01/04/2026
ଇଏ ପ୍ରଭୁଙ୍କର ସୃଷ୍ଟି ଏ ପ୍ରକୃତି..
🌞ସୂର୍ଯ୍ୟ ଉଦିତ ପରେ ସୂର୍ଯ୍ୟ ଅସ୍ତ ଆସେ...
ଇଏ ସୂର୍ଯ୍ୟ ଦେବ ଏ ଦୈନନ୍ଦିନ କାର୍ଯ୍ୟ କରି ତାଙ୍କ କିରଣ କୁ ଏ ଧରା ପୃଷ୍ଠ ରେ ବିକିରଣ କରନ୍ତି...
ଠିକ ସେମିତି ମନୁଷ୍ୟ କାର୍ଯ୍ୟ କରି.. ନିଜ କୁ ଉଚିତ ମାର୍ଗ ରେ କଲେ ସମର୍ପିତ...
ମନୁଷ୍ୟ ଏ ଭବ ରେ ବିଚାର ସଂପନ୍ନ ଓ଼ ବୁଦ୍ଧି ମାନ...ତା ଉଦ୍ୟମ ବଳ ରେ ଅସାଧ୍ୟ୍ୟ କର୍ମ କୁ ସାଧ୍ୟ୍ୟ କରିବା ହେବେ ନିଶ୍ଚିତ ...
ସଭିଁ ଙ୍କୁ ଶୁଭସନ୍ଧ୍ୟା ରେ ❤️ରୁ ନାରା 🙏🏻
🌞🌞