ସମୃଦ୍ଧି ଓଡ଼ିଶା

ସମୃଦ୍ଧି ଓଡ଼ିଶା , Arts & News BEST NEWS

21/09/2025

ଯାହା କୁହ ଭାଇ 24 ବର୍ଷର ସରକାରକୁ ହରାଇବା ପରେ ଲୋକେ ବିଜେପି କୁ ଆଣିଲେ 15 ମାସ ହୋଇଗଲା କିନ୍ତୁ କାମ ଆରମ୍ଭ ହୋଇପାରିଲା ନାହିଁ I

20/09/2025

#ଆତ୍ମହତ୍ୟା_କର_ନାହିଁ

17/09/2025

ସାହିଦ୍ ଆଫ୍ରିଦି ରାହୁଲ୍ ଗାନ୍ଧୀଙ୍କୁ ପ୍ରଶଂସା କରିବା Congress କୁ କେତେ ଲାଭ ଦେବ ?

ଆଜି ପୁରୀ ରେ  ଗୋହତ୍ୟା ନିଷେଧ ଏବଂ ଗୋସଂରକ୍ଷଣ ବିଲ 2024 ପାରିତ ଲାଗି ହେଉଥିବା ବିଶାଳ ପଦଯାତ୍ରା ଶ୍ରୀକ୍ଷେତ୍ର ସୁରଭି ମହାସମାବେଶ ରେ ବଡ ଭା...
15/09/2025

ଆଜି ପୁରୀ ରେ ଗୋହତ୍ୟା ନିଷେଧ ଏବଂ ଗୋସଂରକ୍ଷଣ ବିଲ 2024 ପାରିତ ଲାଗି ହେଉଥିବା ବିଶାଳ ପଦଯାତ୍ରା ଶ୍ରୀକ୍ଷେତ୍ର ସୁରଭି ମହାସମାବେଶ ରେ ବଡ ଭାଇଙ୍କ ଶରୀର ଅସୁସ୍ଥ ହେଇପଡ଼ିଲା.. ତତକ୍ଷଣାତ ତାଙ୍କୁ ପୁରୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା.. ପରର କଟକ ମେଡିକାଲ କୁ ସ୍ଥାନାଂତର କରାଯାଇଥିଲା... ଚିକିତ୍ସା ସମୟରେ ତାଙ୍କ ଦେହାନ୍ତ ହେଇଚି 😭
ତୁମର ଅମର ଆତ୍ମା ଗୋଲକ ଧାମ ପ୍ରାପ୍ତି ହେଉ 🙏
ଏତିକି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା 🙏
ଗୋମାତାଙ୍କ ପାଇଁ ତୁମ ଏ ବଳିଦାନ କେବେ ବ୍ୟର୍ଥ ଯିବନି 🙏🚩

14/09/2025
ଯଦି Live Show ହୋଇନଥାନ୍ତା ତାହେଲେ ସାହିଦ୍ ଆଫ୍ରିଦ ରୋଡ ସୋ କରି ମ୍ଯାଚ ଜିତାଇ ଦେଇ ଥାନ୍ତେ l
14/09/2025

ଯଦି Live Show ହୋଇନଥାନ୍ତା ତାହେଲେ ସାହିଦ୍ ଆଫ୍ରିଦ ରୋଡ ସୋ କରି ମ୍ଯାଚ ଜିତାଇ ଦେଇ ଥାନ୍ତେ l

13/09/2025

ନେପାଳ ଘଟଣା ରେ Gen Z ମାନଙ୍କୁ ନେଇ ବହୁତ ଚର୍ଚ୍ଚା ଚାଲିଛି ତେବେ ଏହି Gen Z କିଏ ?
👉 Gen Z କେଉଁମାନେ ?

● Gen Z ହେଉଛନ୍ତି ସେହିମାନେ ଯେଉଁମାନେ 1997 ରୁ 2012 ମସିହାରେ ଜନ୍ମ ହୋଇଛନ୍ତି ।

👉 ଅନ୍ୟ Generation ଗୁଡିକର ନାମ କଣ ?

◆ Silent Generation - (1928 - 1945)
◆ Baby Boomers - (1946 - 1964)
◆ Generation X - (1965 - 1980)
◆ Gen Y (Millennials) - (1981 - 1996)
◆ Generation Z - (1997 - 2012)
◆ Generation Alpha - (2013 - 2025)

Comments ରେ କୁହନ୍ତୁ ଆପଣ କେଉଁ Generation ର?

