ବାଲେଶ୍ବର ନେଚର ଓ ଫୋକସ୍-balasore nature & focus

  • Home
  • India
  • Balasore
  • ବାଲେଶ୍ବର ନେଚର ଓ ଫୋକସ୍-balasore nature & focus

ବାଲେଶ୍ବର ନେଚର ଓ ଫୋକସ୍-balasore nature & focus Contact information, map and directions, contact form, opening hours, services, ratings, photos, videos and announcements from ବାଲେଶ୍ବର ନେଚର ଓ ଫୋକସ୍-balasore nature & focus, Media/News Company, BACK SIDE OF ANNADAMAYEE WOMENS COLLEGE, Balasore.

ବାଲେଶ୍ୱର ନେଚର ଓ ଫୋକସ୍ ଫେସବୁକ୍ ପେଜ୍ ରେ ଆପଣ ମାନଙ୍କୁ ସ୍ଵାଗତ

ବାଲେଶ୍ଵର ନାମକରଣ ଭଗବାନ ବାଣେଶ୍ୱର ଭଗବାନ ଶିବଙ୍କ ନାମରେ ହୋଇଥିବା ବିଶ୍ୱାସ କରାଯାଏ। ଐତିହାସିକ ପ୍ରମାଣରୁ ଏହା ମଧ୍ୟ ଜଣାପଡ଼େ ଯେ ଏହି ନାମଟି ପାରସୀ ବାକ୍ୟାଂଶ "ବାଲା-ଏ-କୂଳ" ରୁ ଆସିଛି, ଯାହାର ଅର୍ଥ "ସମୁଦ୍ରରେ ନଗର

30/12/2025
30/12/2025

୍ରଥମ_ସଫଳ_ଉଡାଣ

LRGR 120 ରକେଟର ସଫଳ ଉଡାଣ। ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ITRରେ ଆଜି ପିନାକ ଲଙ୍ଗ ରେଞ୍ଜ ଗାଇଡେଡ ରକେଟ (LRGR 120)ର ପ୍ରଥମ ସଫଳ ଉଡାଣ କରାଯାଇଛି। ଏହି ଉଡାଣ ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDOକୁ ଅଭିନନ୍ଦନ ଜଣାଇଛନ୍ତି।







29/12/2025

ବିବାହିତ ମହିଳା ସହ ମିଶି ସାଙ୍ଗ ଅନ୍ୟଜଣେ ସାଙ୍ଗକୁ ହତ୍ୟା କଲା

ଗୋଟିଏ ରୁମରେ ଦୁଇ ପୁରୁଷ ଓ ଅନ୍ୟ ଜଣେ ବିବାହିତ ମହିଳା ଥିଲେ। ତିନି ଜଣ ନିଶାରେ ବୁଡିଯାଇଥିଲେ। ଜଣେ ପୁରୁଷ ବନ୍ଧୁ ସେହି ବିବାହିତ ମହିଳା ସହ ଅବୈଧ ସମ୍ପର୍କ ରଖିଲେ। ଅନ୍ୟଜଣେ ସାଙ୍ଗ ମଧ୍ୟ ସେହି ମହିଳା ସହ ସମ୍ପର୍କ ରଖିବା ପାଇଁ ଚାହୁଁଥିଲେ। ଆଉ ତାପରେ ବିବାଦ ଉଗ୍ର ରୂପ ନେଇଥିଲା।ପୁରୁଷବନ୍ଧୁ ମହିଳା ସହ ମିଶି ସାଙ୍ଗକୁ ହତ୍ୟା କଲା। ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ସୁରଜ୍ ହୋଟେଲରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ବିବାହିତ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ







29/12/2025

ଭୋଗରାଇ ବ୍ଳକ କୀର୍ତ୍ତନିୟା ଗାଁରେ ଅଘଟଣ, ନିଆଁ ଲାଗି ଜଳିଗଲା ୫ ଏକର ଜମିର ଧାନ ଗଦା, ଅଗ୍ନିଶମ ବାହିନୀ ପହଂଚିବା ପୂର୍ବରୁ ଜଳିପୋଡି ନଷ୍ଟ ହୋଇ ଯାଇଛି ବର୍ଷକର ଆହାର। ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେଉଁ କଠିନ ପରିଶ୍ରମ କରି ଚାଷ କରିଥିଲେ ସେହି ଅମଳ ହୋଇଥିବା ଧାନ ଗଦାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୁତ୍ତ








29/12/2025

ପୂର୍ତ୍ତ ବିଭାଗ ଆଖିବୁଜି ଦେଲା, ବାଉଁଶ ବାରିକେଟ ନିର୍ମାଣ କଲେ ବାବା ଭୂତେଶ୍ଵର ୟଙ୍ଗ ଷ୍ଟାର କ୍ଲବ




29/12/2025

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ଗୋବରଘୁଟି ଗ୍ରାମରେ ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ ଏବଂ ଗ୍ରାମିଣ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି,ଏହି କାର୍ଯ୍ୟକ୍ରମରେ ଦରଡା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ବିଶ୍ବାଳ,ସମିତି ସଭ୍ୟ ସୁବ୍ରତ କୁମାର ପଣ୍ଡା ସମେତ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ








