Pbkathaamara

Pbkathaamara Contact information, map and directions, contact form, opening hours, services, ratings, photos, videos and announcements from Pbkathaamara, News & Media Website, Niladri vihar, Bhubaneswar.

14/06/2025
12/06/2025

#ଅହମ୍ମଦାବାଦରେ_ବିମାନ_କ୍ରାସ
ଭୟଙ୍କର ବିମାନ ଦୁର୍ଘଟଣା, ବଢୁଛି ମୃତ୍ୟୁ ସଂଖ୍ୟା...ଦେଖିଲେ ଥରି ଉଠୁଛି ଛାତି । ଦେଖନ୍ତୁ ଭିଡିଓ...

30/09/2024

#ପିଲାଙ୍କ_ପାଇଁ_କାହିଁକି_ଜରୁରୀ_ପୋଷଣ?
ବିଏମସି-୩, ଆଇସିଡିଏସ, ମିଶନ ଶକ୍ତି ଅନୁକୁଲ୍ୟରେ ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ, ଚାଇଲଡ ଫଣ୍ଡ, ଏବଂ ଆଇସିଡିଏସର ମିଳିତ ସହଯୋଗରେ ପୋଷଣ ମାସ ପାଳନ ସମାରୋହ ଅନୁଷ୍ଠିତ I ତେବେ ଆସନ୍ତୁ ଜାଣିବା ପୋଷଣ ମାସର ବିଷୟରେ !....

କ'ଣ କିଛି ମନେ ପଡୁଛି ? ଆଜି କ'ଣ ? ଆରେ ଭୁଲି ଗଲେନା କ'ଣ ?ଆଜି ଆମ ମାନଙ୍କ ପାଇଁ ଏକ ଗୌରବର ଦିନ । କେବଳ ଆମ ପାଇଁ କାହିଁକି ପ୍ରତ୍ୟେକ ଓଡ଼ିଆ...
04/08/2024

କ'ଣ କିଛି ମନେ ପଡୁଛି ? ଆଜି କ'ଣ ? ଆରେ ଭୁଲି ଗଲେନା କ'ଣ ?
ଆଜି ଆମ ମାନଙ୍କ ପାଇଁ ଏକ ଗୌରବର ଦିନ । କେବଳ ଆମ ପାଇଁ କାହିଁକି ପ୍ରତ୍ୟେକ ଓଡ଼ିଆ ସାମ୍ବାଦିକଙ୍କ ପାଇଁ ଆଜି ଏକ ବଡ଼ ଦିନ । ଆଜିର ଦିନକୁ ଅର୍ଥାତ୍‌ ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’। ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ଉତ୍କଳ ଦୀପିକା ମୁଦ୍ରିତ ହୋଇଥିଲା। ଆଉ ସେହିଦିନ ପଡ଼ିଥିଲା ଓଡ଼ିଆ ସମ୍ବାଦପତ୍ରର ମୂଳଦୁଆ।
ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବା ସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ଖବରକାଗଜ ପ୍ରକାଶନର ଧାରା ସୃଷ୍ଟି କରିଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଇଥାଏ।
ଯେତେବେଳେ ଆମେ ନ’ଅଙ୍କ ଦୁର୍ଭିକ୍ଷ, ଓଡ଼ିଆ ଭାଷା ଆନ୍ଦୋଳନ ହେଉ କି ସାଧାରଣ ଜନତାଙ୍କ ସମସ୍ୟା, ପ୍ରତିଟି ଖବରକୁ ନିରପେକ୍ଷ ଭାବେ ପ୍ରଚାର ପ୍ରସାର କରିବା ଥିଲା ଉତ୍କଳ ଦୀପିକାର ମୁଖ୍ୟ ଲକ୍ଷ୍ୟ। ଅନେକ ଲୋକଙ୍କ ସମସ୍ୟାର ସ୍ୱର ପାଲଟି ଲୋକଙ୍କୁ ଗଣମାଧ୍ୟମର ଦାୟିତ୍ୱ ଓ ମୂଲ୍ୟବୋଧର ସ୍ୱାଦ ଚଖେଇ ଥିବା, ‘ଉତ୍କଳ ଦୀପିକା’ ଦୁର୍ଭାଗ୍ୟବଶତଃ ନାନା ସମସ୍ୟା ଯୋଗୁ ୧୯୩୬ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା। ହେଲେ ତାର ଛାପ ଆଜିବି ପ୍ରତିଟି ଓଡ଼ିଆ ସାମ୍ବାଦିକ ହୃଦୟରେ ଜୀବିତ ଅଛି।...
ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ପ୍ରତ୍ୟେକ ଓଡ଼ିଆ ସାମ୍ବାଦିକଙ୍କୁ ହୃଦୟରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । 🙏🙂

