Ranjan Bhai Life

  • Home
  • Ranjan Bhai Life

Ranjan Bhai Life ମୁଁ ଚାଷ କରିବାକୁ ଭଲ ପାଏ । ����

25/08/2026

ଜୀବନରେ ଦୁଇଟି ଜିନିଷ କେବେ ଫେରି ଆସେନି ଗୋଟେ ହେଉଛି ମୁଁହ ରୁ ବାହାରିଯାଇଥିବା ଶବ୍ଦ ଆଉ ବିତିଯାଇଥିବା ସମୟ

24/08/2026

ଶ୍ରୀକୃଷ୍ଣ କୁହନ୍ତି
କାନ୍ଦିଲେ କେହି ନିଜର ହୁଅନ୍ତିନି ବରଂ ଯିଏ ନିଜର ସେ କାନ୍ଦିବାକୁ ଦିଏନି

23/08/2026

ଯିଏ ଟଙ୍କାକୁ ଭଲ ପାଉଥିବ ସେହି ମଣିଷ କେବେ କାହା ହୃଦୟକୁ ଭଲ ପାଇପାରିବନି କାରଣ ଟଙ୍କା ଗୋଟେ ବସ୍ତୁ କିନ୍ତୁ ହୃଦୟ ଭଗବାନଙ୍କ
ଦାନ

23/08/2026

ଯେବେ ନିଜ income ରେ ଇଟା ଖଣ୍ଡିଏ କିଣିବ ସେତେବେଳେ ବୁଝିପାରିବ ବାପା ବାନେଇଥିବା କୁଡ଼ିଆ ଘରର ମୂଲ୍ୟ କେତେ

23/08/2026

ଏତେ ଭଲ ବାଇଗଣ ଗଛ ହେବ ଭାବିନଥିଲି 🥰

23/08/2026

ପ୍ରେମ କରି ନାରୀଟିଏ ଯଦି କଳଙ୍କିନି ହେଇଯାଏ ତା ହେଲେ ପ୍ରତାରଣା କରି ରଙ୍ଗ ବଦଳାଉଥିବା ପୁରୁଷ ଟି କେମିତି ସତ୍ୟବାନ ହୁଏ?

23/08/2026

ଘର ଯେତେ ବଡ ହେଲେ କଣ ହବ ଯଦି ସେଇ ଘରେ ବୃଦ୍ଧ ବାପା ମା ଙ୍କ ପାଇଁ ଜାଗା ନଥିବ ତାହେଲେ ବଡ ଘର କରି ଲାଭ କୋଣ 😔

22/08/2026

“ଲୋକେ ଘଣ୍ଟା ଘଣ୍ଟା କେମିତି ଚୁପ୍ ହୋଇ ବସନ୍ତି ବୋଲି ଭାବୁଥିଲି। ଆଜି ଜାଣିଲି, ଯେତେବେଳେ ମନ ଥକିଯାଏ, ସେତେବେଳେ ଶବ୍ଦ ନୁହେଁ, ନୀରବତା ହିଁ ସାଥୀ ହୁଏ।”

22/08/2026

ଝିଅ ମାନେ ଭଲ ପାଇବାରେ ସେଇଠି ହିଁ ହାରିଯାଏ ଯଉଠି ବାପା କୁହନ୍ତି -ମୁଁ ଜାଣିଛି ମୋ ଝିଅ କେବେ ମୋ ମୁଣ୍ଡ ତଳକୁ କରିବନି
😔

Address

Odisha

756036

Website

Alerts

Be the first to know and let us send you an email when Ranjan Bhai Life posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ranjan Bhai Life:

Shortcuts

  • Want your business to be the top-listed Media Company?

Share