Odisha Pride

Odisha Pride ❤️Stay informed,stay empowered❤️

06/06/2026

ଆସିଗଲା ଦେଖନ୍ତୁ ଭତ୍ତା ଟଙ୍କା କେଉଁଦିନ ମିଳିବ.....




02/06/2026

SIR Enumeration Form କେମିତି ପୂରଣ କରିବେ ଦେଖନ୍ତୁ ......




01/06/2026

Enumeration Form Fill up SIR Odisha || SIR Enumeration Form Fill Up Odisha




30/05/2026

🗳️ S.I.R (Special Intensive Revision) ଓଡ଼ିଶାରେ

ଭୋଟର ତାଲିକାକୁ ସଠିକ୍ ଏବଂ ଅଦ୍ୟତନ ରଖିବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା S.I.R କାର୍ଯ୍ୟକ୍ରମ ଆଜିଠାରୁ ଓଡ଼ିଶା ରେ ଆରମ୍ଭ ....

ଏହି ପ୍ରକ୍ରିୟାରେ BLO (Booth Level Officer) ଘରକୁ ଆସି ଭୋଟରଙ୍କ ସୂଚନା ଯାଞ୍ଚ କରିବେ । ନୂଆ ଭୋଟର ନାମ ଯୋଡ଼ା, ଭୁଲ ସଂଶୋଧନ ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାହାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ସଠିକ୍ ଭୋଟର ତାଲିକା ହେଉଛି ସୁସ୍ଥ ଗଣତନ୍ତ୍ରର ମୂଳ ଆଧାର।

21/05/2026

🔥 ଇଣ୍ଟରନେଟ୍ ରେ ହଠାତ୍ କାହିଁକି ଟ୍ରେଣ୍ଡ କରୁଛି “କକରୋଚ୍ ଜନତା ପାର୍ଟି”?

😳 ମଜାରୁ ଆରମ୍ଭ…
କିନ୍ତୁ ଏବେ ସୋସିଆଲ ମିଡିଆରେ ପୁରା ଭାଇରାଲ!

📈 Instagram ଠାରୁ YouTube ପର୍ଯ୍ୟନ୍ତ
ସବୁଠି ଚର୍ଚ୍ଚା କେବଳ CJP କୁ ନେଇ!

👀 ଯୁବପିଢି କାହିଁକି ଏତେ Support କରୁଛନ୍ତି?
ଆଉ କଣ ଅଛି ଏହାର ପଛର ସତ୍ୟ?

⚡ “ଛୋଟ ନୁହେଁ, ଟିକାଉ”
ଏହି ଲାଇନ୍ ଏବେ ହେଇଗଲା Gen-Z ର ନୂଆ ଭାଇବ୍!

💬 ତାହେଲେ ଆପଣଙ୍କ ମତରେ…
CJP କେବଳ Meme ନା Future ରେ ବଡ଼ Trend?
Comment ରେ ନିଶ୍ଚୟ କୁହନ୍ତୁ! 👇





20/05/2026

📢 ଆଜି ପ୍ରକାଶ ପାଇଲା ଓଡିଶା +2 Arts, Science & Commerce ରେଜଲ୍ଟ ।

🎓 ଛାତ୍ରଛାତ୍ରୀଙ୍କ ଦୀର୍ଘ ଅପେକ୍ଷାର ହେଲା ଶେଷ ।

📱 ଏବେ ଘରେ ବସି ମୋବାଇଲ୍‌ରେ ହିଁ କରନ୍ତୁ Result Check

🔥 କେମିତି ରହିଲା ଆପଣଙ୍କ Mark ଓ Percentage ?

✅ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

19/05/2026

1$ ର Value ₹100 ହେଲେ କଣ ଅସୁବିଧା ହେବ ?

💵 ଯଦି 1 ଡଲାର ର ମୂଲ୍ୟ ₹100 ପହଞ୍ଚିଯାଏ, ତାହେଲେ ଭାରତର ଅର୍ଥନୀତି ଉପରେ ବଡ ପ୍ରଭାବ ପଡିପାରେ।

⛽ ପ୍ରଥମେ ପେଟ୍ରୋଲ ଓ ଡିଜେଲ ଦାମ ବଢିପାରେ, କାରଣ ଭାରତ ବହୁତ ପରିମାଣରେ Crude Oil ବାହାର ଦେଶରୁ କିଣେ।

📱 ମୋବାଇଲ, ଲ୍ୟାପଟପ, ଇଲେକ୍ଟ୍ରୋନିକ୍ସ ଓ ବିଦେଶୀ ସାମଗ୍ରୀ ଅଧିକ ମହଙ୍ଗା ହୋଇପାରେ।

🥇 ସୁନା ଦାମ ମଧ୍ୟ ବଢିପାରେ, କାରଣ ଡଲାର ଶକ୍ତିଶାଳୀ ହେଲେ ଆମଦାନୀ ଖର୍ଚ୍ଚ ବଢିଯାଏ।

📈 ଦିନକୁ ଦିନ ମହଙ୍ଗାଇ ବଢିଲେ ସାଧାରଣ ଓ ମଧ୍ୟବିତ୍ତ ପରିବାରର ବଜେଟ୍ ଭାଙ୍ଗିପଡିପାରେ।

🏦 ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍ ମାର୍କେଟ୍ ରୁ ଟଙ୍କା କାଢିନେଲେ ମାର୍କେଟ୍ ରେ ଭାରି ପତନ ଦେଖାଯାଇପାରେ।

🇮🇳 ତେବେ ପ୍ରଶ୍ନ ହେଉଛି…
ଭାରତ ଆଗକୁ ଏକ ବଡ ଅର୍ଥନୈତିକ ସଙ୍କଟ ଦିଗକୁ ଯାଉଛି କି ?

