Sitansu Sethi

Sitansu Sethi ସନାତନ ଭାରତ

20/03/2026
23/02/2026

ଧର୍ଯ୍ୟ ରଖ ସବୁ କିଛି ଠିକ୍ ହେବ ।

🙏🙏🙏ଜୟ ଶ୍ରୀରାମ 🙏🙏🙏ଭବ୍ୟ, ଦିବ୍ୟ ଓ ଆସ୍ଥାର ମହାକୁମ୍ଭ ଭଦ୍ରକ ଶ୍ରୀରାମ ନବମୀ। ତ୍ୟାଗ, ବଳିଦାନ ଓ ସମର୍ପଣର ମୂକସାକ୍ଷୀ ଭଦ୍ରକ ଶ୍ରୀରାମ ନବମୀ।...
22/02/2026

🙏🙏🙏ଜୟ ଶ୍ରୀରାମ 🙏🙏🙏
ଭବ୍ୟ, ଦିବ୍ୟ ଓ ଆସ୍ଥାର ମହାକୁମ୍ଭ ଭଦ୍ରକ ଶ୍ରୀରାମ ନବମୀ। ତ୍ୟାଗ, ବଳିଦାନ ଓ ସମର୍ପଣର ମୂକସାକ୍ଷୀ ଭଦ୍ରକ ଶ୍ରୀରାମ ନବମୀ। ସ୍ନେହ, ପ୍ରେମ ଓ ଆତ୍ମୀୟତାର ମହାପର୍ବ ଭଦ୍ରକ ଶ୍ରୀରାମ ନବମୀ।

🙏ଜୟ ଶ୍ରୀରାମ🙏ଚଳିତ ବର୍ଷର ଶ୍ରୀରାମ ନବମୀ ମହୋତ୍ସବ - ୨୦୨୬, ଉପଲକ୍ଷେ 'ଶ୍ରୀରାମ ମହାଯଜ୍ଞ ସମିତି' ପକ୍ଷରୁ ରସିଦ ବହି ପୂଜନ କାର୍ଯ୍ୟକ୍ରମ ସହର...
16/02/2026

🙏ଜୟ ଶ୍ରୀରାମ🙏
ଚଳିତ ବର୍ଷର ଶ୍ରୀରାମ ନବମୀ ମହୋତ୍ସବ - ୨୦୨୬, ଉପଲକ୍ଷେ 'ଶ୍ରୀରାମ ମହାଯଜ୍ଞ ସମିତି' ପକ୍ଷରୁ ରସିଦ ବହି ପୂଜନ କାର୍ଯ୍ୟକ୍ରମ ସହରର ଶ୍ରୀ ଶ୍ରୀ ବାବା ଲୋକନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଅନେକ ବଦାନ୍ୟ ବ୍ୟକ୍ତିଙ୍କଠୁ ସହଯୋଗ ରାଶି ପ୍ରାପ୍ତ କରାଯାଇଛି।

ରସିଦ ବହି ପୂଜନ କାର୍ଯ୍ୟକ୍ରମରେ ଶ୍ରୀରାମ ମହାଯଜ୍ଞ ସମିତିର ବହୁ ବରିଷ୍ଠ ପଦାଧିକାରୀ ଏଵଂ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ଶ୍ରୀରାମ ନବମୀ ମହୋତ୍ସବର ସଫଳତା ପାଇଁ ଭଦ୍ରକବାସୀଙ୍କର ସହଯୋଗ କାମନା କରୁଛୁ।

15/02/2026

ॐ ନମଃ ଶିବାୟ

ଜୟ ଗୋ- ମାତା, ଜୟ ଶ୍ରୀରାମ ମାର୍ଚ୍ଚ ୧୯ ରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ଶ୍ରୀରାମ ମନ୍ଦିର ପଡ଼ିଆ (ହସନପୁର)ରେ ଅନଷ୍...
13/02/2026

ଜୟ ଗୋ- ମାତା, ଜୟ ଶ୍ରୀରାମ
ମାର୍ଚ୍ଚ ୧୯ ରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ଶ୍ରୀରାମ ମନ୍ଦିର ପଡ଼ିଆ (ହସନପୁର)ରେ ଅନଷ୍ଠିତ ହେବାକୁ ଥିବା ଗୋ ମାତା ଓ ସାଧୁ ସନ୍ଥ ପୂଜନ ଉପଲକ୍ଷେ ବ୍ୟବସ୍ଥା ବୈଠକ ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଆୟୋଜନ ହୋଇଯାଇଛି।


ଜୟ ଶ୍ରୀରାମମାତୃଭୂମୀର ସେବା, ସ୍ବାଭିମାନ ଓ ଅଖଣ୍ଡତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଅନୁଷ୍ଠିତ 'ମାତୃଭୂମୀ ପାଇଁ ଗଣଦୌଡ'ରେ ...
12/02/2026

ଜୟ ଶ୍ରୀରାମ
ମାତୃଭୂମୀର ସେବା, ସ୍ବାଭିମାନ ଓ ଅଖଣ୍ଡତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଅନୁଷ୍ଠିତ 'ମାତୃଭୂମୀ ପାଇଁ ଗଣଦୌଡ'ରେ ସାମିଲ ହେବା।

୮ ମାର୍ଚ୍ଚ ରବିବାର ସକାଳ ୬.୩୦ ମିନିଟ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ମା' ତାରିଣୀ ମନ୍ଦିର ଠାରୁ ବାଇପାସ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ।


With Facebook – I'm on a streak! I've been a top fan for 4 months in a row. 🎉
08/02/2026

With Facebook – I'm on a streak! I've been a top fan for 4 months in a row. 🎉

04/02/2026

Address

Bagurai
Bhadrak
756181

Telephone

7381934085

Website

Alerts

Be the first to know and let us send you an email when Sitansu Sethi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sitansu Sethi:

Share