Daily Odia news

Daily Odia news I choose journalism to served the people with true and fact based information and knowledge

19/10/2022

ନିଯୁକ୍ତି ପାଇବ 8ହଜାର କମ୍ପୁଟର ଶିକ୍ଷକ
#19.10.22

18/10/2022

ଶିକ୍ଷାକୁ ନେଇ ବେପାର
ଏହି ପିଲାଟିର କଥାକୁ ଟିକେ ମନଦେଇ ଶୁଣନ୍ତୁ, ଏହି ପିଲାଟି ସ୍କୁଲର ଫିସଦେବାରେ ଡେରି କରିଦେଲା ବୋଲି, ଶିକ୍ଷକ ପରୀକ୍ଷାରୁ ବଞ୍ଚିତ କରାଇ ସାରାଦିନ ବାହାରେ ଛିଡା କରାଇଛନ୍ତି, ଏବଂ ପିଲାଟି କହିବା ଅନୁସାରେ ତାର ବାପା କହିଥିଲେ କି 2ଦିନ ଭିତରେ ଟଙ୍କା ଆଣି ସ୍କୁଲଫିସ ଜମାକାରିଦେବେ, ପିଲାଟିର କଥା ନ ଶୁଣି ବାହାରେ😭😭😭😭😭 ଛିଡାକରେଇଦେଇଥିଲେ.
ଏ ହେଉଛି ଆମ ଦେଶର ଉର୍ନତ ଶିକ୍ଷା ବ୍ୟବସ୍ଥା. ଏଠି ଟଙ୍କା ନାହଁତ ପାଠପଢିବାର ଅଧିକାର ନାହଁ.
Written by Deepanjali swain

18/10/2022

ନଗ୍ନ ମାନସିକତାର ମଣିଷ

18/10/2022

👇ଏମିତି ପିଲାହଁ ଭବିଷ୍ୟତରେ ଡିଫେନ୍ସକମାଣ୍ଡର ହୋଇପାରିବେ
ସତରେ ଏଭଳି ଶିଶୁଙ୍କୁ ଟ୍ରେନିଂଦେବା ଦରକାର ଯେମିତି କୌଣସି ଶକ୍ତି ସହନିର୍ଭୟରେ ସାମ୍ନା କରିପାରିବେ ଏମିତି ଶିଶୁ ହଁ ଆଜିକା ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ ରହିଛି 👇

18/10/2022

ନାବାଳକ ଗାଡି ଚଳାଇଲେ ଦଣ୍ଡଭୋଗିବେ ଅଭିଭାବକ
#18.10.22

17/10/2022

ରୁଷରେ 11ଜଣ ସୈନିକଙ୍କ ମୃତ୍ୟୁହୋଇଛି
#17.10.22

16/10/2022

👇ଓଡ଼ିଶାରୁ ଫେରିଯିବ ମୌସୁମୀ; ୨୦ରେ ଲଘୁଚାପ, ଅଧି ଘନୀଭୂତ ନେଇ ବଢ଼ିଲା ଆଶଙ୍କା👇

```ଭୁବନେଶ୍ବର : ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଏହାଭିତରେ ରହିଛି ଓଡ଼ିଶା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଥିବା ବେଳେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି। ତେବେ ଓଡ଼ିଶାରୁ ମୌସୁମୀ ଫେରିବା ଖବର ଲଘୁଚାପକୁ ଅଧିକ ଶକ୍ତିଶାଳୀ କରିବ ଓ ଘନୀଭୂତ ହେବାର ଆଶଙ୍କାକୁ ଦୃଢ଼ୀଭୂତ କରୁଛି।

ଏଥିସହ ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ବବର୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଆହୁରି ଅଧିକ ସକ୍ରିୟ ହେବ ବୋଲି ସୂଚନା ମିଳିଛି। ଆଇଏମ୍‌ଡିର ଆକଳନ ଅନୁଯାୟୀ, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

16/10/2022

ଶିକ୍ଷକ ଠିକାନିଯୁକ୍ତିର ଅନ୍ତଘଟିଛି
#16.10.22

ଏଥିରେ ମୁଁ ମୋର ସ୍ୱର ଦେଇଛିକୁହନ୍ତୁ କେମିତି ଲାଗୁଛି Comment କରି ଜଣାନ୍ତୁ
13/10/2022

ଏଥିରେ ମୁଁ ମୋର ସ୍ୱର ଦେଇଛି
କୁହନ୍ତୁ କେମିତି ଲାଗୁଛି Comment କରି ଜଣାନ୍ତୁ

କଙ୍ଗାରୁ କୋର୍ଟ ପରି ଅନ୍ୟୟ ବିରୋଧରେ ସଚେତନ କରିବା ଉଦେଶ୍ୟରେ ଆମର ଏ ଛୋଟିଆ ପ୍ରୟାସ, ଆଶା ଆସା କରୁଛୁ ଆପଣଙ୍କୁ ଭଲ ଲାଗିବ । cartoon co...

13/10/2022

80ଲକ୍ଷ୍ୟ ଟଙ୍କାର ବ୍ରାଉନସୁଗାର ଜବତ #13.10.22

*💥🌪️ବଡ଼ ଖବର 👇*ଆସୁଛି ମହାବାତ୍ୟା ‘ସିତରଙ୍ଗ’... ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା। ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବ...
12/10/2022

*💥🌪️ବଡ଼ ଖବର 👇

*ଆସୁଛି ମହାବାତ୍ୟା ‘ସିତରଙ୍ଗ’... ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା। ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ‘ସିତରଙ୍ଗ’ ସୃଷ୍ଟି ହେବାର ସମ୍ଭାବନା!....
#12.10.22
Todaynews

10/10/2022

ପିଲାଟିକୁ ଶୁଆଇ ଦିଅ👇
ସତରେ ପିଲାଟି କେତେ ସୁନ୍ଦରେ ସୋଇଯାଉଛି, ତାକୁ ପାଠ ନପଢେଇ ଶୋଇବାକୁ ଦିଅ, ପିଲାଟି ଶୋଇଲେ ହଁ ଦେଖେବେ ତାର ସ୍ୱାସ୍ଥ୍ୟ ଆଉ ମାନସିକ ଅବସ୍ଥା ଭଲ ରୁହେ, ଦେଖିବେ ପିଲାଟି ଦିନେ ନା ଦିନେ ଭଲ ମଣିଷ ହେବ
Written by Deepanjali swain
#10.10.22

Address

Bhubaneswar

Website

Alerts

Be the first to know and let us send you an email when Daily Odia news posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Daily Odia news:

Share