ଏହି ଭିଡିଓରେ ଜାଣନ୍ତୁ Dollar ବଢିଲେ ଭାରତର ଅର୍ଥନୀତି, ମହଙ୍ଗାଇ ଓ ସାଧାରଣ ଲୋକଙ୍କ ଜୀବନ ଉପରେ କେମିତି ପ୍ରଭାବ ପଡିପାରେ।

ଏ ସମ୍ପର୍କ ରେ ନିଜର ମତାମତ କମେଣ୍ଟ କରନ୍ତୁ👇

18/05/2026

👉CRUDE OIL, ଏହି ତେଲ ପାଇଁ ମହାଯୁଦ୍ଧ....

~ ଗାଡ଼ି, ବାଇକ୍, ବିମାନ ଚଳାଇବାର ମୁଖ୍ୟ ଇନ୍ଧନ

~ ପେଟ୍ରୋଲ, ଡିଜେଲ, LPG ର ମୂଳ ସ୍ରୋତ

~ ପ୍ଲାଷ୍ଟିକ୍ ଓ ରାସାୟନିକ ପଦାର୍ଥ ତିଆରିରେ ବ୍ୟବହାର

~ ରାସ୍ତାର ତାରକୋଲ (Bitumen) କ୍ରୁଡ଼ ଅଏଲରୁ ମିଳେ

~ ଔଷଧ, ପେଣ୍ଟ, ସାବୁନ, କସ୍ମେଟିକ୍ସରେ ବ୍ୟବହାର

~ କ୍ରୁଡ଼ ଅଏଲ ଦାମ ବଢ଼ିଲେ ସବୁ ଜିନିଷ ଦାମ ବଢ଼େ

~ ଭାରତ ବହୁତ କ୍ରୁଡ଼ ଅଏଲ ବିଦେଶରୁ ଆମଦାନୀ କରେ

~ ବିଶ୍ୱର ଅନେକ ଯୁଦ୍ଧର ପଛରେ ଥିଲା ତେଲର ଲଢେଇ

~ ଅର୍ଥନୀତି ଓ ଶେୟର ମାର୍କେଟ୍ ଉପରେ ପ୍ରଭାବ ପକାଏ

“Crude Oil” କୁ ବିଶ୍ୱ ଅର୍ଥନୀତିର ରକ୍ତ ବୋଲି କୁହାଯାଏ |





17/05/2026

ଭାରତ ଶୀଘ୍ର ହିଁ ଶ୍ରୀଲଙ୍କା ହେବା ପାଇଁ ଯାଉଛି ....

ଆଗକୁ ଭୟଙ୍କର ଦରଦାମ୍ ସ୍ଥିତି...
ଏବେଠୁ ପ୍ରତ୍ୟେକ ଜିନିଷର ଦରଦାମ ବୃଦ୍ଧି...

ସମସ୍ତେ କହିବେ ମଧ୍ୟ ପ୍ରାଚ୍ୟ ରେ ଯୁଦ୍ଧ ଯୋଗୁଁ ଏ ସବୁ ହେଉଛି...

ହେଲେ ସବୁଠୁ ବଡ଼ ପ୍ରଶ୍ନ...

ମଧ୍ୟପ୍ରାଚ୍ୟ ରେ ଯୁଦ୍ଧ କଣ ଏବେ ଆରମ୍ଭ ହେଲା କି ??

ଯଦି ନୁହେଁ .... ତା ହେଲେ ଏବେ କାହିଁକି ଏମିତି ପରିସ୍ଥିତି...

ଯଦି ଏମିତି ପରିସ୍ଥତି ଯୁଦ୍ଧ ପାଇଁ ହେବାର ଥିଲା ପ୍ରଧାନମନ୍ତ୍ରୀ ମୋଦୀ ଆଗରୁ କାହିଁକି ଦେଶବାସୀ ଙ୍କୁ ସଚେତନ କଲେ ନାହିଁ ...?

ଏ ଲଢ଼େଇ ସରକାର ଙ୍କ ର ନୁହଁ ଆମ ସମସ୍ତଙ୍କ ର...

ଆଗକୁ ପରିସ୍ଥିତି କଣ ହେବ ତାହା ଏବେ ର ଆମେ Action ହିଁ ନିର୍ଦ୍ଧାରଣ କରିବ ।





16/05/2026

VBGRAMG Yojana Odisha || ମିଳିବ ୧୨୫ ଦିନ ର କାମ .....




Address

Balasore

Website

Alerts

Be the first to know and let us send you an email when Odisha Pride posts news and promotions. Your email address will not be used for any other purpose, and you can unsubscribe at any time.

Share