18/09/2025
#ବବିଶ୍ଵକର୍ମା_ପୂଜାରେ_ଗହଣା_ଦୋକାନର_ସଟର_ତାଡି_ଲୁଟ,ବସ୍ତା ଥାନା ଅମର୍ଦ୍ଦା ରୋଡ଼ ସ୍ଥିତ ମହାଲକ୍ଷ୍ମୀ ଅଳଙ୍କାର ଦୋକାନରୁ ଲୁଟ, ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ,୧୦୦ ମିଟର ଦୁରରେ ଥିବା ଅମର୍ଦ୍ଦା ରୋଡ଼ ଫାଣ୍ଡି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ କଲେ ଦୁର୍ବୃତ୍ତ,