Satish Mishra Live

Satish Mishra Live alternative media
(3)

01/06/2026

ପାଗଳ କଣ ନକୁହେ ଛାଗଳ କଣ ନଖାଏ।
SatishMishra SatishMishraOfficial SatishMishraLive

01/06/2026

ଡବଲ ଇଞ୍ଜିନରେ ବୃଦ୍ଧ,ଅସହାୟ।
SatishMishra SatishMishraOfficial SatishMishraLive

CBSE: Online Markingସମସ୍ୟା ରହିଛି ମୂଳ ପିଣ୍ଡରେ।ଅତୀତରେ କଳା ତାଲିକା ଭୁକ୍ତ ହେଇ ସାରିଥିବା ଗୋଟେ କମ୍ପାନୀ ଏହି ଟେଣ୍ଡର ହାତେଇଲା କେମିତି...
01/06/2026

CBSE: Online Marking
ସମସ୍ୟା ରହିଛି ମୂଳ ପିଣ୍ଡରେ।
ଅତୀତରେ କଳା ତାଲିକା ଭୁକ୍ତ ହେଇ ସାରିଥିବା ଗୋଟେ କମ୍ପାନୀ ଏହି ଟେଣ୍ଡର ହାତେଇଲା କେମିତି?
ଡବଲ ଇଞ୍ଜିନ ସରକାରରେ ଓଡିଶା ରେ +2 ପରୀକ୍ଷା ମୂଲ୍ୟାୟନ କରିବା କାମ ସେଇ ସମାନ କମ୍ପାନୀକୁ ଦେଲା କିଏ?
ଅତଏବ ଏତେ ପିଲାଙ୍କର କ୍ୟାରିଅର ହତ୍ୟା ପାଇଁ କିଏ ଦୋଷୀ?
#ଅସରପା_ପ୍ରଶ୍ନ

31/05/2026

30/05/2026

ଦେଶରେ ପାର୍ଟ ଟାଇମ ଶିକ୍ଷାମନ୍ତ୍ରୀ

30/05/2026

NEET ପରେ CBSE ଶିକ୍ଷାରେ ବି ମାଫିଆ Black Listed ସଂସ୍ଥା ହାତରେ ଓଡିଶା +2 ମାର୍କିଂ Double Enginee

30/05/2026

ଫକୀର ମୋହନ ସେନାପତି (୧୮୪୩–୧୯୧୮)ସେତେବେଳେ ପରିବେଶ ଥିଲା ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ସମ୍ପୁର୍ଣ ପ୍ରତିକୂଳ।  ଓଡ଼ିଆ ଲେଖା ପାଇଁ ଛପାଖାନାର...
29/05/2026

ଫକୀର ମୋହନ ସେନାପତି (୧୮୪୩–୧୯୧୮)
ସେତେବେଳେ ପରିବେଶ ଥିଲା ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ସମ୍ପୁର୍ଣ ପ୍ରତିକୂଳ। ଓଡ଼ିଆ ଲେଖା ପାଇଁ ଛପାଖାନାର (printing press) ଅତ୍ୟନ୍ତ ଆବଶ୍ୟକ ଥିଲା।
ପ୍ରତିଜ୍ଞାର ପ୍ରସଙ୍ଗ:
ଓଡ଼ିଆ ଭାଷାକୁ ସଶକ୍ତ କରିବା ପାଇଁ ସେ ନିଜ ପ୍ରଚେଷ୍ଟାରେ ୧୮୬୮ ମସିହାରେ ବାଲେଶ୍ୱରରେ ‘ଉତ୍କଳ ପ୍ରେସ୍’ ନାମରେ ଓଡ଼ିଶାର ଦ୍ୱିତୀୟ ଛପାଖାନା ପ୍ରତିଷ୍ଠା କରିଥିଲେ।
ଏଥି ପାଇଁ ସେ ଅର୍ଥ ସଂଗ୍ରହ, ମେସିନ୍ ଆଣିବା (କଲିକତାରୁ ବଳଦ ଗାଡ଼ିରେ), ପରିଚାଳନା ଆଦିରେ ବହୁତ କଷ୍ଟ ସହିଥିଲେ।ଫକୀର ମୋହନଙ୍କ ପ୍ରତିଜ୍ଞା — “ଛପାଖାନା ନହେଲେ ଜୀବନ ହାରିବି”
ଏହି ଛପାଖାନାରୁ ସେ ‘ବୋଧଦାୟିନୀ’, ‘ନବସମ୍ବାଦ’, ‘ସମ୍ବାଦ ବାହିକା’ ଭଳି ପତ୍ରିକା ପ୍ରକାଶ କରି ଓଡ଼ିଆ ସାହିତ୍ୟକୁ ଏକ ନୂତନ ଗତି ଦେଇଥିଲେ।
ଏହି ପ୍ରତିଜ୍ଞା ତାଙ୍କର ଓଡ଼ିଆ ଭାଷା ପ୍ରତି ଗଭୀର ପ୍ରେମ ଓ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଭିତ୍ତି ପକାଇଥିଲା। ଏହା ବିନା ତାଙ୍କ ଉପନ୍ୟାସ ଯେପରି ‘ଛମାଣ ଆଠଗୁଣ୍ଠ’, ‘ମାମୁଁ’, ‘ଲଛମା’ ଆଦି ସମ୍ଭବ ହୋଇ ନ ଥାନ୍ତା।
ସେ କେବଳ ଲେଖକ ନଥିଲେ, ଓଡ଼ିଆ ଜାତୀୟତାବାଦର ଏକ ପ୍ରମୁଖ ପୁରୋଧା ମଧ୍ୟ ଥିଲେ।ସେଥି ପାଇଁ ସେ ଥିଲେ ଓଡ଼ିଆ ସାହିତ୍ୟର ସେନାପତି।ବ୍ରିଟିଶ ସମୟ ହେଉଛି ପ୍ରଦେଶ ସ୍ଥାପନ ପାଇଁ ଓଡ଼ିଶାର ସବୁଠାରୁ ସଙ୍ଘର୍ଷମୟ କ୍ଷଣ।ଭାଷା,ସାହିତ୍ୟ ନଥିଲେ ଆଜିର ଓଡିଶା ନଥାନ୍ତା।

28/05/2026

ଖଡା ଗଛ

27/05/2026

ସାମୂହିକ ଗଣ ଆକ୍ରୋଶ ।

Address

Bhubaneswar
751009

Alerts

Be the first to know and let us send you an email when Satish Mishra Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Satish Mishra Live:

Share