DOD News

DOD News News and Entertainment

13/08/2026

#ସାଲେପୁର ବ୍ଳକ୍ ଅନ୍ତର୍ଗତ ସୌରୀ ପଞ୍ଚାୟତ କିସୀନା ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସ୍ଥିତି ସଙ୍ଗୀନ।
#ଡ୍ରେନ ପାଣି ରେ ଉବୁ ଟୁବୁ ବିଦ୍ୟାଳୟ ପରିବେଶ। ସମସ୍ୟା ଘରେ ରେ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ।
#କେବେ ପଡ଼ିବ ବ୍ଳକ୍ ଶିକ୍ଷାଧିକାରୀ ନକ ନଜର, ସମାଧାନ ହେବ ସେମାନଙ୍କ ସମସ୍ୟା।
#ସାଲେପୁର

13/08/2026

#ସାଲେପୁର ରେ ତ୍ରିରଙ୍ଗା ପଦଯାତ୍ରା ରେ ଜିଲ୍ଲା ଗ୍ରାମୀଣ ବିଜେପି କଟକ ସଭାପତି ରାମ ନାରାୟଣ ମହାନ୍ତି ଙ୍କ ସହ ସାମିଲ୍ କଟକ ଜିଲ୍ଲା ଗ୍ରାମୀଣ ବିଜେପି ଉପ ସଭାପତି ତଥା ତ୍ରିରଙ୍ଗା ଶୋଭାଯାତ୍ରା ର ଜିଲ୍ଲା ସଂଯୋଜକ ହିମାଂଶୁ ମହାନ୍ତି, ସିନେ ଅଭିନେତା ତଥା ବିଜେପି ନେତା ଅରିନ୍ଦମ୍ ରାୟ, ଜିଲ୍ଲା ପ୍ରଭାରୀ କିଶୋର ପଣ୍ଡା, ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ।
#ସାଲେପୁର

12/08/2026

#ଅବିକଳ ଚିର ସବୁଜ ଗୀତିକାର ତଥା କଣ୍ଠ ଶିଳ୍ପୀ ଅକ୍ଷୟ ମହାନ୍ତି ଙ୍କ ସ୍ଵର।
#ସାଲେପୁର ଅଞ୍ଚଳ ର ଜଣା ଶୁଣା ସୁଃ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ପ୍ରତାପ ମହାନ୍ତି ଙ୍କୁ ଭେଟି ସ୍ୱାସ୍ଥ୍ୟ ଅଵସ୍ଥା ବାବଦ ରେ ଅବଗତ ହେଲେ ଓଡ଼ିଶା ଭିଜିଲାନ୍ସ ଇନ୍ସପେକ୍ଟର ଅମିୟ କାନ୍ତ ଧଳ ଓ ମଧୁ ମାଟି ସାମ୍ବାଦିକ ସଙ୍ଘ ସମ୍ପାଦକ ବିରଞ୍ଚି ନାରାୟଣ କର।
#ସାଲେପୁର

12/08/2026

#ସାଲେପୁର ବ୍ଳକ୍ କିସିନା ପୁର ପ୍ରଭୁ ଚାଟେଶ୍ୱର ମହାଦେବଙ୍କ ନୂତନ ଟ୍ରଷ୍ଟ ଗଠନ।
#ସାଲେପୁର ବିଡ଼ିଓ ଓ ଜଗତ ପୁର ଥାନା ଓ ଗ୍ରାମ ବାସୀ ଙ୍କ ସହଯୋଗରେ ବିବାଦ ର ସମାଧାନ।
#ନୂତନ ଟ୍ରଷ୍ଟ ସଭାପତି ଦୁର୍ଗା ପ୍ରସନ୍ନ ସାହୁ ଙ୍କୁ ଟ୍ରଷ୍ଟ ର ଦାୟିତ୍ୱ ଦେଲେ ସାଲେପୁର ବିଡ଼ିଓ ଲୋପାମୁଦ୍ରା ନାୟକ।
#ସାଲେପୁର

