Crime Time Odisha

Crime Time Odisha Crime Time Odisha is the fastest - growing digital News channel of odisha.

20/09/2026

ଅଧା ରହିଗଲା ଠାକୁର ଦର୍ଶନ। ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର ଏକ ପରିବାର ମଧ୍ୟପ୍ରଦେଶକୁ ବୁଲିବାକୁ ଯାଇଥିବା ବେଳେ ବନ୍ୟା ପାଣିରେ କାର୍ ସହ ଭାସିଯାଇ ଡ୍ରାଇଭର ସମେତ ୮ ଜଣ ଓଡ଼ିଆ ପର୍ଯ୍ୟଟକଙ୍କର ପ୍ରାଣହାନି ଘଟିଛି।

06/09/2026

ରାଜଧାନୀ ରେ ଫିଲ୍ମ ଷ୍ଟାଇଲ ରେ ଘର ଭିତରକୁ ପଶିଲା ଦ୍ରୁତଗାମୀ ବୋଲେରୋ। ଘରେ ବସି ଖେଳୁଥିବା ବେଳେ ମାଡ଼ିଗଲା। ଦୁଇଭାଇ ଗୁରୁତ୍ତର ଆହତ ହେଇ କଟକ ଏସସିବି
ରେ ଭର୍ତ୍ତି।

03/09/2026

ବ୍ୟବହାର କରି ଦାମୀ କାର କରୁଥିଲେ ଦେଶୀ ମଦ ବେପାର।
ପାର୍ବଣ ପୂର୍ବରୁ ଅବକାରୀ ବିଭାଗ କୁ ବଡ଼ ସଫଳତା। ବାଲିଅନ୍ତା
ଅଂଚଳ ରୁ 7 ଦେଶୀ ମଦ ମାଫିଆ ସହ ଦାମୀ ଗାଡ଼ି ଜବତ।

01/09/2026

ଆକ୍ସନ ମୋଡ଼ରେ BMC ର ଖାଦ୍ୟ ସୁରକ୍ଷା ବିଭାଗ। ମିଠା ଦୋକାନ ପରେ ଏବେ ରେଷ୍ଟୁରାଣ୍ଟ ରେ ଚଢ଼ାଉ ଜାରି। ଜୟଦେବ ବିହାର ରେ ଥିବା KFC ରେ ଚଢ଼ାଉ କରି 5 କିଲୋ ରୁ ଉର୍ଦ୍ଧ ଚିକେନ କୁ ନଷ୍ଟ କଲା ବିଭାଗ।

31/08/2026

କୋର୍ଟ କୁ ହସି ହସି ଗଲେ ଅନଲାଇନ ଅଟୋ ଚାଳକ ମହାସଂଘ ର ସଭାପତି ଦୀନବନ୍ଧୁ ନାୟକ।

26/08/2026

ବଜାର ରେ ଅପମିଶ୍ରିତ ଛେନା ଓ ପନିର ମି ଳିବା ପରେ ଆକ୍ସନ ମୋଡ଼ରେ BMC। ପାହାଳ ମିଠା ଦୋକାନ ଜୋରଦାର ରେଡ୍।

22/08/2026

ପୁରୀ ରୁ ବନ୍ଧା ହେଲେ ଅନଲାଇନ୍ ଅଟୋ ମହାସଂଘ ର ସଭାପତି ଦୀନବନ୍ଧୁ ନାୟକ। ଗତ ବୁଧବାର ଦିନ ପୋଲିସ ଓ ଆନ୍ଦୋଳନକାରୀ ମାନେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନ କରି ମାନେ ପୋଲିସ କୁ ଟେକା ମାଡ଼ କରିବା ସହ ଆମ ବସ କୁ ଭାଙ୍ଗିଥିଲେ।

20/08/2026

ଅନଲାଇନ ଡ୍ରାଇଭର ଆନ୍ଦୋଳନ କରୁଥିବା ବେଳେ ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ। ଆନ୍ଦୋଳନକାରୀ ମାନେ ଏକାଧିକ ବସ ଭାଙ୍ଗିବା ସହ ପୋଲିସ କୁ ଟେକା ମାଡ଼ ମାରିଛନ୍ତି।ପୋଲିସ ମଧ୍ୟ ଲାଠି ଚାର୍ଜ କରିଛି।

18/08/2026

ଗଛ ଉପରେ ମଞ୍ଚା ବାନ୍ଧି କରୁଥିଲେ ଅପରାଧ ର ନକ୍ସା ପ୍ରସ୍ତୁତ। ମାଟିରେ ମିଶାଇଛି କମିଶନରେଟ ପୋଲିସ।ଏମିତି ଏକ ଘର ଦେଖିବାକୁ ମିଳିଛି ମଞ୍ଚେଶ୍ଵର ଥାନା ତାରିଣୀ ବସ୍ତି ରେ।

07/08/2026

ରାଜଧାନୀରେ ପୁଣି ସ୍କର୍ପିଓ ଆତଙ୍କ।ନୟାପଲ୍ଲୀ ରେ ଏକ ଲେଡିଜ୍ ହଷ୍ଟେଲ କୁ ଫିଲ୍ମ ଷ୍ଟାଇଲ ରେ ପଶିଲା ସ୍କର୍ପିଓ କାର।ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ଉକ୍ତ ଗାଡ଼ି ଚାଳକ କୁ ଅଟକ ରଖି ପଚରାଉଚରା କରୁଛି।

Address

Patia
Bhubaneswar
751024

Website

Alerts

Be the first to know and let us send you an email when Crime Time Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share