The Quiver Live

The Quiver Live THE Quiver News is the most trusted digital news channel in Odisha. THE Quiver - Believe in Change!

THE Quiver News is the most trusted digital news platform in Odisha brings latest updates and insights of politics, business, education, health, entertainments etc. Stay ahead with the genuine news in Odia language with high quality journalism from THE Quiver News. Why THE Quiver News?

- Focus on High Quality Journalism in Odisha
- Brings the Real Social Issues of Odisha and India
- Find Real Fac

ts with People and Take Initiatives for Reporting
- Inform the Respective Authorities for Social Issues
- Give Latest Update and Insights for State, Country and more. Visit Our Website: http://www.thequiver.in/
Do Watch us in YouTube: https://www.youtube.com/
Follow us in Instagram: https://www.instagram.com/thequivernews/

04/04/2023

#ଟୋକିଓରେ_ନବୀନ
#ନବୀନଙ୍କୁ_ଭେଟିଲେ_ନିପ୍ପନ_ଷ୍ଟିଲ୍_ମୁଖ୍ୟଟୋକିଓରେ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନିପ୍ପନ ଷ୍ଟିଲ୍ ମୁଖ୍ୟ ଏଇଜି ହାସିମୋତୋ । ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ହାସିମୋତୋ ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି..

04/04/2023

#ରାହୁଲଙ୍କୁ_ମିଳିଲା_ଜାମିନ୍
#ହେଲେ_ମୁକ୍ତି_ନୁହଁ

 #ବନ୍ଦେ_ଉତ୍କଳ_ଜନନୀ...ପବିତ୍ର  #ଉତ୍କଳ_ଦିବସ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।" ୁଇଭର – ପରିବର୍ତ୍ତନର କମ...
01/04/2023

#ବନ୍ଦେ_ଉତ୍କଳ_ଜନନୀ...
ପବିତ୍ର #ଉତ୍କଳ_ଦିବସ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
" ୁଇଭର – ପରିବର୍ତ୍ତନର କମ୍ପନ...."
FB: https://fb.com/thequiverlive
YouTube: https://www.youtube.com//
Web: https://thequiver.in/

ରାଜନୀତିରୁ ସନ୍ୟାସ ନେବେ କି ଗଡ଼କରୀ ?
31/03/2023

ରାଜନୀତିରୁ ସନ୍ୟାସ ନେବେ କି ଗଡ଼କରୀ ?

ନୂଆଦିଲ୍ଲୀ(ଦ କୁଇଭର): ରାଜନୀତିରୁ ସନ୍ୟସ ନେବେ କି ନୀତିନ ଗଡ଼କାରୀ? ଏହି ପ୍ରଶ୍ନ ଏବେ ସଭିଙ୍କ ମନରେ । କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ.....

ଆଜିଠୁ ଆରମ୍ଭ କ୍ରିକେଟ୍ ମହାକୁମ୍ଭ IPL: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଗୁଜୁରାଟ ଓ ଚେନ୍ନାଇ
31/03/2023

ଆଜିଠୁ ଆରମ୍ଭ କ୍ରିକେଟ୍ ମହାକୁମ୍ଭ IPL: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଗୁଜୁରାଟ ଓ ଚେନ୍ନାଇ

ନୂଆଦିଲ୍ଲୀ(ଦ କୁଇଭର): ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ । ଆଇପିଏଲର ୧୬ ତମ ସ....

ଆଜିଠୁ ଆରମ୍ଭ ହେଉଛି କ୍ରିକେଟ୍ ମହାକୁମ୍ଭ  : ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ  #ଗୁଜୁରାଟ_ଟାଇଟନ୍ସ  VS  #ଚେନ୍ନାଇ_ସୁପରକିଙ୍ଗସ! ଆଜି...
31/03/2023

ଆଜିଠୁ ଆରମ୍ଭ ହେଉଛି କ୍ରିକେଟ୍ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ #ଗୁଜୁରାଟ_ଟାଇଟନ୍ସ VS #ଚେନ୍ନାଇ_ସୁପରକିଙ୍ଗସ! ଆଜିର ମ୍ୟାଚରେ କିଏ ମାରିବ ବାଜି? କମେଣ୍ଟ ବକ୍ସରେ ଦିଅନ୍ତୁ ଆପଣଙ୍କ ମତାମତ...
" ୁଇଭର – ପରିବର୍ତ୍ତନର କମ୍ପନ....
FB: https://fb.com/thequiverlive
YouTube: https://www.youtube.com//
Web: https://thequiver.in/

30/03/2023

#ୱାସିଂ_ମେସିନ୍_ରଖି_ଟାର୍ଗେଟ_କଲେ_ମମତା...
କୋଲକାତାର ଏକ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ଷ୍ଟେଜ୍ ଉପରେ ୱାସିଂ ମେସିନ୍ ଲଗାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଦେଖନ୍ତୁ ଭିଡିଓ...

