Rahul Soch

Rahul Soch ସତ ଯଦି ଜିତୁଛି,ପ୍ରଶ୍ନ ତ ମୁଁ କରିବି। ସତ ପାଇଁ ଲଢ଼ିବି।

08/08/2026

ଅବିକଳ ଓଡ଼ିଶା ଭଳି ଝାରଖଣ୍ଡରେ ପେପର ଲିକ୍, ସତରେ ମୋ ଦେଶର
ଶାସନର ଗତି ଆଜି କୁଆଡ଼େ।

22/07/2026

ନେତା ବଦଳିଲେ ଦେଶ ବଦଳିଯିବ କି ?

#ନେତା #ଦେଶ #ଓଡ଼ିଶା #ଓଡ଼ିଆ #ଓଡ଼ିଆ_କଥା #ସମାଜ #ରାଜନୀତି #ସଚେତନତା

19/07/2026

ନେତା ତୁମ ଗୁଆ ଦିଆ ବନ୍ଧୁ ନୁହେଁ, ଇଏ ବଦଳିବେ; ଅଲଗା ଦଳୀୟ ପତକା ଧରିବେ।

18/07/2026

ଧର୍ମେନ୍ଦ୍ରଙ୍କୁ କାଢ଼ିବାର ଥିଲା ସୋନମ୍ ଙ୍କୁ ଉଠାଇଲେ।

ଆଜି ଜନ୍ତର ମନ୍ତରରେ ଘଟିଥିବା ଘଟଣା ପରେ ଗଣତନ୍ତ୍ର ର ଅବସ୍ଥା କଣ ?

17/07/2026

ଭୁବନେଶ୍ୱର Lower PMG ଠାରେ ସ୍ୱାସ୍ଥ୍ୟ ମିତ୍ରମାନେ ନିଜ ଦାବିକୁ ନେଇ ଧାରଣା ଓ ପ୍ରତିବାଦ କରିଛନ୍ତି। ଚାକିରି ଦେବାର ପ୍ରତିଶ୍ରୁତି ପରେ ଚାକିରୀ ଛଡ଼ାଇ ନିଆଯାଇଥିବା ଅଭିଯୋଗ। ରାଜନୈତିକ ମୁଦ୍ଦା ପାଇଁ ଥିଲା କି ଏ ଏ ସ୍ବାସ୍ଥ୍ୟ ମିତ୍ର ନିଯୁକ୍ତି ଯୋଜନା।

#ସ୍ୱାସ୍ଥ୍ୟମିତ୍ର​ ​ ​ ​ ​ ​ ​ ​ ​ ​ ​ ​ ​ ​ ​

16/07/2026

#ଧର୍ମେନ୍ଦ୍ର_ପ୍ରଧାନ_ଜଣେ_ଗର୍ବି_ନେତା?
ସୋନମ ୱାଙ୍ଗଚୁକଙ୍କ ଭୁଖ ହଡତାଳରେ ବଦଳୁଛି କି ସତ୍ୟାଗ୍ରହର ପରିଭାଷା?

ସୋନମ ୱାଙ୍ଗଚୁକଙ୍କ ଭୁଖ ହରତାଳକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜାରି ରହିଛି।କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଉଠୁଥିବା ସମାଲୋଚନା, ସତ୍ୟାଗ୍ରହରର ବଦଳୁଥିବା ରୂପ ଆମ ଗଣତନ୍ତ୍ର ପାଇଁ ବିଲକୁଲ ଠିକ୍ ନୁହେଁ।

03/07/2026

RTI ଏବେ ଅନେକ ଦୁର୍ବଳ

25/06/2026

ରେ କାର୍ଯ୍ୟରତ JE ଙ୍କୁ ଦୁଇ ଦୁଇଟି AEE ଚାର୍ଜ ଦିଆଯାଇଥିବା ବେଳେ ତଥ୍ୟ ଓ ଯୋଗ୍ୟତା ସମ୍ବନ୍ଧୀୟ ଦଲିଲ RTI ମାଧ୍ୟମରେ ମିଳୁନି। 1st Appeal ପରେବି ସୂଚନା ପ୍ରଦାନ କରାଯାଉନାହିଁ।

ଉତ୍ତର ରଖିବାକୁ ଓ କାର୍ଯ୍ୟନୁଷ୍ଠାନ ନେବାକୁ କାହିଙ୍କି ତତ୍ପରତା ପ୍ରକାଶ ପାଉନାହିଁ ?
Commerce & Transport Department Government of Odisha Information & Public Relations Department, Government of Odisha Naveen Patnaik CMO Odisha

22/06/2026

ଭାରତରେ ଅନେକ ଯୌନ ନିର୍ଯାତନା ଘଟଣା କେବେବି ଥାନା କିମ୍ବା କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ।

​ ​ ​ ​ ​ ​ ​ ​ ​ ​ ​ ​ ​ ​ ​ ​ ​ ​ ​

17/06/2026

ରଜ ଓ ଋତୁଶ୍ରାବ କୁ ନେଇ ଆମ ସଭ୍ୟତା

Address

Bhadrak

Telephone

+916372824769

Website

Alerts

Be the first to know and let us send you an email when Rahul Soch posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rahul Soch:

Shortcuts

Share