01/04/2026
ଉତ୍କଳ ଦିବସର ଏହି ପବିତ୍ର ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।ବୀର ପ୍ରସବିନୀ ଉତ୍କଳ ମାଟିର କଳା, ଭାସ୍କର୍ଯ୍ୟ ଏବଂ ସଂସ୍କୃତି ଆମର ପରିଚୟ। ଆସନ୍ତୁ ଏହି ସମୃଦ୍ଧ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା।ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସାରା ବିଶ୍ୱରେ ସ୍ୱତନ୍ତ୍ର। ଆମେ ସମସ୍ତେ ମିଶି ଏକ ବିକଶିତ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା।