Jyoti ranjan pathy

Jyoti ranjan pathy I want create a new video
motivational speech
vlogs video
song's video

Good morning everyone my Facebook friends जीवन में शांति चाहते हैं तो दुसरों की शिकायतें करने से बेहतर है खुद को बदल लें...
16/02/2026

Good morning everyone my Facebook friends जीवन में शांति चाहते हैं तो दुसरों की शिकायतें करने से बेहतर है खुद को बदल लें। · अपने लक्ष्य के लिए जोशीले और जुनूनी बनिए. 🌞💫😊👍💖

ଓମ ନମଃ ଶିବାୟଃଶିଵ ପଂଚାକ୍ଷରି ସ୍ତୋତ୍ରମ୍ଓଂ ନମଃ ଶିଵାୟ ଶିଵାୟ ନମଃ ଓଂଓଂ ନମଃ ଶିଵାୟ ଶିଵାୟ ନମଃ ଓଂନାଗେଂଦ୍ରହାରାୟ ତ୍ରିଲୋଚନାୟଭସ୍ମାଂଗରାଗ...
15/02/2026

ଓମ ନମଃ ଶିବାୟଃ

ଶିଵ ପଂଚାକ୍ଷରି ସ୍ତୋତ୍ରମ୍

ଓଂ ନମଃ ଶିଵାୟ ଶିଵାୟ ନମଃ ଓଂ
ଓଂ ନମଃ ଶିଵାୟ ଶିଵାୟ ନମଃ ଓଂ

ନାଗେଂଦ୍ରହାରାୟ ତ୍ରିଲୋଚନାୟ
ଭସ୍ମାଂଗରାଗାୟ ମହେଶ୍ଵରାୟ ।
ନିତ୍ୟାୟ ଶୁଦ୍ଧାୟ ଦିଗଂବରାୟ
ତସ୍ମୈ "ନ" କାରାୟ ନମଃ ଶିଵାୟ ॥ 1 ॥

ମଂଦାକିନୀ ସଲିଲ ଚଂଦନ ଚର୍ଚିତାୟ
ନଂଦୀଶ୍ଵର ପ୍ରମଥନାଥ ମହେଶ୍ଵରାୟ ।
ମଂଦାର ମୁଖ୍ୟ ବହୁପୁଷ୍ପ ସୁପୂଜିତାୟ
ତସ୍ମୈ "ମ" କାରାୟ ନମଃ ଶିଵାୟ ॥ 2 ॥

ଶିଵାୟ ଗୌରୀ ଵଦନାବ୍ଜ ବୃଂଦ
ସୂର୍ୟାୟ ଦକ୍ଷାଧ୍ଵର ନାଶକାୟ ।
ଶ୍ରୀ ନୀଲକଂଠାୟ ଵୃଷଭଧ୍ଵଜାୟ
ତସ୍ମୈ "ଶି" କାରାୟ ନମଃ ଶିଵାୟ ॥ 3 ॥

ଵଶିଷ୍ଠ କୁଂଭୋଦ୍ଭଵ ଗୌତମାର୍ୟ
ମୁନୀଂଦ୍ର ଦେଵାର୍ଚିତ ଶେଖରାୟ ।
ଚଂଦ୍ରାର୍କ ଵୈଶ୍ଵାନର ଲୋଚନାୟ
ତସ୍ମୈ "ଵ" କାରାୟ ନମଃ ଶିଵାୟ ॥ 4 ॥

ୟଜ୍ଞ-ସ୍ଵରୂପାୟ ଜଟାଧରାୟ [ୟକ୍ଷ-]
ପିନାକ ହସ୍ତାୟ ସନାତନାୟ ।
ଦିଵ୍ୟାୟ ଦେଵାୟ ଦିଗଂବରାୟ
ତସ୍ମୈ "ୟ" କାରାୟ ନମଃ ଶିଵାୟ ॥ 5 ॥

ପଂଚାକ୍ଷରମିଦଂ ପୁଣ୍ୟଂ ୟଃ ପଠେଚ୍ଛିଵ ସନ୍ନିଧୌ ।
ଶିଵଲୋକମଵାପ୍ନୋତି ଶିଵେନ ସହ ମୋଦତେ ॥

Good afternoon my Facebook friendsଓଡ଼ିଶା ର ଅଗଣିତ ଭାଇ ଓ ଭଉଣୀମାନଙ୍କୁ ମୋର ମହାଶିବରାତ୍ରି ଉପଲକ୍ଷେ ସଭିଂକୁ ଅନେକ ଅନେକ ଶୁବେଛ୍ଛା ଓ ...
15/02/2026

Good afternoon my Facebook friends
ଓଡ଼ିଶା ର ଅଗଣିତ ଭାଇ ଓ ଭଉଣୀମାନଙ୍କୁ ମୋର ମହାଶିବରାତ୍ରି ଉପଲକ୍ଷେ ସଭିଂକୁ ଅନେକ ଅନେକ ଶୁବେଛ୍ଛା ଓ ଶୁଭ ଅଭିନନ୍ଦନ
ଶିବ ହେଉଛନ୍ତି ସତ୍ଯ ଓ ସୁନ୍ଦର ତେଣୁ ଆଜି ତାଙ୍କୁ ଶ୍ରଧାରେ ପୁଜା କରିବା ।

12/02/2026

Cid episode ku kia kia always dekhucha comment re janao

Good morning my Facebook friendsଜିଇବାକୁ ଇଚ୍ଛା ଯେବେ ଜିଅ ସିଂହ ପରି,କୁକୁର ପରାୟେ କିଆଁ ସଦା ଡରି ଡରି |ଫିଙ୍ଗି ଦୂରେ ଆତ୍ମଗ୍ନାନି ଛାଡ...
12/02/2026

Good morning my Facebook friends
ଜିଇବାକୁ ଇଚ୍ଛା ଯେବେ ଜିଅ ସିଂହ ପରି,
କୁକୁର ପରାୟେ କିଆଁ ସଦା ଡରି ଡରି |
ଫିଙ୍ଗି ଦୂରେ ଆତ୍ମଗ୍ନାନି ଛାଡ଼ି ଭୀମରଡ଼ି
ସଂଗ୍ରାମରେ ଅଗ୍ରସର ହୁଅ ଅଣ୍ଟା ଭିଡ଼ି ।

Good morningଆଦିତ୍ୟସ୍ୟ ନମସ୍କାରାନ୍ ୟେ କୁର୍ଵଂତି ଦିନେ ଦିନେ । ଆୟୁଃ ପ୍ରଜ୍ଞାଂ ବଲଂ ଵୀର୍ୟଂ ତେଜସ୍ତେଷାଂ ଚ ଜାୟତେ like comment and fo...
08/02/2026

Good morning
ଆଦିତ୍ୟସ୍ୟ ନମସ୍କାରାନ୍ ୟେ କୁର୍ଵଂତି ଦିନେ ଦିନେ । ଆୟୁଃ ପ୍ରଜ୍ଞାଂ ବଲଂ ଵୀର୍ୟଂ ତେଜସ୍ତେଷାଂ ଚ ଜାୟତେ like comment and follow

India vs USA today's t20 world cup match Kia win kariba abethu comment madhyam re janantu au first bating re projects sc...
07/02/2026

India vs USA today's t20 world cup match Kia win kariba abethu comment madhyam re janantu au first bating re projects score kete haba janantu 🏆💥🔥🎉👏💪😍

Address

Bramhin Street
Berhampur

Website

Alerts

Be the first to know and let us send you an email when Jyoti ranjan pathy posts news and promotions. Your email address will not be used for any other purpose, and you can unsubscribe at any time.

Share