Kalahandi 24 Hour's News

Kalahandi 24 Hour's News Hey everyone !!! Welcome to our page
Kalahandi Biggest News Channel
Watch and obey !!! We Provide Necessary and Useful Contents to Our Viewers.

Kalahandi 24 Hour's News Channel
is one of the Leading Digital Platform of Kalahandi.

15/03/2026

BIG BREAKINGNEWS SIJI MALI



























04/03/2026

ଭତା ପଇସା ଆଣିବା ପାଇଁ ମରି ମରି ଯିବାକୁ ପଠୁଛି ଘଟଣା ଟି କେରପାଇ ପଞ୍ଚାୟତ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର

All Credit Goes To
__________________

Mr_ Baleswar Naik



























Online Apply Date:31/01/2026Last Date:14/02/2026Carection Date:18/02/2026 ଅନଲାଇନ କରିବାକୁ ଚାହୁଁଥିଲେ8018111073,  / 7655905...
13/02/2026

Online Apply Date:31/01/2026

Last Date:14/02/2026

Carection Date:18/02/2026

ଅନଲାଇନ କରିବାକୁ ଚାହୁଁଥିଲେ

8018111073, / 7655905385

ଯୋଗାଯୋଗ କରନ୍ତୁ

ମାଟ୍ରିକ ପରୀକ୍ଷାକୁ ଆଉ ୭ ଦିନ; ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ରଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ରଖିବା ପାଇଁ ୩୨...
10/02/2026

ମାଟ୍ରିକ ପରୀକ୍ଷାକୁ ଆଉ ୭ ଦିନ; ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର। ମାଓ ପ୍ରଭାବିତ ୧୭ଟି ଥାନାରେ ନୋଡାଲ୍ ସେଣ୍ଟର୍। ସବୁ ସେଣ୍ଟରରେ ଲାଗିଛି ସିସିଟିଭି।

Kerala has become the first state in India to offer completely free education up to the undergraduate level. In the Stat...
06/02/2026

Kerala has become the first state in India to offer completely free education up to the undergraduate level. In the State Budget 2026–27, Finance Minister K. N. Balagopal announced that Arts and Science degree courses in government and aided colleges will now have zero fees. This is the first time free education has been extended beyond Class 12 in India. The move is being seen as a major step toward equal access to higher education.

କିପରି ମରୁଡ଼ି ପ୍ରପୀଡ଼ିତ କଳାହାଣ୍ଡି ହେଲା ଓଡ଼ିଶାର ଭାତ ହାଣ୍ଡି?ଓଡ଼ିଶାର ବିକାଶ ଇତିହାସରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସବୁଠାରୁ ବୈପ୍ଳବିକ...
06/02/2026

କିପରି ମରୁଡ଼ି ପ୍ରପୀଡ଼ିତ କଳାହାଣ୍ଡି ହେଲା ଓଡ଼ିଶାର ଭାତ ହାଣ୍ଡି?

ଓଡ଼ିଶାର ବିକାଶ ଇତିହାସରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସବୁଠାରୁ ବୈପ୍ଳବିକ ପଦକ୍ଷେପ ଥିଲା 'ଅପର ଇନ୍ଦ୍ରାବତୀ ପ୍ରକଳ୍ପ'। ଦଶନ୍ଧି ଦଶନ୍ଧି ଧରି ଦୁର୍ଭିକ୍ଷ ଓ ଅଭାବ ଅନଟନ ମଧ୍ୟରେ ଗତି କରୁଥିବା କଳାହାଣ୍ଡିର ଭାଗ୍ୟ ବଦଳାଇବାରେ ଏହି ପ୍ରକଳ୍ପ ଏକ ସଞ୍ଜୀବନୀ ସଦୃଶ କାର୍ଯ୍ୟ କରିଥିଲା।
ଅଭାବରୁ ସମୃଦ୍ଧିର ଯାତ୍ରା

ଗୋଟିଏ ସମୟରେ କଳାହାଣ୍ଡି କହିଲେ ଲୋକେ ମରୁଡ଼ି ଓ ଦୁର୍ଦ୍ଦଶାକୁ ବୁଝୁଥିଲେ। କିନ୍ତୁ ଜାନକୀ ବାବୁଙ୍କ ଦୂରଦୃଷ୍ଟି ଯୋଗୁଁ ଅପର ଇନ୍ଦ୍ରାବତୀ ପ୍ରକଳ୍ପ ସାକାର ହେଲା, ଯାହା ଜଳସେଚନ ଓ କୃଷି କ୍ଷେତ୍ରରେ ଏକ ଅଦ୍ଭୁତପୂର୍ବ ସ୍ଥିରତା ଆଣିଦେଲା। ଆଜି ସେହି କଳାହାଣ୍ଡି ଓଡ଼ିଶାର ପ୍ରମୁଖ ଖାଦ୍ୟଶସ୍ୟ ଉତ୍ପାଦନକାରୀ ଜିଲ୍ଲା ଭାବେ ଉଭା ହୋଇଛି, ଯାହାକୁ ଆମେ ଗର୍ବର ସହ ଓଡ଼ିଶାର 'ଭାତ ହାଣ୍ଡି' ବୋଲି କହୁଛୁ।