09/08/2026

#ଶିକ୍ଷାବିତ୍ ତଥା ସମାଜସେବୀ ଶ୍ରୀଯୁକ୍ତ ତ୍ରିଦିଵ୍ ବେହେରା ଙ୍କ ୪୮ ତମ ଜନ୍ମ ଦିନ ଉପଲକ୍ଷେ ଟେଟ୍ରାହେଡ୍ରନ ଏଜୁ କେସନାଲ୍ ଟ୍ରଷ୍ଟ ତରଫରୁ ବିଶାଳ ରକ୍ତ ଦାନ ଶିବିର।
#ଜନ୍ମ ଦିନ ରେ ବିଶାଳ ରକ୍ତ ଦାନ ଶିବିର ରେ ୭୧୭ ୟୁନିଟ୍ ରକ୍ତ ସଂଗ୍ରହ।
#ଡ଼ଃ ସସ୍ମିତା ପଟ୍ଟନାୟକ ଓ ତ୍ରିଦିବ ବେହେରା ଙ୍କ ରକ୍ତ ସଂଗ୍ରହ ର ରେକର୍ଡ କୁ ସାଧାରଣ ରେ ମିଳୁଛି ପ୍ରଶଂସା।
#ଟାଙ୍ଗୀ
#କଟକ

09/08/2026

#ଟାଙ୍ଗୀ ବ୍ଳକ୍ କହ୍ନେଇ ପୁର ପଞ୍ଚାୟତ ବଡ ପୋଖରୀଆ ଠାରେ ବିଶ୍ୱ ଜନଜାତି ଦିଵସ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ବିଜେପି ଗ୍ରାମୀଣ କଟକ ଜିଲ୍ଳା ଉପ ସଭାପତି ହିମାଂଶୁ ମହାନ୍ତି।
#ବୃକ୍ଷ ରୋପଣ ସହ ଆଦିବାସୀ ମାନଙ୍କ ଉନ୍ନତି ଓ ଅବଦାନ ବାବଦ ରେ ଅବଗତ କଲେ ହିମାଂଶୁ ମହାନ୍ତି।
#ଆଦିବାସୀ ଜନ ଜାତି ର ଉନ୍ନତି ସୁରକ୍ଷା ପାଇଁ ହିମାଂଶୁ ମହାନ୍ତି ଙ୍କ ଲଢେଇ ଜାରି ରହିଛି ପଲ୍ଲୀ ରୁ ଦିଲ୍ଲୀ କହିଲେ ପୂର୍ବତନ ସମିତି ସଭ୍ୟ ଦେବାଶିଷ ମଲ୍ଲିକ।
#ଟାଙ୍ଗୀ
#କଟକ

07/08/2026

#ସାଲେପୁର ବ୍ଳକ୍ ତରିତୋ ପଞ୍ଚାୟତ ଅନ୍ତର୍ଗତ ଗୁ ଆଳି ନାଶି ରେ ପହଞ୍ଚି ଚିତ୍ରୋତ୍ପଳା ନଦୀ ବନ୍ଧ ସୁରକ୍ଷା କୁ ନେଇ ପ୍ରଶ୍ନ କରିବା ସହ ଆଗାମୀ ଦିନ ରେ ଯଦି ସ୍ଥାୟୀ ବ୍ୟବସ୍ଥା ନ ହୁଏ ଲୋକଙ୍କ ସେବା ସୁରକ୍ଷା ପାଇଁ ପ୍ରଶାସନ ର ନିଦ ଭାଙ୍ଗିବ ମଧୁ ମାଟି ସେବା ସଙ୍ଗଠନ କହିଲେ ପ୍ରକାଶ ବେହେରା।
#ରାଜନୀତି ର ରଙ୍ଗ ନୁହେଁ ଲୋକଙ୍କ ସେବା ସୁରକ୍ଷା କୁ ଗୁରୁତ୍ଵ ଦେଉଛୁ ବୋଲି ଆଜି ଏଠି ପହଁଚି ନଦୀ ବନ୍ଧ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଆମ ଅନୁଷ୍ଠାନ କହିଲେ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା।
#ସାଲେପୁର

