Maa Khara Khai Bajrangi Foundation

Maa Khara Khai Bajrangi Foundation ବିଲୁପ୍ତ ପ୍ରାୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସାମାଜିକ ଚଳଣି ଓ ନୀତିବାଣୀକୁ ଲୋକଲୋଚନ ଆଣିବାର ଏକ ଛୋଟ ପ୍ରୟାସ

11/09/2024

Why 13?

WELCOME TO OUR COMMUNITIES Chandan Jena , Indramani Rana, Ajaya Kumar Barik, Jaga Giri, Subashaa Mohanty, Ramesh Dami
11/09/2024

WELCOME TO OUR COMMUNITIES

Chandan Jena , Indramani Rana, Ajaya Kumar Barik, Jaga Giri, Subashaa Mohanty, Ramesh Dami

11/07/2024

ନର୍କ ଯନ୍ତ୍ରଣା କଣ କେମିତି ଓ କାହିଁକି

ଅଷ୍ଟ୍ରେଲିଆରେ ବିଶ୍ୱର ଦୀର୍ଘତମ ସଂପୂର୍ଣ୍ଣ ସିଧା ରେଳ ଟ୍ରାକ୍ ଅଛି, ଆଡିଲେଡ୍ ଏବଂ ପର୍ଥ ମଧ୍ୟରେ ଥିବା ରେଳ ଲାଇନର ଗୋଟିଏ ଟର୍ନ୍ 478 କିଲୋମି...
11/07/2024

ଅଷ୍ଟ୍ରେଲିଆରେ ବିଶ୍ୱର ଦୀର୍ଘତମ ସଂପୂର୍ଣ୍ଣ ସିଧା ରେଳ ଟ୍ରାକ୍ ଅଛି, ଆଡିଲେଡ୍ ଏବଂ ପର୍ଥ ମଧ୍ୟରେ ଥିବା ରେଳ ଲାଇନର ଗୋଟିଏ ଟର୍ନ୍ 478 କିଲୋମିଟର ବ୍ୟାପିଛି, ଯାହା ଏହାକୁ ବିଶ୍ୱର ଦୀର୍ଘତମ ସିଧା ରେଳ ଟ୍ରାକ୍ ଭାବରେ ପରିଣତ କରିଛି |

ଜାଣନ୍ତି କି ହବରକ୍ରାଫ୍ଟ ଏମିତି ଏକ ବାହନ ଯାହା କି ଜଳ, ସ୍ଥଳ, ବରଫାଞ୍ଚଳ ହେଉ କି କାଦୁଅ ରାସ୍ତାରେ ଚାଲିପାରେ | ଏହାର ଆବିଷ୍କାର ବ୍ରିଟେନ ଇଞ...
27/06/2024

ଜାଣନ୍ତି କି ହବରକ୍ରାଫ୍ଟ ଏମିତି ଏକ ବାହନ ଯାହା କି ଜଳ, ସ୍ଥଳ, ବରଫାଞ୍ଚଳ ହେଉ କି କାଦୁଅ ରାସ୍ତାରେ ଚାଲିପାରେ | ଏହାର ଆବିଷ୍କାର ବ୍ରିଟେନ ଇଞ୍ଜିନିଅର କ୍ରିଷ୍ଟୋଫର କ୍ରୋକେରେଲ କରିଥିଲେ | #ଅଜଣାସତ୍ୟ #ଅଜଣାତଥ୍ୟ

ଜାଣିଛନ୍ତି କି ବିଶ୍ୱର ସବୁଠାରୁ କମ ସମୟର ଉଡ଼ାଜାହାଜ ଯାତ୍ରା ମାତ୍ର 90 ସେକେଣ୍ଡର ଅଟେ | ଯାହାକି ଦୁଇ ସ୍କୋଟିସ ଦୀପ ବେଷ୍ଟ୍ରି ଓ ପାପାବେଷ୍ଟ୍...
25/06/2024

ଜାଣିଛନ୍ତି କି ବିଶ୍ୱର ସବୁଠାରୁ କମ ସମୟର ଉଡ଼ାଜାହାଜ ଯାତ୍ରା ମାତ୍ର 90 ସେକେଣ୍ଡର ଅଟେ | ଯାହାକି ଦୁଇ ସ୍କୋଟିସ ଦୀପ ବେଷ୍ଟ୍ରି ଓ ପାପାବେଷ୍ଟ୍ରି କୁ ଯୋଡିଥାଏ | ଯାହାର ଦୂରତ୍ୱ ମାତ୍ର 2.7 କିଲୋମିଟର ଅଟେ |

17/06/2024

🙏ଜୟ ଜଗନ୍ନାଥ 🙏

14/06/2024

14/06/2024

କେଉଁଠି ଓ କାହିଁକି ଲୁଚିଛନ୍ତି ଭଗବାନ? #ଜୟଜଗନ୍ନାଥ

ଶୀଘ୍ର ଉଠୁଥିବା ବ୍ୟକ୍ତି ଭଲ ସ୍ୱାସ୍ଥ୍ୟ ଉପାର୍ଜନ କରନ୍ତି |
04/06/2024

ଶୀଘ୍ର ଉଠୁଥିବା ବ୍ୟକ୍ତି ଭଲ ସ୍ୱାସ୍ଥ୍ୟ ଉପାର୍ଜନ କରନ୍ତି |

Address

Bhadrakh

Telephone

9178034870

Website

Alerts

Be the first to know and let us send you an email when Maa Khara Khai Bajrangi Foundation posts news and promotions. Your email address will not be used for any other purpose, and you can unsubscribe at any time.

Share