦିନୀ ରାଉତ୍ ଙ୍କ ହଠାତ୍ ନିଶ୍ୱାସ ନେବାରେ ଅସୁବିଧା ହେବ ହେତୁ ଚିକିତ୍ସାଧୀନ ଅବସ୍ତାରେ ଆମ ପ୍ରିୟ କଂଗ୍ରେସ ନେତା ବିଜନ ନାୟକ ପ୍ରତାପପୁର ହସ୍ପିଟାଲ୍ ରେ ଭେଟି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲି ଏବଂ କିଭଳି ସୁସ୍ଥ ହୋଇ ଘରକୁ ଫେରିବେ ସେ ନେଇ ଡାକ୍ତର ସହ କଥା ହେଲେ ।

26/07/2026

ରାହୁଲ ଗାନ୍ଧି ଓ ଛାତ୍ର ଆନ୍ଦୋଳନ କୁ ନେଇ ଆସିଲା ଇମୋସନାଲ ଗୀତ....।

25/07/2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା...

::ହିଂସା ର ପରାଜୟ ଏବଂ ଅହିଂସା ର ବିଜୟ ::ଶେଷରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଦେଲେ ।ଛାତ୍ର ଏକତା ଜିନ୍ଦାବାଦ 👍ରାହୁଲ ଗାନ୍...
25/07/2026

::ହିଂସା ର ପରାଜୟ ଏବଂ ଅହିଂସା ର ବିଜୟ ::
ଶେଷରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଦେଲେ ।
ଛାତ୍ର ଏକତା ଜିନ୍ଦାବାଦ 👍
ରାହୁଲ ଗାନ୍ଧୀ ଜିନ୍ଦାବଦ 💪

ପବିତ୍ର ବାହୁଡ଼ା ଯାତ୍ରାର ପାବନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।ନିଳାଚଳର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ...
24/07/2026

ପବିତ୍ର ବାହୁଡ଼ା ଯାତ୍ରାର ପାବନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ନିଳାଚଳର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର ଏବଂ ମା' ସୁଭଦ୍ରାଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଭରିଦେଉ।

ଜୟ ଜଗନ୍ନାଥ 🙏

Address

Balasore

Website

Alerts

Be the first to know and let us send you an email when Basta Assembly Congress posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category