ODM Driver Talk

ODM Driver Talk ଜୟ ଜଗନ୍ନାଥ ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ
ଏକତା ହିଁ ବଳ ସାହାଯ୍ଯ କରିବା ସାହାଯ୍ଯ ପାଇବା

01/06/2026

Celebrating my 5th year on Facebook. Thank you for your continuing support. I could never have made it without you. 🙏🤗🎉

ପୁରୁଣା ଶ୍ରୁତି  #ଓଡିଶାଡ୍ରାଇଭରମହାସଂଘ
30/05/2026

ପୁରୁଣା ଶ୍ରୁତି #ଓଡିଶାଡ୍ରାଇଭରମହାସଂଘ

30/05/2026

🌹🌹ଓଡ଼ିଶା ଡ୍ରାଇଭର ମହାସଂଘ ନୀତି ନିୟମ ରେ ଥାଇ ମୃତ୍ୟୁ ବରଣ କରିଥିବା ଭାଇଙ୍କ ପରିବାର କୁ ମହାସଂଘ ମାଧ୍ୟମରେ ଅର୍ଥ ରାଜ୍ୟ ସରକାରଙ୍କ ଠାରୁ ପାଇବା ପାଇଁ ଏହି କାଗଜପତ୍ର ନିହାତି ଆବଶ୍ୟକ ଏଣୁ ପଦପଦବୀରେ ଥିବା ଭାଇମାନଙ୍କୁ ଅନୁରୋଧ ଏହି କାଗଜପତ୍ର ଯୋଗାଡ଼ କରି ଦେବ Attach Document
(1)-Legal heir ସମ୍ପୂର୍ଣ୍ଣ ଦେଖା ଯାଉଥିବା ତଳେ ଥିବା ଟୋକନ ନମ୍ୱର୍ ମଧ୍ୟ ।
(2)-Death Certificate କପି କ୍ଲିୟର ଭାବରେ xerox କରିଥିବେ
(3)-ଭାଇ ଙ୍କ ଆଧାର ଏବଂ DL କପି କ୍ଲିୟର ଭାବରେ
(4)-ଲିଗାଲ ହିଆର୍ ଙ୍କ ଆଧାର କାର୍ଡ ସ୍ୱାମୀ ଙ୍କ ନାମ ଥିବା , ନଚେତ୍ ଭୋଟର 🆔 କାର୍ଡ ସ୍ପଷ୍ଟ ଦେଖା ଯାଉ ଥିବା ।
(5)-ଲିଗାଲ hair ଙ୍କ ବ୍ୟାଙ୍କ୍ ଖାତା କପି ସ୍ପଷ୍ଟ ଭାବରେ IFSC CODE Evng ac ନମ୍ୱର୍ କମ୍ପ୍ୟୁଟର ଟାଇପ ଥିବା ।
(6)-ଓନର୍ ଙ୍କ ଆଧାର ଏବଂ RC COPY ଦସ୍ତଖତ ସହିତ
(7)-ଲିଗାଲ HEIR ଙ୍କ ଦସ୍ତ ଖତ କିମ୍ବା ଟିପ ରହିବ 1 ରୁ 5 ପର୍ଯ୍ୟନ୍ତ ଲେଖା ଯାଇ ଥିବା ଡକ୍ୟୁମେଣ୍ଟ ରେ🌹ରବୀନ୍ଦ୍ର ଭାଇ-ଜିଲ୍ଲା କମିଟି୍

ଜୟ ଜଗନ୍ନାଥ  ODM ଜିନ୍ଦାବାଦ ❤️ #ଓଡିଶାଡ୍ରାଇଭରମହାସଂଘ
28/05/2026

ଜୟ ଜଗନ୍ନାଥ ODM ଜିନ୍ଦାବାଦ ❤️
#ଓଡିଶାଡ୍ରାଇଭରମହାସଂଘ

27/05/2026

ଆଠମଲ୍ଲିକ ଅଞ୍ଚଳରେ ବର୍ଷା ଝଡ଼ ଚାଲିଛି ଯେଉଁ ଡ୍ରାଇଭର୍ ଭାଇ ଘାଟି ରାସ୍ତା ଦେଇ ଆସୁଛନ୍ତି ସାବଧାନ ଜୟ ଜଗନ୍ନାଥ 🙏

ଜୟ ଜଗନ୍ନାଥ 🙏  #ଓଡିଶାଡ୍ରାଇଭରମହାସଂଘ
26/05/2026

ଜୟ ଜଗନ୍ନାଥ 🙏
#ଓଡିଶାଡ୍ରାଇଭରମହାସଂଘ

25/05/2026

#ଓଡିଶାଡ୍ରାଇଭରମହାସଂଘ 🙏🙏

ଜୟ ଜଗନ୍ନାଥ ଶୁଭ ସକାଳର ଅଭିନନ୍ଦନ 🙏 #ଓଡିଶାଡ୍ରାଇଭରମହାସଂଘ
25/05/2026

ଜୟ ଜଗନ୍ନାଥ ଶୁଭ ସକାଳର ଅଭିନନ୍ଦନ 🙏
#ଓଡିଶାଡ୍ରାଇଭରମହାସଂଘ

24/05/2026

#ଓଡିଶାଡ୍ରାଇଭରମହାସଂଘ

Address

Bhubaneswar

Telephone

+919556200815

Website

Alerts

Be the first to know and let us send you an email when ODM Driver Talk posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ODM Driver Talk:

Share