Odiani Mitali

Odiani Mitali Jay Jagannath⭕‼️⭕🙏Welcome to MYFB ID Odiani Mitali All of you comedy,createvideo,dailyvlogs, motivation

23/06/2026

ବାପାଙ୍କର 14 day's ସଂକୀର୍ତ୍ତନ 😭😭🙏🏼🙏🏼
ଏମିତି ହୁଏ ବୋଲି ମୁଁ ଜାଣି ନ ଥିଲି 🙏🏼🙏🏼


ଉପରକୁ ଉଠି ଗଲେ ଖୁସିରେ ଆତ୍ମହରା ହୁଅ ନାହିଁ ..❤️ଆଉ ତଳକୁ ଖସିଗଲେ ଧୈର୍ଯ୍ୟ ହରା ହୁଅ ନାହିଁ..😂😂Good Night All of you 🌃🌆🙏🏼🙏🏼         ...
23/06/2026

ଉପରକୁ ଉଠି ଗଲେ ଖୁସିରେ ଆତ୍ମହରା ହୁଅ ନାହିଁ ..❤️
ଆଉ ତଳକୁ ଖସିଗଲେ ଧୈର୍ଯ୍ୟ ହରା ହୁଅ ନାହିଁ..😂😂
Good Night All of you 🌃🌆🙏🏼🙏🏼

କହିବା ପୂର୍ବରୁ ଭାବନ୍ତୁ ...ରାଗରେ ଆମେ ଅନେକ ସମୟରେ ଅନ୍ୟକୁ "କଟୁ " କଥା କହିଥାଉ .......କହିବା ଲୋକ ଏସବୁ ଭୁଲିଯିବାକୁ ଚେଷ୍ଟା କରେ ହେଲେ ...
22/06/2026

କହିବା ପୂର୍ବରୁ ଭାବନ୍ତୁ ...
ରାଗରେ ଆମେ ଅନେକ ସମୟରେ ଅନ୍ୟକୁ "କଟୁ "
କଥା କହିଥାଉ .......
କହିବା ଲୋକ ଏସବୁ ଭୁଲିଯିବାକୁ ଚେଷ୍ଟା କରେ ହେଲେ
"ଶୁଣିବା" ଲୋକ " ଶେଷ " ନିଶ୍ୱାସ ପର୍ଯ୍ୟନ୍ତ
ଏ ସବୁ ଭୁଲେ ନାହିଁ ....
ତେଣୁ ପଦେ କହିବା ପୂର୍ବରୁ ଶହେ ଥର ଭାବିବା ଉଚିତ୍ 🙏🏼🙏🏼
Good Afternoon All of you 🌞🌞🙏🏼🙏🏼


Father's Day Celebration 🎊🎉🎊🎉
21/06/2026

Father's Day Celebration 🎊🎉🎊🎉


ବାପା (Father in-law) ତୁମେ ଯିବାର ଆଜି 18 ଦିନ ହେଇଗଲାଣି 😭😭😭😭Miss u Always Bapa
20/06/2026

ବାପା (Father in-law) ତୁମେ ଯିବାର ଆଜି 18 ଦିନ ହେଇଗଲାଣି 😭😭😭😭
Miss u Always Bapa

ଏ ବର୍ଷ ରଜ ମୋର ଖଟା ହେଇଗଲା 😂😂😂😂☺️ହଉ ଛାଡ଼ ଆର ବର୍ଷକୁ ବଞ୍ଚିଥିଲେ ରଜ କରିବା 😃😃Raja Special 🎊🎉
19/06/2026

ଏ ବର୍ଷ ରଜ ମୋର ଖଟା ହେଇଗଲା 😂😂😂😂☺️
ହଉ ଛାଡ଼ ଆର ବର୍ଷକୁ ବଞ୍ଚିଥିଲେ ରଜ କରିବା 😃😃
Raja Special 🎊🎉


Address

Bhubaneswar

Website

Alerts

Be the first to know and let us send you an email when Odiani Mitali posts news and promotions. Your email address will not be used for any other purpose, and you can unsubscribe at any time.

Share

Category