04/06/2025
ଏକ ବର୍ଷ ପୂର୍ବେ ଆଜିର ଦିନରେ ଭଦ୍ରକ ର ଗର୍ବ ଚନ୍ଦୁ ନନାଙ୍କ ବିଜୟ I
୦୪ ଜୁନ୍ ୨୦୨୪ ଏହି ଦିନଟି ଭଦ୍ରକ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିବ। ଏହି ଦିନ ଭଦ୍ରକର ଜନତା ନିଜ ମତ ଦେଇ ଏକ ଦୃଢ଼ ନିଷ୍ପତି ନେଲେ- ଜନସମର୍ଥନ, ବିଶ୍ୱାସ ଓ ବିକାଶର ପ୍ରତୀକ ଶ୍ରୀ ସୀତାଂଶୁ ସେଖର ମହାପାତ୍ର(ଚନ୍ଦୁ ନନା)ଙ୍କୁ ବିଧାୟକ ରୂପେ ବିଜୟୀ କଲେ।
ତାଙ୍କର ଲଢ଼େଇ ଥିଲା ମାନବ ସେବା ପାଇଁ, ଭଦ୍ରକର ସମସ୍ୟାଗୁଡିକୁ ନିମ୍ନ କରି ଏକ ନୂଆ ଭବିଷ୍ୟ ଗଢିବା ପାଇଁ। ଏକ ବର୍ଷ ବିତିଗଲା ତାଙ୍କର ଦୃଢ଼ ଚେଷ୍ଟା, ସରଳତା, ଓ ଜନସାଧାରଣଙ୍କ ପ୍ରତି ଦାୟିତ୍ୱବୋଧ ଆଜି ମଧ୍ୟ ଅପରିବର୍ତ୍ତିତ।
ଏଭଳି ଜନନାୟକ ନିତ୍ୟ ଲୋକମାନଙ୍କ ହୃଦୟରେ ରହିଥାନ୍ତି।
Sitansu Sekhar Mohapatra