BUJ News

BUJ News ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଉତ୍ସର୍ଗୀକୃତ

19/08/2026

ଭଦ୍ରକ ଜିଲ୍ଲା ଆରଡ଼ି ଅଂଚଳର ବନ୍ୟା ର ଗ୍ରାଉଣ୍ଡ ଜିରୋ ରିପୋର୍ଟ;
PMO India
CMO Odisha
Naveen Patnaik
Dharmendra Pradhan
Suresh Pujari
District Administration,Bhadrak
Ama Bhadrak Khabara

19/08/2026

ଭୁବନେଶ୍ୱରରେ ଏହା କ'ଣ ଘଟୁଛି! ଏହି ଉଦ୍ଧତ ଅଟୋ କ୍ୟାବ୍ ୟୁନିଅନ୍ ଗୁଡ଼ିକୁ ବ୍ୟାନ୍ କରାଯାଉ ଓ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅ। ସେମାନେ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି, ଧମକ ଦେଉଛନ୍ତି ଓ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।
CMO Odisha
Prithiviraj Harichandan
Ama Bhadrak Khabara

18/08/2026

ତିହିଡ଼ି ବ୍ଲକ ଇଶ୍ଵରପୁରରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ସାଂସଦ ମନମୋହନ ସାମଲ ଓ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଯାଜପୁର ଜିଲ୍ଲା ର ବିଧାୟକ ଆକାଶ ଦାସନାୟକ ଓ ଲିକୁ ସାହୁ ପ୍ରମୁଖ ଚେୟାରରେ ବସିଛନ୍ତି l ତେବେ ପଛରେ ଛିଡା ହୋଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଜିଲ୍ଲାପାଳ ! ପ୍ରଶାସନିକ ମର୍ଯ୍ୟାଦା ନେଇ ଉଠିଲା ପ୍ରଶ୍ନ?

18/08/2026

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବନ୍ୟା ପରିଚାଳନାରେ ଜଳ ସମ୍ପଦ ବିଭାଗ ଓ ବ୍ଲକ ପ୍ରଶାସନ ର ସମନ୍ଵୟର ଅଭାବ ଯୋଗୁଁ ବିପନ୍ନ ଭୋଗିଲେ ଦୁର୍ଦଶା: ବିଧାୟକ #ସଂଜୀବ #ମଲ୍ଲିକ ।
CMO Odisha
Suresh Pujari
Sanjeeb Mallick Club
District Administration,Bhadrak

ବିପଦ ସଂକେତ ଉପରେ  #ସଳନ୍ଦୀ ଓ  #ବୈତରଣୀ ନଦୀ ।
18/08/2026

ବିପଦ ସଂକେତ ଉପରେ #ସଳନ୍ଦୀ ଓ #ବୈତରଣୀ ନଦୀ ।

18/08/2026

ପ୍ରାକ୍ତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼. ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡି ଟିମ ର ବନ୍ୟାଞ୍ଚଳ ଗସ୍ତ ବେଳେ ବନ୍ୟା ବିପନ୍ନ ବଖାଣୁଛନ୍ତି ଦୁର୍ଦଶା ।
CMO Odisha
Naveen Patnaik
Suresh Pujari
District Administration,Bhadrak

18/08/2026

ଭଦ୍ରକ ଆରଡ଼ି ଅଂଚଳରେ ବନ୍ୟାସ୍ରୋତ କୁ ଲୋକଙ୍କ ବାରଣ ସତ୍ତ୍ୱେ ଯାଇଥିବା ସେବାୟତ ବାବୁଲି ପାଢ଼ୀ ଭାସିଗଲେ ଓ ପରେ ଲୋକଙ୍କ ସହାୟତାରେ ଉଦ୍ଧାର ।

18/08/2026

ଜଗତସିଂହପୁର ର ପୁରହିତପୁର ନନ୍ଦମଣିଗଡା ଚାଲିଥିଲା ସେକ୍ସ ରାକେଟ, ଦେହଜୀବୀ ଙ୍କ ଖୁଲାସା:

18/08/2026

#ଧାମନଗର ବ୍ଲକରେ ୫ ଦିନ ପରେ ନିଖୋଜ ବାହୁକାଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ ।
ବଜାପତି ପଡ଼ିଆରୁ ଉଦ୍ଧାର, ବାଲିପାଟଣା ମେଡିକାଲରେ ଭର୍ତ୍ତି
ଭଦ୍ରକ, ୧୮/୦୮/୨୦୨୬: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମର ବାହୁକା ନାମକ ଜଣେ ବ୍ୟକ୍ତି ୫ ଦିନ ଧରି ନିଖୋଜ ଥିବା ବେଳେ ଓଡ୍ରାଫ୍ ଟିମ୍ ତାଙ୍କୁ ସଫଳତାର ସହ ଉଦ୍ଧାର କରିଛି। ଓଡ୍ରାଫ୍ ଟିମ୍ ବଜାପତି ପଡ଼ିଆ ଅଞ୍ଚଳରୁ ବାହୁକାଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ବାଲିପାଟଣା ମେଡିକାଲକୁ ନିଆଯାଇ ଭର୍ତ୍ତି କରାଇଛି। ସେଠାରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।
ବନ୍ୟା ପରିସ୍ଥିତି ମଧ୍ୟରେ ଦୀର୍ଘ ୫ ଦିନ ପରେ ନିଖୋଜ ବାହୁକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଓଡ୍ରାଫ୍ ଟିମର ତ୍ୱରିତ ଓ ସାହସିକ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।
CMO Odisha
Suresh Pujari
District Administration,Bhadrak
Ama Bhadrak Khabara

18/08/2026

ଭଦ୍ରକ ଜିଲ୍ଲା ର ବନ୍ୟା ପରିସ୍ଥିତି ପାଇଁ ରାଜ୍ୟ ବିଜେଡ଼ି ସୁପ୍ରିମୋଙ୍କ ଦ୍ୱାରା ନିୟୋଜିତ ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ଃ.ଅରୁଣ କୁମାର ସାହୁଙ୍କ ପ୍ରତିକ୍ରିୟା:

Address

Nayabazar
Bhadrak
756100

Telephone

+917205134077

Website

Alerts

Be the first to know and let us send you an email when BUJ News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share