ଏହି ପ୍ରକଳ୍ପର ସଫଳତା କେବଳ କଳାହାଣ୍ଡି ମଧ୍ୟରେ ସୀମିତ ରହିନାହିଁ; ଏହା ଆଖପାଖ ଅଞ୍ଚଳର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଏହା କେବଳ ଏକ ଜଳସେଚନ ପ୍ରକଳ୍ପ ନଥିଲା, ବରଂ ଏହା ଥିଲା ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱପ୍ନ ଓ ସ୍ୱାଭିମାନର ପ୍ରତୀକ।

ଜାନକୀ ବାବୁଙ୍କ ଏହି ଯୁଗାନ୍ତକାରୀ ଚିନ୍ତାଧାରା ଏବଂ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ପାଇଁ କଳାହାଣ୍ଡି ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନସାଧାରଣ ଆଜି ବି ତାଙ୍କୁ ଜଣେ ପ୍ରକୃତ ଜନନାୟକ ଭାବେ ଗଭୀର ଶ୍ରଦ୍ଧା ଓ କୃତଜ୍ଞତାର ସହ ମନେ ପକାଉଛନ୍ତି।

Congratulation Mr Rohit Naik  🎉💐
05/02/2026

Congratulation Mr Rohit Naik 🎉💐

ଏହି ବର୍ଷ ବଡ଼ଛତ୍ରଙ୍ଗ ଗ୍ରାମ ରେ ହୋଲି 🫟 ଧାମକା ହେବ,
05/02/2026

ଏହି ବର୍ଷ ବଡ଼ଛତ୍ରଙ୍ଗ ଗ୍ରାମ ରେ ହୋଲି 🫟 ଧାମକା ହେବ,

31/01/2026

ଆଜି ଥୁଆମୂଳ ରାମପୁର ବ୍ଲକ,କାଣୀଗୁମା ର ପଞ୍ଚାୟତ ବାସୀ ଥୁଆମୂଳ ରାମପୁର ଥାନା ଭାର ପ୍ରାପ୍ତ ଅଧୂକାରୀଙ୍କୁ ବାର ବାର ସଭାରଣ ଜନତା ଦାବି ପତ୍ର ଦେଲା ପରେ ବି ଥାନା ଅଧୂକାରୀ ସାଧାରଣ ଜନତାଙ୍କ ଦାବି କୁ ଗ୍ରହଣ କରୁନାହାନ୍ତି ବଲି ଅଭିଯଗ ଆଣିଛନ୍ତି ଥୁଆମୂଳ ଗ୍ରାମ ପଞ୍ଚାୟତ ବାସୀ

ଓଡିଶାରୁ ମଦ ବନ୍ଦ ହେବା ଉଚିତ୍ କି ? ଆପଣଙ୍କ ମତ କଣ କମଣ୍ଟ ରେ ଜଣାନ୍ତ
31/01/2026

ଓଡିଶାରୁ ମଦ ବନ୍ଦ ହେବା ଉଚିତ୍ କି ?
ଆପଣଙ୍କ ମତ କଣ କମଣ୍ଟ ରେ ଜଣାନ୍ତ

Arijit Singh 𝐇𝐚𝐬 𝐚𝐧𝐧𝐨𝐮𝐧𝐜𝐞𝐝 𝐡𝐢𝐬 𝐝𝐞𝐜𝐢𝐬𝐢𝐨𝐧 𝐭𝐨 𝐫𝐞𝐭𝐢𝐫𝐞𝐬 𝐟𝐫𝐨𝐦 𝐩𝐥𝐚𝐲𝐛𝐚𝐜𝐤 𝐬𝐢𝐧𝐠𝐢𝐧𝐠...🥺🖤🎶
27/01/2026

Arijit Singh 𝐇𝐚𝐬 𝐚𝐧𝐧𝐨𝐮𝐧𝐜𝐞𝐝 𝐡𝐢𝐬 𝐝𝐞𝐜𝐢𝐬𝐢𝐨𝐧 𝐭𝐨 𝐫𝐞𝐭𝐢𝐫𝐞𝐬 𝐟𝐫𝐨𝐦 𝐩𝐥𝐚𝐲𝐛𝐚𝐜𝐤 𝐬𝐢𝐧𝐠𝐢𝐧𝐠...🥺🖤🎶

The Navnirman Krushak Sangathan (NNKS) has called for an eight-hour Odisha bandh on Wednesday, January 28, from 6 am to ...
27/01/2026

The Navnirman Krushak Sangathan (NNKS) has called for an eight-hour Odisha bandh on Wednesday, January 28, from 6 am to 2 pm, protesting alleged irregularities in paddy procurement, heavy fines under the Pollution Under Control Certificate (PUCC) system, and what it termed arbitrary electricity tariff actions by Tata Power. The farmers’ body said the shutdown aims to highlight growing hardships faced by farmers and the general public, with normal life expected to be affected in several parts of the state, while emergency services will remain operational.

Address

Bhawanipatna

Website

Alerts

Be the first to know and let us send you an email when Kalahandi 24 Hour's News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share