06/04/2026
🏃♂️✨ ଆନ୍ତର୍ଜାତୀୟ କ୍ରୀଡା ଦିବସର ଅଭିନନ୍ଦନ ✨🚴♂️
କ୍ରୀଡା ମାନେ କେବଳ ଖେଳ ନୁହେଁ,
ଏହା ହେଉଛି ଶାରୀରିକ ସୁସ୍ଥତା, ମନସିକ ଶକ୍ତି
ଏବଂ ଶିଷ୍ଟ ଜୀବନର ପରିଚୟ।
ଆସନ୍ତୁ, କ୍ରୀଡାକୁ ଆମ ଦୈନିକ ଜୀବନର ଅଂଶ କରି
ସୁସ୍ଥ, ସକ୍ରିୟ ଓ ଶକ୍ତିଶାଳୀ ସମାଜ ଗଠନ କରିବା।
💪⚽ ଖେଳନ୍ତୁ – ସୁସ୍ଥ ରୁହନ୍ତୁ – ଆଗକୁ ବଢ଼ନ୍ତୁ
🙏
ସଞ୍ଜୀବ କୁମାର ମଲ୍ଲିକ
ବିଧାୟକ, ଭଣ୍ଡାରିପୋଖରୀ