Satya Sambada

Satya Sambada Contact information, map and directions, contact form, opening hours, services, ratings, photos, videos and announcements from Satya Sambada, News & Media Website, Lingaraj, Bhubaneswar.

 #ବାଲେଶ୍ବର_ବଣିଆପଟିରେ_ମାଣିଖମ୍ବର_ଅନିରୁଦ୍ଧ_ସିଂଙ୍କୁ_ହତ୍ୟା  #ହତ୍ୟାକାରୀ_ବଡ଼ବଇଁଚାର_ବାଙ୍ଗୁରୁ_ଗିରଫ  #ସାମ୍ବାଦିକ_ସମ୍ମିଳନୀରେ_ପୋଲିସ_ପ...
02/09/2026

#ବାଲେଶ୍ବର_ବଣିଆପଟିରେ_ମାଣିଖମ୍ବର_ଅନିରୁଦ୍ଧ_ସିଂଙ୍କୁ_ହତ୍ୟା
#ହତ୍ୟାକାରୀ_ବଡ଼ବଇଁଚାର_ବାଙ୍ଗୁରୁ_ଗିରଫ
#ସାମ୍ବାଦିକ_ସମ୍ମିଳନୀରେ_ପୋଲିସ_ପକ୍ଷରୁ_ସୂଚନା

02/09/2026

🙏

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୩୭ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.37 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Dated 02/09/2026🙏❤️

01/09/2026

🌺 ଜୟ ମାଆ କାକଟପୁର ବାସିନୀ ମାଆ ଜଗତ ଜନନୀ ମାଆ ମଙ୍ଗଳା ମାଆ ଙ୍କ ଆଜି ପବିତ୍ର ମଙ୍ଗଳବାରରେ ମାଆ ଙ୍କ ସନ୍ଧ୍ୟା ଆଳତୀ ଦର୍ଶନ 🌺👏👏👏🌺🌺 Dt -01-09-2026

🌺 ଜୟ ମାଆ ଅଧିଷ୍ଠାତ୍ରୀ ଦେବୀ ମାଆ ଜଗତ ଜନନୀ ମାଆ ଗଡ଼ଚଣ୍ଡୀ ମାଆ ଙ୍କ ଆଜି ପବିତ୍ର ମଙ୍ଗଳବାରେ ମାଆ ଙ୍କ ବେଶ ଦର୍ଶନ 🌺👏👏👏Dt -01-09-2026
01/09/2026

🌺 ଜୟ ମାଆ ଅଧିଷ୍ଠାତ୍ରୀ ଦେବୀ ମାଆ ଜଗତ ଜନନୀ ମାଆ ଗଡ଼ଚଣ୍ଡୀ ମାଆ ଙ୍କ ଆଜି ପବିତ୍ର ମଙ୍ଗଳବାରେ ମାଆ ଙ୍କ ବେଶ ଦର୍ଶନ 🌺👏👏👏Dt -01-09-2026

19/08/2026

ଆଜ୍ଞା ମାନେ ପିକନିକ କରିବାକୁ ଯାଇଛନ୍ତି!

ପବିତ୍ର ଶ୍ରାବଣ ମାସ ସୋମବାରରେ ମହାଦେବ  #ବାବା_ଆଖଣ୍ଡଳମଣି ଙ୍କ ଦର୍ଶନ ଲାଭ କରନ୍ତୁ 🌺🌿🙏               ାଦେବ  #ମହାପ୍ରସାଦ
10/08/2026

ପବିତ୍ର ଶ୍ରାବଣ ମାସ ସୋମବାରରେ ମହାଦେବ #ବାବା_ଆଖଣ୍ଡଳମଣି ଙ୍କ ଦର୍ଶନ ଲାଭ କରନ୍ତୁ 🌺🌿🙏

ାଦେବ #ମହାପ୍ରସାଦ

10/08/2026

ଆଜି ଶ୍ରାବଣ ମାଷର ଦିତୀୟ ସୋମବାର ରେ କାକଟପୁରର ପ୍ରସିଦ୍ଧ ଶୈବପିଠ ରାମେଶ୍ଵର ମନ୍ଦିରରେ ଜଳ ଲାଗି କଲେ ବୋଲବମ ଭକ୍ତ.

10/08/2026

ଓମ_କୁ_କଣ_ପାଇଁ_ଗିରଫ_କରୁନାହାନ୍ତି?
ପୁଣି କ୍ରାଇମବ୍ରାଞ୍ଚରେ ହାଜର ହେଲେ ମୃତ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ବାପା ଦୁଃଶାସନ ସ୍ୱାଇଁ। ତଦନ୍ତକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ହାଜର ହୋଇଛନ୍ତି ମୃତ ସୌମ୍ୟଙ୍କ ବାପା। ତଦନ୍ତକାରୀ ଅଧିକାରୀଙ୍କୁ କିଛି ତଥ୍ୟ ଓ ପ୍ରମାଣ ଦେବା ପାଇଁ ପେନ ଡ୍ରାଇଭ ଆଣିଛନ୍ତି ସୌମ୍ୟଙ୍କ ବାପା.

10/08/2026

ଏହି ପେନ ଡ୍ରାଇଭ ରେ ଅଛି ମୃତ ସୌମ୍ୟ ରଞ୍ଜନ ସ୍ୱାଇଁ ଙ୍କ ମୃତ୍ୟୁର
ପ୍ରମାଣ!

05/08/2026

ଗୋପାଳପୁର ନିକଟ ଧବଳେଶ୍ୱର ବାବା ଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ.


Address

Lingaraj
Bhubaneswar
751001

Alerts

Be the first to know and let us send you an email when Satya Sambada posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share