Ramesh pati

Ramesh pati RR News (ଖବର ଉପରେ ନଜର )

14/07/2025

ଦୋଷୀ ଏଠି କଣ୍ଡମ୍ ଧରି ବୁଲୁଛନ୍ତି ସେପଟେ ମୃତ୍ୟୁ ସହ ସଂଗ୍ରାମ ଚାଲିଛି: ଏହି ଭଳି କହିଲେ ମହିଳା ନେତ୍ରୀ #ଓଡ଼ିଶା

14/07/2025

ଏହି ମହାଶୟ ପାଇଁ ଆଜି ଛାତ୍ରୀ ଜଣଙ୍କ ଜୀବନ ମରଣ ସହିତ ସଂଗ୍ରାମ କରୁଛି #ଓଡ଼ିଶା

14/07/2025

ଏହି ସିନେମା କିଏ ଦେଖିଛି : ନାମ କଣ? #ଓଡ଼ିଶା #ଜୟ

13/07/2025

ଡ୍ରାଇଭର ମହାସଂଘ କୁ ନେଇ ରାଜନୀତି କରନି ଆମେ ଗରିବ ନୀରିହ ଡ୍ରାଇଭର #ନୀତିନ #ଡ୍ରାଇଭର #ଓଡ଼ିଶା #ଜୟ

13/07/2025

ବାଲେଶ୍ଵର_ଛାତ୍ରୀ_ଆତ୍ମହତ୍ୟା_ଉଦ୍ୟମ_ଘଟଣା
ଅଧ୍ୟାପକ ସମୀର ସାହୁ ଗିରଫ : କଲେଜ ପରିସରରେ ଉତ୍ତେଜନା ଦେଖିବାକୁ

12/07/2025

ଆମ ବସ କର୍ମଚାରୀଙ୍କ ଯାତ୍ରୀଙ୍କୁ ଏକି ପ୍ରକାର ବ୍ୟବହାର #ଖବର

11/07/2025

ହଜିଗଲା ମାନବିକତା ଦେଖିବାକୁ ମିଳିଲା ବିଲରେ ମଣିଷକୁ ହଳକରାଇଲେ #ଖବର

11/07/2025

#ସେବସିବ_ଏସିରୁମରେ_ଆଉ_ଆମେବସିବା_ରାଜରାସ୍ତାରେ
#ଖବର ଉପରେ ନଜର Odisha
Chandra Patra
Charan Majhi
Bhusan Jena

11/07/2025

କଂଗ୍ରେସ ଗାଡ଼ିକୁ ଛାଡ଼ିବ ଡ୍ରାଇଭର ସଂଘ #ଓଡ଼ିଶା ଡ୍ରାଇଭର ମହାସଂଘ ଯାଜପୁର

10/07/2025

ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ବିଦ୍ୟାଳୟର ଶିକ୍ଷୟତ୍ରୀ ବଦଳି ସ୍ଥଗିତ ନହେଲେ ରାସ୍ତାରେ ବସିବେ ଅଭିଭାବକ ଓ ଛାତ୍ର ଛାତ୍ରୀ

Address

Bhadrak

Website

Alerts

Be the first to know and let us send you an email when Ramesh pati posts news and promotions. Your email address will not be used for any other purpose, and you can unsubscribe at any time.

Share

Category