07/08/2026

#ସାଲେପୁର ନିର୍ଵାଚନ ମଣ୍ଡଳୀ ଟାଙ୍ଗୀ ବ୍ଳକ୍ କହ୍ନେଇ ପୁର ପଞ୍ଚାୟତ ରେ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ବରିଷ୍ଠ ଶିକ୍ଷାବିତ୍ ତଥା ଟେଟ୍ରା ହେଡ୍ରନ୍ ଗ୍ରୁପ ଅଧ୍ୟକ୍ଷ ତ୍ରିଦେଵ ବେହେରା।
#ବରିଷ୍ଠ ନାଗରିକ ଓ ବୁଦ୍ଧି ଜୀବୀ ମାନେ ଏ ସମାଜ ର ମେରୁଦଣ୍ଡ ଏମାନଙ୍କ ବିନା ଆଜିର ସମାଜ ଗଠନ ରେ ପୂର୍ଣ୍ଣତା ଆସି ପାରିବ ନାହିଁ। ସେମାନଙ୍କ ସହ ସମୟ ବିତେଇ ମୁଁ ବହୁତ୍ ଆନନ୍ଦିତ। ଏ ସମ୍ମିଳନୀ ପ୍ରେରଣାଦାୟୀ ନିଶ୍ଚୟ କହିଲେ ବରିଷ୍ଠ ଶିକ୍ଷାବିତ୍ ତ୍ରିଦେବ ବେହେରା।
#ଟାଙ୍ଗୀ
#କଟକ

07/08/2026

#ଦାମନ୍ ଯୋଡି ନାଲକୋ ର ପୂର୍ବତନ ନିର୍ଦ୍ଦେଶକ ପ୍ରଶାନ୍ତ ରାଉତ୍ ରାୟ ଙ୍କ ପର ଲୋକ।
#ଜନ୍ମ ମାଟି ସାଲେପୁର ବ୍ଲକ୍ ପୁରୁଣା ହାଟ ପଞ୍ଚାୟତ କାଲିକା ପୁର୍ ରେ ପଞ୍ଚ ଭୂତ୍ ରେ ବିଲୀନ ହେଲା ପାର୍ଥିବ ଶରୀର।
#ସାଲେପୁର

04/08/2026

#ଜଳବନ୍ଦୀ, ଚାଷୀ ସମସ୍ୟା, ଡ୍ରେନଜେ ସମସ୍ୟା, ଦୁର୍ବଳ ନଦୀ ବନ୍ଧ
ସାର୍ ସମସ୍ୟା ଭଳି ଅନେକ ଗୁରୁତ୍ଵ ପୂର୍ଣ୍ଣ ପ୍ରସଙ୍ଗ ସହ RGPRS ଆଗାମୀ ରଣ ନୀତି ନେଇ ମୁହଁ ଖୋଲିଲେ ସାଲେପୁର ବ୍ଲକ୍ RGPRS ସଂଯୋଜକ ଶାତ୍ବିକ କର।
#ସାଲେପୁର ନେତା ତଥା RGPRS ଉପ ସଭାପତି ହରିବନ୍ଧୁ ଶତପଥୀ ଙ୍କ ନେତୃତ୍ୱ ରେ ଦିଆ ଯିବ ଉଭୟ ବିଜେଡି ଓ ବିଜେପି ସରକାର୍ ଙ୍କୁ ସାଲେପୁର ମାଟି ରୁ କଡ଼ା ଜବାବ୍।
#ସାଲେପୁର

Address

Baikunthapuri, Pandra , Bhubaneswar
Bhubaneswar

Website

Alerts

Be the first to know and let us send you an email when DOD News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share