17/07/2025
#
ଆଜି ସାରା ରାଜ୍ୟରେ ବନ୍ଦ ପାଳନ କରିଛି ପ୍ରଦେଶ କଂଗ୍ରେସ ।ପୋଲସରା କହୁଚି କିଛି ଅଲଗା ଦୃଶ୍ୟ କଂଗ୍ରେସ ର ଗୋଟିଏ କର୍ମୀ ଙ୍କ ମିଳିଲାନି ଦେଖା, ତଥାପି ପୋଲସରା ସମ୍ପୂର୍ଣ ବନ୍ଦ, ସ୍ୱତପ୍ରବୃତ ଭାବେ ଲୋକେ ଓଡିଶା ବନ୍ଦ କୁ କଲେ ସମର୍ଥନ ।