maitreyee

maitreyee ଜୟ ଜଗନ୍ନାଥ �

14/08/2025

ଆଜ୍ମା ଯାହାର ଅଛି ଏ ଭିଡ଼ିଓ ନିଶ୍ଚୟ ଦେଖନ୍ତୁ 🙏

13/08/2025

ସରକାର ଆଗୁଆ ପଦକ୍ଷେପ ନିଅନ୍ତୁ,

13/08/2025

ଚାହା ଯଉ ମାନେ ପିଉଛନ୍ତି ସେମାନଙ୍କ ପାଇଁ ଏ ଭିଡ଼ିଓ

ସତ କହିବେ ଆଗରୁ ଏମିତି କିଛି ଦେଖିବା ସମ୍ଭବ ଥିଲା କି
12/08/2025

ସତ କହିବେ ଆଗରୁ ଏମିତି କିଛି ଦେଖିବା ସମ୍ଭବ ଥିଲା କି

09/08/2025

I got over 5,000 reactions on one of my posts last week! Thanks everyone for your support! 🎉

07/08/2025

ଆପଣଙ୍କ କାଶ ହଉଥିଲେ ଏ ଉପାୟ ନିଶ୍ଚୟ କରନ୍ତୁ,
ଯେତେ ପୁରୁଣା କାଶ ହଉ ନିଶ୍ଚୟ ଭଲ ହେବ

06/08/2025

ଶୁଖିଲା କାଶ ପାଇଁ ଲାଭ ଦାୟକ ଔଷଧ 🙏

🎉 Facebook recognised me as a consistent reels creator this week!
29/07/2025

🎉 Facebook recognised me as a consistent reels creator this week!

ହେ ମାଧବ 🙏ହେ ମଧୁସୂଦନ 🙏ହେ କୋଟି ଓଡ଼ିଆ ଙ୍କ ହୃଦୟ 🙏ହେ ମଣିମା 🙏କାହିଁକି ଏତେ କଷ୍ଟ ଦେଉଛ, ଜାଣିଛି ମଣିମା ତୁମେ ମୋତେ ବହୁତ ଭଲ ପାଅ 🙏କଷ୍ଟ ସ...
27/07/2025

ହେ ମାଧବ 🙏ହେ ମଧୁସୂଦନ 🙏ହେ କୋଟି ଓଡ଼ିଆ ଙ୍କ ହୃଦୟ 🙏ହେ ମଣିମା 🙏
କାହିଁକି ଏତେ କଷ୍ଟ ଦେଉଛ, ଜାଣିଛି ମଣିମା ତୁମେ ମୋତେ ବହୁତ ଭଲ ପାଅ 🙏କଷ୍ଟ ସେତିକି ଦିଅ ଯେମିତି ମୁ ଭାଙ୍ଗି ନ ଯାଇ, ସହି ପାରୁନି,
ହଁ ଏଇଟା ଜାଣିଛି ତୁମେ ବି ମୋ ପାଇଁ ସବୁ ବେଳେ ଚିନ୍ତା କର କିନ୍ତୁ ମୁ ତୁଚ୍ଛ ମଣିଷ ମଣିମା, ତୁମେ ମୋ ହାତ ଧରି ଥାଅ, ଏ ଜୀବନ ତୁମ ଦୟା ରେ ପ୍ରଭୁ, ତୁମେ ଯଦି ମୋତେ କଷ୍ଟ ଦେଇ ଖୁସି ତ ତୁମ ଖୁସି ରେ ମୁ ବି ବହୁତ ଖୁସି 🙏କେବଳ ମୁ ତୁମକୁ ଚାହେଁ 🙏ଏ ଜନ୍ମ ରେ ସବୁ ଜନ୍ମ ରେ 🙏

ଓଁ ନମଃ ଶିବାୟ 🕉️🔱
25/07/2025

ଓଁ ନମଃ ଶିବାୟ 🕉️🔱

ଅନାଥ ର ନାଥ 🙏ଅନନ୍ତ କୋଟି ବ୍ରାହ୍ମଣ ର ମାଲିକ 🙏ହେ ମଧୁସୂଦନ 🙏ହେ ଜଗନ୍ନାଥ 🙏ହେ ମଣିମା ତୁମ ଏ ମୋହନିଆ ରୂପ କୁ ଯିଏ ବି ଦର୍ଶନ କରିଛି ସେ କୋଟି...
25/07/2025

ଅନାଥ ର ନାଥ 🙏ଅନନ୍ତ କୋଟି ବ୍ରାହ୍ମଣ ର ମାଲିକ 🙏ହେ ମଧୁସୂଦନ 🙏ହେ ଜଗନ୍ନାଥ 🙏ହେ ମଣିମା ତୁମ ଏ ମୋହନିଆ ରୂପ କୁ ଯିଏ ବି ଦର୍ଶନ କରିଛି ସେ କୋଟି ପୁଣ୍ୟ ଲାଭ କରିଛି 🙏

Address

Balasore

Website

Alerts

Be the first to know and let us send you an email when maitreyee posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to maitreyee:

Share