ପବିତ୍ର  #ଶ୍ରୀରାମ_ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ସୁଖ, ସମୃଦ୍ଧିର ଆ...
30/03/2023

ପବିତ୍ର #ଶ୍ରୀରାମ_ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ସୁଖ, ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ।
" ୁଇଭର – ପରିବର୍ତ୍ତନର କମ୍ପନ....
FB: https://fb.com/thequiverofficial
YouTube: https://www.youtube.com//
Web: https://thequiver.in/

27/03/2023
27/03/2023

#ପଞ୍ଚାୟତ_ପ୍ରତିନିଧିଙ୍କ_କଥା
ି_ଦରମା_ବଢୁ...
ବିଧାୟକଙ୍କ ଦରମା ବଢିବା ପ୍ରସଙ୍ଗ ପରେ ଏବେ ପଞ୍ଚାୟତ ସ୍ତରରୁ ବି ଉଠିଲାଣି ସ୍ୱର । ଆମର ବି ବଢାଯାଉ ଦରମା । ଆସନ୍ତୁ ଶୁଣିବା ଏନେଇ କ'ଣ କହୁଛନ୍ତି ପଞ୍ଚାୟତ ପ୍ରତିନିଧିମାନେ...
YouTube: https://www.youtube.com/
Facebook: https://www.facebook.com/THEQuiverOfficial/
Website: https://www.thequiver.in/

25/03/2023
25/03/2023

#ପଞ୍ଚାୟତ_ପ୍ରତିନିଧିଙ୍କ_କଥା
ି_ଦରମା_ବଢୁ...
ବିଧାୟକଙ୍କ ଦରମା ବଢିବା ପ୍ରସଙ୍ଗ ପରେ ଏବେ ପଞ୍ଚାୟତ ସ୍ତରରୁ ବି ଉଠିଲାଣି ସ୍ୱର । ଆମର ବି ବଢାଯାଉ ଦରମା । ଶୁଣନ୍ତୁ ଏନେଇ କ'ଣ କହୁଛନ୍ତି ପଞ୍ଚାୟତ ପ୍ରତିନିଧିମାନେ...
YouTube: https://www.youtube.com/
Facebook: https://www.facebook.com/THEQuiverOfficial/
Website: https://www.thequiver.in/

25/03/2023

#ଲୁହ_ଭିତରେ_ରହିଯିବ_ପାଣି...
ପାଣି, ଜେଜେ ଅଜାମାନେ ଦେଖୁଥିଲେ ନଦୀରେ । ବାପା ଦାଦାମାନେ ଦେଖିଲେ କୂଅରେ । ଆମେ ଏବେ ଦେଖୁଛେ ଟ୍ୟାପରେ । ଆମ ପିଲାମାନେ ଦେଖୁଛନ୍ତି ବୋଟଲରେ । ତାଙ୍କ ପିଲାମାନେ ବୋଧ ହୁଏ ଦେଖିବେ କ୍ୟାପସୁଲରେ । କ୍ୟାପସୁଲରେ ମିଳିବ ପାଣି । କ୍ୟାପସୁଲଟିଏ ଖାଇଲେ ୬ଘଣ୍ଟାର ଶୋଷ ମେଣ୍ଟେଇବ । ଏବେଠୁ ଯଦି ଆମେ ନ ଚେତିବା ସମୟ ଆସିବ ପାଣି କେବଳ ଲୁହରେ ମିଳିବ!
YouTube: https://youtube.com//
FB: https://fb.com/thequiverofficial
Web: https://thequiver.in/

25/03/2023
25/03/2023
24/03/2023

Address

NiladriVihar
Bhubaneswar
751021

Alerts

Be the first to know and let us send you an email when The Quiver Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Quiver Live:

Share