ପୁରୁଣା ବାଇଟ ଖୋଜାଯାଉ! ଓ.ଏ.ଏସ. ପାଇବା ପରେ ୨୦୧୯ ବ୍ୟାଚର ଓ.ଏ.ଏସ. ଟପର ଅଶ୍ଵିନୀ କୁମାର ପଣ୍ଡା ନିଶ୍ଚିତ କହିଥିବେ "ମୁଁ ଜନସେବା କରିବି" I ...
12/09/2025

ପୁରୁଣା ବାଇଟ ଖୋଜାଯାଉ! ଓ.ଏ.ଏସ. ପାଇବା ପରେ
୨୦୧୯ ବ୍ୟାଚର ଓ.ଏ.ଏସ. ଟପର ଅଶ୍ଵିନୀ କୁମାର ପଣ୍ଡା
ନିଶ୍ଚିତ କହିଥିବେ "ମୁଁ ଜନସେବା କରିବି" I ଏବେ ମ୍ୟୁଟେସନ କେସ ପାଇଁ ମାତ୍ର ୧୫,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସମ୍ବଲପୁର ବାମରା ତହସିଲଦାର I

 #ସୁଭଦ୍ରା_ଟଙ୍କାରୁ_ବାଦ୍‌_ପଡ଼ିଲେ ଚାରି ଚକିଆ ଗାଡ଼ି ଥାଇ ପାଇଥିଲେ ସୁଭଦ୍ରା ଟଙ୍କା । ସମୀକ୍ଷା  ପରେ ବାଦ ପଡ଼ିଲେ ୩୬ ହଜାର ୭୦୨ ଜଣ ହିତାଧିକାର...
10/09/2025

#ସୁଭଦ୍ରା_ଟଙ୍କାରୁ_ବାଦ୍‌_ପଡ଼ିଲେ
ଚାରି ଚକିଆ ଗାଡ଼ି ଥାଇ ପାଇଥିଲେ ସୁଭଦ୍ରା ଟଙ୍କା । ସମୀକ୍ଷା ପରେ ବାଦ ପଡ଼ିଲେ ୩୬ ହଜାର ୭୦୨ ଜଣ ହିତାଧିକାରୀ ।

ସରକାରୀ ଅର୍ଥର ଆତ୍ମସାତ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମ ମୋହନ ସରକାର ।ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋପିନାଥପୁର  #ସରପଞ୍ଚ  ...
10/09/2025

ସରକାରୀ ଅର୍ଥର ଆତ୍ମସାତ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମ ମୋହନ ସରକାର ।
ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋପିନାଥପୁର #ସରପଞ୍ଚ #ନିଲମ୍ବିତ ।
#ବାପୁନ୍ବାରିକଙ୍କୁ ନିଲମ୍ବନ କଲା #ପଞ୍ଚାୟତିରାଜ ବିଭାଗ ।

ବି. ଦ୍ର - ପୂର୍ବରୁ ଏହି ସମାନ ଘଟଣା ପାଇଁ ଗୋପୀନାଥପୁର ର GRS ନିଲମ୍ବନ ହୋଇ ସାରିଛନ୍ତି।

10/09/2025

2008ରେ ନେପାଳରେ ରାଜତନ୍ତ୍ର ହଟାଇ କମ୍ୟୁନିଷ୍ଟ ଦଳଗୁଡ଼ିକ ଗଣତନ୍ତ୍ର ଆଣିଥିଲେ। କମ୍ୟୁନିଷ୍ଟମାନଙ୍କ ନେତୃତ୍ବରେ ଦେଶରେ ଦୁର୍ନୀତି, ଭ୍ରଷ୍ଟାଚାର,ବେରୋଜଗାରୀ ବଢ଼ିଗଲା କାହିଁକି?

09/09/2025

NDA କୁ ୪୨୫ ଭୋଟ ମିଳିବା କଥା । ହେଲେ ଆଉ ୨୭ ଖଣ୍ଡ ଭୋଟ କେଉଁଠୁ ଆସିଲା ?
ବାଲଟ ପେପର ରେ ବି ଭୋଟ୍ ଚୋରି ଅଭିଯୋଗ ଆଣିଲେ ପପୁ ଖାନ୍

Address

Bhadrak

Telephone

+917064556677

Website

Alerts

Be the first to know and let us send you an email when ସମୃଦ୍ଧି ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ସମୃଦ୍ଧି ଓଡ଼ିଶା:

Share