02/07/2026
ବସ୍ତା ପୋଲିସ କୁ ଆଉ ଏକ ସଫଳତା....
ଅମର୍ଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଙ୍କ ନେତୃତ୍ୱ ରେ 26 ଗ୍ରାମର ବ୍ରାଉନ୍ସଗାର ଜବତ, ୨ ଅଟକ, 6 ହଜାର ଟଙ୍କା ସହ ଦୁଇଟି ମୋବାଇଲ ଜବତ
ଜଳେଶ୍ୱର ରୁ କେନ୍ଦ୍ରାପଡ଼ା ଯାଉଥିବା ବେଳେ ବସ୍ତା ଥାନା ନଳବାହାର ରେ ଜବତ l