04/06/2025
#ବିଶ୍ୱାସକୁ_ବର୍ଷେ
ବର୍ଷେ ତଳେ ଆପଣମାନେ ମତେ ଦେଇଥିବା ସମର୍ଥନ ଓ ଭଲ ପାଇବା ପାଖରେ ମୁଁ ସାରା ଜୀବନ ଋଣୀ।
ଆପଣଙ୍କ ପ୍ରତିଟି ଭୋଟ, ମତେ ବିକାଶ ସହ ଭେଟ କରିବାର ଶକ୍ତି ଓ ସାମର୍ଥ୍ୟ ଦେଇଛି ।
ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ପ୍ରତିଟି କ୍ଷେତ୍ରରେ ବଡ଼ଚଣାକୁ ସମୃଦ୍ଧ କରିବାକୁ ମୁଁ ସଙ୍କଳ୍ପବଦ୍ଧ ହୋଇ କାମ କରିଆସିଛି।
ଆଶୀର୍ବାଦ କରନ୍ତୁ, ମୁଁ ଆପଣ ମାନଙ୍କ ସମର୍ଥନରେ ବଡ଼ଚଣାକୁ ଓଡ଼ିଶାର ଅନନ୍ୟ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ କରି ଆପଣଙ୍କ ସ୍ୱପ୍ନକୁ ପୂରଣ କରେ ।
Odisha