Manas Choudhury Fan Club

  • Home
  • Manas Choudhury Fan Club

Manas Choudhury Fan Club President-DCC Cuttack

 ମୋଦୀଜୀ - ଭାରତର ବିକାଶରେ ରାଜ୍ୟମାନଙ୍କ ଅବଦାନ ବହୁତଯୁବା ବର୍ଗ - ତା ହେଲେ ବଜେଟ୍‌ରେ ଏମିତି ପାତର ଅନ୍ତର କାହିଁକି କରୁଛନ୍ତି ମୋଦୀଜୀ ?ଯୁବ...
30/07/2024


ମୋଦୀଜୀ - ଭାରତର ବିକାଶରେ ରାଜ୍ୟମାନଙ୍କ ଅବଦାନ ବହୁତ
ଯୁବା ବର୍ଗ - ତା ହେଲେ ବଜେଟ୍‌ରେ ଏମିତି ପାତର ଅନ୍ତର କାହିଁକି କରୁଛନ୍ତି ମୋଦୀଜୀ ?
ଯୁବା ବର୍ଗକୁ ଅଗ୍ନିବୀର ଥୋପ କାହିଁକି ?

Website - https://angikar.co.in/india-budget-2024

28/07/2024

ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ପଦେ!
Mohan Charan Majhi CMO Odisha BJP Odisha Narendra Modi

19/03/2024

ଓଡିଶାକୁ ଲୁଟିନେଲେ | Odisha | Electoral Bonds | NaveenPatnaik | BijuJanataDal | ManasChoudhury

05/03/2024

ଆଦିବାସୀ ସମ୍ପ୍ରଦାୟର ଉଜ୍ଜ୍ବଳ ଭବିଷ୍ୟତର ଦାୟିତ୍ୱ ନବ କଂଗ୍ରେସ ।
ଏଥର କଂଗ୍ରେସ
ଂଗ୍ରେସ

08/11/2023

अपनी जेबे भरने के चक्कर में चुप्पी साधे है प्रदुषण विभाग, तरक्की के नाम पे प्रदुषण को बढ़ावा दे रही है सरकार | State Pollution Control Board | Central Pollution Control Board | INTUC | Congress

14/10/2023

ମାଫିଆ ସାଜିଛନ୍ତି ସରକାରୀ ଅଫିସର।

13/10/2023

#କଲେଜରେ_ହେଉଥିବା_ଦୁର୍ନିତି_କୁ_ବିରୋଧ_କରିଲେ_ଯିବାକୁ_ପଡିବ_ଜେଲ
ଛାତ୍ରନେତା ଙ୍କୁ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଙ୍କ ସମର୍ଥନ
ଆସିକା ବିଜ୍ଞାନ ମହାବିଦ୍ୟାଳୟ ରେ କଲେଜ ଫି ବୃଦ୍ଧି କୁ ନେଇ ପ୍ରତିବାଦ କରିଥିବା ଛାତ୍ର ଛାତ୍ରୀ ଙ୍କ ସ୍ୱର କୁ ଚାପିବା ପାଇଁ ବିଶୃଙ୍ଖଳା ର ଆକ୍ଷା ଦେଇ ସମସ୍ତଙ୍କ ଘରକୁ ନୋଟିସ୍ ଦେଇଛନ୍ତି କଲେଜ୍ ଅଧକ୍ଷ, କୋଟିନଡ଼ା ଥାନା ରେ ମଧ୍ୟ ହୋଇଛି ଅଭିଯୋଗ

ମହାନ ଗାୟକ ଅକ୍ଷୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ ଅବସରରେ ମୋର ଶ୍ରଦ୍ଧାଞ୍ଜଳି । ଆମ ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ଆମ...
12/10/2023

ମହାନ ଗାୟକ ଅକ୍ଷୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ ଅବସରରେ ମୋର ଶ୍ରଦ୍ଧାଞ୍ଜଳି । ଆମ ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ଆମ ହୃଦୟରେ ସଦା ଜୀବିତ ।

29/09/2023

ଓଡିଶା ସରକାରଙ୍କ ପଲିଥିନ ପଲିଟିକ୍ସ ରେ ବଳି ପଡୁଛନ୍ତି ଜନତା ।
Naveen Patnaik CMO Odisha Bhubaneswar Municipal Corporation Cuttack Municipal Corporation

26/09/2023

ମୁଖ୍ୟମନ୍ତ୍ରୀ ଙ୍କ ଜବାବରୁ ସ୍ପଷ୍ଟ, ଖର୍ଚ୍ଚ ୫୦ କୋଟି ଟଙ୍କା, ଆପଣ ମାନେ ଖୁସି ତ!

25/09/2023

ପ୍ରତାପ ଜେନାଙ୍କ ବହିଷ୍କାର କେବେ ?

23/09/2023

ଦଶହରା ଆସିଲା ଟୁଇନ ସିଟି ର ଦୁଇ ମେୟର ଟିକେ ଧ୍ୟାନ ଦିଅନ୍ତୁ

#ଦଶହରା

Address

Odisha

Alerts

Be the first to know and let us send you an email when Manas Choudhury Fan Club posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share