
25/06/2024
ଯଦି ଆପଣମାନେ ଦେଖିପାରୁଥିବେ, ଆମର ଅଧିକାଂଶ ପୃଷ୍ଠାଗୁଡ଼ିକରେ କିଛି ଅନାବଶ୍ୟକୀୟ ଭିଡିଓ ଅପଲୋଡ଼ ହେଉଛି । ଏହାର କାରଣ ହେଉଛି, ସେଗୁଡ଼ିକ ସବୁ ହ୍ୟାକ୍ ହେଇଯାଇଛି । ଏହି ପୃଷ୍ଠା ସହିତ ଅନ୍ୟ କିଛି ପୃଷ୍ଠାରେ ମଧ୍ୟ ହ୍ୟାକର୍ମାନେ ସେମାନଙ୍କର ବିଜିନେସ୍ ପ୍ରୋଫାଇଲ୍ ଯୋଡ଼ିକି ରଖିଛନ୍ତି, ଯାହାକି ବାହାର କରିବା ଆମ ପକ୍ଷେ ସମ୍ଭବ ହେଉନାହିଁ । ଏ ସମ୍ବନ୍ଧରେ ଫେସ୍ବୁକ୍ରୁ ମଧ୍ୟ କୌଣସି ପ୍ରକାରର ସହଯୋଗ ମିଳୁନାହିଁ ।
ଯଦି ଏହି ପୃଷ୍ଠାରେ ଏମିତି କିଛି ଭବିଷ୍ୟତରେ ଭିଡିଓ ଅପଲୋଡ଼ ହେବ, ତେବେ ଏହାକୁ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ । ଜୟ ଜଗନ୍ନାଥ 🙏