News Reporter Odisha 24

News Reporter Odisha 24 web news chennal.News Reporter Odisha 24. ସର୍ବଦା ଆପଣଙ୍କ ସାଥିରେ 24 ଘଣ୍ଟା
ଆସନ୍ତୁ ଦୁର୍ନୀତି . ଅନ୍ୟାୟ. ଅତ୍ୟାଚାର ମୁକ୍ତ ଓଡିଶା ଗଠନ କରିବା

16/08/2026

ବନ୍ତମଣ୍ଡଳୀରେ ହର ଘର ତିରଙ୍ଗା ,ବାଇକ୍ ରାଲି

16/08/2026

ବ୍ଲକ୍ କିମ୍ବା ବିଭାଗ ତରଫରୁ ଲୋକଙ୍କୁ ସଜାଗ କରିବା ପାଇଁ କୌଣସି ଆଗୁଆ ସତର୍କ ସୂଚନା ବା ମାଇକିଂ କରାଯାଇ ନଥିବା ଅଭିଯୋଗ କରିଲେ ବିଧାୟକ

15/08/2026

ଭଣ୍ଡାରିପୋଖରୀ ପୋଖରୀ ଭାଜପା ପକ୍ଷରୁ ହର ଘର ତ୍ରିରଙ୍ଗା

15/08/2026

ଲୋକଙ୍କ ସେବା ପାଇଁ ସଙ୍କଳ୍ପ: ସମାଜସେବୀ ପ୍ରଦ୍ୟୁମ୍ନ ଜେନାଙ୍କ ନେତୃତ୍ୱରେ ନୂଆ ସଂଗଠନ ଆତ୍ମପ୍ରକାଶ

10/08/2026

ଅବସର ପରେ ବି ନିରନ୍ତର ସେବା: "ସମାଜସେବା ମୋର ମୂଳ ଲକ୍ଷ୍ୟ" ବୋଲି କହିଲେ ଆଦର୍ଶ ଶିକ୍ଷକ ସୁଧାଂଶୁ ଶେଖର
​ବନ୍ତ ବ୍ଲକ ମାଳତୀରାଠାରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା

06/08/2026

ଭଣ୍ଡାରିପୋଖରୀରେ ଭାଜପାର ସାମ୍ବାଦିକ ସମ୍ମିଳନୀ: ବିରୋଧୀଙ୍କ ବୟାନବାଜିକୁ ଭିତ୍ତିହିନ ଦର୍ଶାଇଲା ବିଜେପି

02/08/2026

ବୈତରଣୀରେ ବନ୍ୟା ଧୋଇଗଲା ଗ୍ରାମ୍ୟ ରାସ୍ତା ତୁରନ୍ତ ହେଵା ପାଇଁ ପ୍ରତିଶୃତି ଦେଲେ ବିଧାୟକ

02/08/2026

ବୈତରଣୀ ନଦୀରେ ବନ୍ୟା ପରେ ଭଣ୍ଡାରିପୋଖରୀ ବ୍ଲକରେ ବ୍ୟାପକ କ୍ଷତି, ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରି ଆର୍ଥିକ ସହାୟତା ଯୋଗାଇ ଦେଲେ ବିଶିଷ୍ଟ ସମାଜସେବୀ ପ୍ରଦ୍ୟୁମ୍ନ ଜେନା

31/07/2026

ନିଟ୍ ରେ କୃତିତ୍ୱ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ପୁଅ ନିଶ୍ଚଳ ମହାନ୍ତି l

29/07/2026

ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଭଣ୍ଡାରିପୋଖରୀର ୭ ଗାଁ ଜଳମଗ୍ନ, ବାହ୍ୟଜଗତରୁ ବିଚ୍ଛିନ୍ନ

Address

Bhadrak
Bhadrak
756100

Alerts

Be the first to know and let us send you an email when News Reporter Odisha 24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News Reporter Odisha 24:

Shortcuts

Share