प्यार को छुपने दो खुबिया को निखर ने दो,अपनी बात को किसीको मत बताओ जो करनाहे उसे खुल के करो II ❤️❤️🙂
14/07/2024

प्यार को छुपने दो
खुबिया को निखर ने दो,
अपनी बात को किसीको मत बताओ
जो करनाहे उसे खुल के करो II ❤️❤️🙂

ଶ୍ରୀ ରାମ ନବମୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ.....
17/04/2024

ଶ୍ରୀ ରାମ ନବମୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ.....

ଜୀବନରେ ମା' ମାନଙ୍କର ଭୂମିକା ସତରେ କେତେ ଗୁରୁତ୍ୱପୂର୍ଣ୍ଣ....
05/03/2024

ଜୀବନରେ ମା' ମାନଙ୍କର ଭୂମିକା ସତରେ କେତେ ଗୁରୁତ୍ୱପୂର୍ଣ୍ଣ....

😭❤️🙏ବୋଉ🙏🌹😭
-------------------------------------------
ସମସ୍ତେ କୁହନ୍ତି ତୁ ଗୋଟେ ମିଛେ଼ଇ ବୋଲି
ହେଲେ ମୁଁ ଜାଣେ
ଆଜି ତୁ କାହା ପାଇଁ ମିଛେଇ ହେଇଛୁ।

ଲୋକେ ତୋ ଧର୍ଯ୍ୟର ପରୀକ୍ଷା ନିଅନ୍ତି
ହେଲେ ମୁଁ ଜାଣେ
ଆଜି ତୁ କାହା ପାଇଁ ମୁଣ୍ଡ ପାତି ସବୁ ସହି ଯାଉ ବୋଲି।

ତୋ ଆଖିର ଲୁହକୁ କେହି ଦେଖି ପାରନ୍ତିନି
ହେଲେ ମୁଁ ଜାଣେ
ତୁ କେତେ ଦିନ ଆଉ କେତେ ରାତି ଲୁହ ପି ଦୁଃଖ ସହିଯାଉ ବୋଲି।

ପାଠ ପଢ଼ିନୁ ବୋଲି ଲୋକେ ଅନେକ କଥା କୁହନ୍ତି
ହେଲେ ମୁଁ ଜାଣେ
ତୁ କାହିଁକି ପାଠ ପଢ଼ୁନଥିଲୁ ବୋଲି ।

ପୁନେଇ ପରବ ହେଲେ କେବେ ନୂଆ ପିନ୍ଧୁନା ବୋଲି ବାପା କେତେ ଗାଳି ଦୀୟନ୍ତି
ହେଲେ ମୁଁ ଜାଣେ
ତୁ ନୂଆ କାଇଁ ନପିନ୍ଧି ଗାଳି ସହିଜାଉ ବୋଲି।

ବୁଢ଼ୀ ମାର ତୋର ଯେତେବେଳେ ଝଗଡ଼ା ହୁଏ ବାପା ତୋତେ ବାଡାନ୍ତି
ହେଲେ ମୁଁ ଜାଣେ
ତୋର କିଛି ଭୁଲ ନଥାଇ ତୁ
କେମିତି ସେ ମାଡ଼ ସହିଯାଇ ବୋଲି ।

