C News Odia

C News Odia ଅଧିକ ରୁ ଅଧିକ ଭିଡ଼ିଓ ଦେଖିବାପାଇଁ ଆମ ପେଜ କୁ ଫୋଲୋ କରନ୍ତୁ 🙏🙏

09/07/2025

ଶିକ୍ଷକ ବଦଳିକୁ ନେଇ ବିକ୍ଷୋଭ, ବିଦ୍ୟାଳୟରେ ତାଲାପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ || ଭଦ୍ରକ ବ୍ଲକ ବାଣିତିଆ ଜୟରାମପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ!

04/07/2025

ବାପା ମା'ଙ୍କର ସୁଯୋଗ୍ୟ ସନ୍ତାନ, ବାପା ମା'ଙ୍କ ନାଁରେ ସାମାଜିକ ସଂଘଠନ କରି ମାଗଣାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟସେବା କରି ସ୍ବର୍ଗତ ବାପା ମା ଙ୍କର ଇଛାକୁ ପୂରଣ କରିଛନ୍ତି ତିନି ପୁଅ!!

24/06/2025

ବିଦାୟ ନେଲେ ମାଟି ଜଗନ୍ନାଥ.. ଭଦ୍ରକ ବ୍ଲକ ବରାଙ୍ଗ ପଲେଇ ସାହିରେ ସପ୍ତାପୂଜା ଅବସରରେ ମାଟିରେ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଭଷାଣିଉତ୍ସବ ଅନୁଷ୍ଠିତ!!

କମେଣ୍ଟ କରି କୁହନ୍ତୁ... ବିନା ଦୋଷରେ ଜଣେ ୪୮ବର୍ଷ ଜେଲ ଦଣ୍ଡ ଭୋଗିଲେ.. ଦାୟୀ କିଏ.. ପୋଲିସ, ଓକିଲ ନା ଜଜ
23/06/2025

କମେଣ୍ଟ କରି କୁହନ୍ତୁ... ବିନା ଦୋଷରେ ଜଣେ ୪୮ବର୍ଷ ଜେଲ ଦଣ୍ଡ ଭୋଗିଲେ.. ଦାୟୀ କିଏ.. ପୋଲିସ, ଓକିଲ ନା ଜଜ

22/06/2025

ଯୋଗ ଦିବସ ଅବସରରେ ଭଦ୍ରକ ଉତ୍ସବ ଇନଷ୍ଟିଚ୍ୟୁଟ ଅଫ କ୍ରିଏଟିଭି ଆର୍ଟ୍ସ ପକ୍ଷରୁ ସୃଜନଶୀଳ କାର୍ଯ୍ୟକ୍ରମ ଅନୁଷ୍ଠିତ!!

21/06/2025

ଭଦ୍ରକ ଅଶାନ୍ତ 🙄

21/06/2025

ଭଦ୍ରକ ଚରମ୍ପା ରେ ଗୁଳିକାଣ୍ଡ

ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ, ଗଣଶିକ୍ଷା ବିଭାଗର ସୂଚନା!
18/06/2025

ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ, ଗଣଶିକ୍ଷା ବିଭାଗର ସୂଚନା!

16/06/2025

ବାଣିତିଆ ଚଇତାପଦା ରଜମହୋତ୍ସବରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ 🎶💃🏻🎵

13/06/2025

ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ ଲମ୍ବୋଦର ଜେନାଙ୍କ ଅକାଳ ବିୟୋଗରେ ଗରସଙ୍ଗ କୃଷ୍ଣପୁରରେ ଶୋକସଭା ଅନୁଷ୍ଠିତ!!

09/06/2025

ରାଜ୍ୟସ୍ତରୀୟ ୩୦ତମ ହ୍ୟାଣ୍ଡବଲ ପ୍ରତିଯୋଗିତା ଭଦ୍ରକ ବାଗୁରାଇ ସ୍କୁଲ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଅଛି ||

08/06/2025

ଭଦ୍ରକର ଚର୍ଚ୍ଚିତ ଘଟଣା ପ୍ରତାପ ବେହେରାଙ୍କୁ ଅପହରଣ ଘଟଣାର ନୂଆମୋଡ଼... ପ୍ରତାପ ଓରଫ ଚଗିଲି କୋଇଲା ମାଫିଆଙ୍କ ସହ ଟଙ୍କା ଡିଲ କରୁଥିବାର ଅଡ଼ିଓ ହେଉଛି ଭାଇରାଲ!!

Address


Telephone

+919778401700

Website

Alerts

Be the first to know and let us send you an email when C News Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to C News Odia:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share