Swarajbarta TV

Swarajbarta TV Sanjib Nayak

30/04/2025

ମଙ୍ଗଳପୁରରେ ଥିବା ସର୍ବ ପୁରାତନ ହରିନାମ ଯଜ୍ଞ କୀର୍ତନ ମଣ୍ଡପରେ ନିତାଇଗୌର କୀର୍ତନ କମିଟି ପକ୍ଷରୁ ୩ଦିନ ବ୍ୟାପି ୯୧ ତମ ସାମ୍ବତ୍ସରିକ ଉତ୍ସବ ଅବସରରେ ଶ୍ରୀ ଶ୍ରୀ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶୁଭାଧିବାସରେ ଆରମ୍ଭ ହୋଇଥିବା ଏହି ଉତ୍ସବ ଅହୋ ରାତ୍ର ହରିନାମ କୀର୍ତନ, ନଗର ସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପ୍ରସାଦ ସେବନରେ ଶେଷ ହୋଇଥିଲା। ଏଥି ଉପଲକ୍ଷେ ଆୟୋଜିତ ଧର୍ମ ସଭାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ଆମ ସନାତନ ଧର୍ମରେ ହରିନାମ ଠାରୁ ଆଉ କୌଣସି ବଡ଼ ଓ ଶ୍ରେଷ୍ଠ ମନ୍ତ୍ର ନାହିଁ ବୋଲି କହି ଆଜିର ଅବକ୍ଷମୁଖୀ ସମାଜରେ ଏହା ଲୋପ ପାଇଯାଉଥିବାରୁ ଏହାହିଁ ଭବିଷ୍ୟତର ବିଶ୍ଵକୁ ବଞ୍ଚାଇ ରଖିବାରେ ମୁଖ୍ୟ ସହାୟକ ହେବ ବୋଲି ପ୍ରବଚନ ମାଧ୍ୟମରେ କହିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଧୁ ଅଚ୍ୟୁତାନନ୍ଦ ବ୍ରହ୍ମଚାରି, ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର,ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ।

02/06/2024

4 ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ, ଅପେକ୍ଷା ଫଳା ଫଳକୁ

16/04/2024
16/04/2024

ଶ୍ରୀରାମ ନବମୀ ମହୋତ୍ସବ, ୫୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ

16/04/2024

ମାରୁୱାଡି ମହିଳା ସମ୍ମିଳନୀ ର କର୍ମକର୍ତ୍ତା ନିର୍ବାଚନ

14/04/2024

ଭଦ୍ରକ ବାସୀ ମୋ ପରିବାର,ଭଦ୍ରକର ମୌଳିକ ସମସ୍ୟା ପାଇଁ ମୁଁ କାମ କରିବି----ଅଭିମନ୍ୟୁ ସେଠୀ(ଭଦ୍ରକ ଲୋକସଭା ପ୍ରାର୍ଥୀ)

12/04/2024

ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେପି ର ସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ

04/04/2024

ପୁରୁଣାବଜାର ଅଲାଲପୁର ନିକଟରେ ଖୋଲିଲାStudio"BrideVision "

03/04/2024

ବଳଜିତପଡା ଛକ ନିକଟରେ ଶ୍ରୀ ଶ୍ରୀ ବଜରଙ୍ଗବାଲିଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Address

Bhadrak

Telephone

+919437173973

Website

Alerts

Be the first to know and let us send you an email when Swarajbarta TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Swarajbarta TV:

Share