ସତରେ ଲୋ ବୋଉ
ମୁଁ ଜାଣେ ତୁ ଭାରି ମିଛେଇ
ନିଜର ଦୁଃଖକୁ ମନ ଭିତରେ ଲୁଚେଇ ରଖି ମୋ ମୁହଁରେ କେମିତି ହସ ଫୁଟାଉ ବୋଲି ।

😭❤️🙏ବୋଉ🙏🌹😭-------------------------------------------ସମସ୍ତେ କୁହନ୍ତି ତୁ ଗୋଟେ ମିଛେ଼ଇ ବୋଲିହେଲେ ମୁଁ ଜାଣେ ଆଜି ତୁ କାହା ପାଇଁ ମି...
05/03/2024

😭❤️🙏ବୋଉ🙏🌹😭
-------------------------------------------
ସମସ୍ତେ କୁହନ୍ତି ତୁ ଗୋଟେ ମିଛେ଼ଇ ବୋଲି
ହେଲେ ମୁଁ ଜାଣେ
ଆଜି ତୁ କାହା ପାଇଁ ମିଛେଇ ହେଇଛୁ।

ଲୋକେ ତୋ ଧର୍ଯ୍ୟର ପରୀକ୍ଷା ନିଅନ୍ତି
ହେଲେ ମୁଁ ଜାଣେ
ଆଜି ତୁ କାହା ପାଇଁ ମୁଣ୍ଡ ପାତି ସବୁ ସହି ଯାଉ ବୋଲି।

ତୋ ଆଖିର ଲୁହକୁ କେହି ଦେଖି ପାରନ୍ତିନି
ହେଲେ ମୁଁ ଜାଣେ
ତୁ କେତେ ଦିନ ଆଉ କେତେ ରାତି ଲୁହ ପି ଦୁଃଖ ସହିଯାଉ ବୋଲି।

ପାଠ ପଢ଼ିନୁ ବୋଲି ଲୋକେ ଅନେକ କଥା କୁହନ୍ତି
ହେଲେ ମୁଁ ଜାଣେ
ତୁ କାହିଁକି ପାଠ ପଢ଼ୁନଥିଲୁ ବୋଲି ।

ପୁନେଇ ପରବ ହେଲେ କେବେ ନୂଆ ପିନ୍ଧୁନା ବୋଲି ବାପା କେତେ ଗାଳି ଦୀୟନ୍ତି
ହେଲେ ମୁଁ ଜାଣେ
ତୁ ନୂଆ କାଇଁ ନପିନ୍ଧି ଗାଳି ସହିଜାଉ ବୋଲି।

ବୁଢ଼ୀ ମାର ତୋର ଯେତେବେଳେ ଝଗଡ଼ା ହୁଏ ବାପା ତୋତେ ବାଡାନ୍ତି
ହେଲେ ମୁଁ ଜାଣେ
ତୋର କିଛି ଭୁଲ ନଥାଇ ତୁ
କେମିତି ସେ ମାଡ଼ ସହିଯାଇ ବୋଲି ।

ସତରେ ଲୋ ବୋଉ
ମୁଁ ଜାଣେ ତୁ ଭାରି ମିଛେଇ
ନିଜର ଦୁଃଖକୁ ମନ ଭିତରେ ଲୁଚେଇ ରଖି ମୋ ମୁହଁରେ କେମିତି ହସ ଫୁଟାଉ ବୋଲି ।

02/03/2024

କଣ ଠିକ୍ କହିଲି ନା?....

03/11/2023


ଗଜଲକ୍ଷ୍ମୀ ପୂଜାରେ ମୋ ସହ କଣ ସବୁ ଘଟିଲା ଦେଖନ୍ତୁ....

03/11/2023

ସମୟ ଥିଲେ ମୋ ନୂଆ vlog ଟିକେ ଦେଖିବେ...

Address

Niladri Vihar
Bhubaneswar

Alerts

Be the first to know and let us send you an email when Pbkathaamara posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pbkathaamara:

Share