29/12/2025

ଘନ କୂହୁଡି ହେଲା କାଳ, ପୂରୀ ରୁ ଜଗନ୍ନାଥ ଦର୍ଶନ କରି ପଶ୍ଚିମବଙ୍ଗ ଫେରୁଥିବା ବେଳେ ଜାତୀୟ ରାଜପଥ ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର କୁଣ୍ତୁପୁର ଛକ ରେ ବିଳମ୍ବିତ ରାତି ରେ ଅଜଣା ଗାଡି ଧକ୍କା ରେ କାର ଭାଙ୍ଗି ଚୁରମାର, କାର ଭିତରେ ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିଲେ, ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଏବଂ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରିଛନ୍ତ








ଘନ କୂହୁଡି ହେଲା କାଳ, ପୂରୀ ରୁ ଜଗନ୍ନାଥ ଦର୍ଶନ କରି ପଶ୍ଚିମବଙ୍ଗ ଫେରୁଥିବା ବେଳେ ଜାତୀୟ ରାଜପଥ ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା, ବାଲେଶ୍ବର...
29/12/2025

ଘନ କୂହୁଡି ହେଲା କାଳ, ପୂରୀ ରୁ ଜଗନ୍ନାଥ ଦର୍ଶନ କରି ପଶ୍ଚିମବଙ୍ଗ ଫେରୁଥିବା ବେଳେ ଜାତୀୟ ରାଜପଥ ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର କୁଣ୍ତୁପୁର ଛକ ରେ ବିଳମ୍ବିତ ରାତି ରେ ଅଜଣା ଗାଡି ଧକ୍କା ରେ କାର ଭାଙ୍ଗି ଚୁରମାର, କାର ଭିତରେ ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିଲେ, ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଏବଂ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ବାଲେଶ୍ବର ହସପିଟାଲ କୁ ସ୍ଥାନାନ୍ତର କରିଛନ୍ତି, କାର ଟି ବାଲେଶ୍ବର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ହୋଇଛି ଦୁର୍ଘଟଣା, ଗୁରୁତର ମାନେ ପଶ୍ଚିମବଙ୍ଗ ର ବୋଲି ଜଣା ପଡିଛି,ବସ୍ତା ଥାନା ପୋଲିସ ଗାଡି ଜବଦ କରି ଅଧିକ ତଦନ୍ତ ଜାରି ରଖିଛି








29/12/2025

ନିୟୁଜ୍ ଭଏସ୍ ଏଙ୍କର ଓ ବାଲେଶ୍ଵର ଟାଉନ ପାଇଁ ରିପୋର୍ଟର ଆବଶ୍ୟକ ଯୋଗାଯୋଗ କରିବା ନିମନ୍ତେ ମୋବାଇଲ୍ ନମ୍ୱର -8480270449

29/12/2025

#ରେମୁଣା_ବିଜେଡି_ପକ୍ଷରୁ_୨୯_ତମ_ପ୍ରତିଷ୍ଠା_ଦିବସ_ପାଳିତ

ବାଲେଶ୍ଵର ରେମୁଣା ଭିମେଶ୍ଵର କଲ୍ୟାଣମଣ୍ଡପରେ ରେମୁଣା ବିଜେଡି ପକ୍ଷରୁ ବିଜେଡିର ୨୯ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ବିଧାୟକ ପ୍ରାର୍ଥୀନୀ ବିଦ୍ୟାସ୍ମିତା ମହାଳିକଙ୍କ ନେତୃତ୍ବରେ ଶତାଧିକ କର୍ମୀ ଓ ନେତା ଏଥିରେ ଯୋଗଦେଇଥିଲେ








29/12/2025

୍କାରେ_ଭୁଷୁଡିଲା_ଦୋକାନ

ବାଲେଶ୍ବର ଚାନ୍ଦିପୁର ଥାନା ପଟାପୋଲ ଛକ ନିକଟରେ ଏକ ଚାରିଚକିଆ ଯାନ Manindra XUV-700 ଭାରସାମ୍ୟ ହରାଇ ଗ୍ୟାରେଜ ଦୋକାନକୁ ଧକ୍କା ଦେଇଛି। ଦୋକାନଟି ଭାଙ୍ଗି ଯାଇଥିବାବେଳେ ଗାଡିଟିର ଆଗପଟ ଭାଙ୍ଗିଛି। ଦ୍ବିପହର ସମୟ ଥିବାରୁ ଦୋକାନରେ କେହି ନଥିଲେ। ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଟିକୁ ଥାନାକୁ ନେଇଯାଇଥିବା ଜଣାପଡିଛି। ଅନ୍ୟପଟେ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ସମ୍ପୂର୍ଣ୍ଣ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଦୋକାନୀ








28/12/2025

➡️🔴 #ହାଇୱା_ଧକ୍କା_ରେ_ସ୍କୁଟି_ଚାଳକ_ମୃତ
ଘଟଣା ସ୍ଥଳରେ ଉତ୍ତେଜନା ସହିତ ରାସ୍ତା ରୋକ। ୫୭ ନମ୍ବର ରାଜ୍ୟ ରାଜପଥ ଯାତାୟାତ ବାଧା ପ୍ରାପ୍ତ ଅଟକିଛି ଶତାଧିକ ଗାଡି









Address

BACK SIDE OF ANNADAMAYEE WOMENS COLLEGE
Balasore
756079

Telephone

+918480270449

Website

Alerts

Be the first to know and let us send you an email when ବାଲେଶ୍ବର ନେଚର ଓ ଫୋକସ୍-balasore nature & focus posts news and promotions. Your email address will not be used for any other purpose, and you can unsubscribe at any time.

Share