17/07/2026
ଜୟ ଜଗନ୍ନାଥ! 🙏
ଏଥର ରଥଯାତ୍ରାରେ ଭକ୍ତଙ୍କ ସମୁଦ୍ର ଦେଖିବାକୁ ମିଳିଛି। ମହାପ୍ରଭୁଙ୍କୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଅସମ୍ଭବ ଭିଡ଼। ଏହି ଭିଡ଼ ଭିତରେ ବି ଭକ୍ତଙ୍କ ମନରେ କେବଳ ଗୋଟିଏ ସ୍ଲୋଗାନ— "ଜୟ ଜଗନ୍ନାଥ"। ଆପଣ ମଧ୍ୟ ଦର୍ଶନ କରନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ଭୁଲିବେ ନାହିଁ। ❤️🚩
Puri Jagannadh