Again Politics

  • Home
  • Again Politics

Again Politics Contact information, map and directions, contact form, opening hours, services, ratings, photos, videos and announcements from Again Politics, Media/News Company, Bhubaneswar, .
(3)

 #ଓଃ_ପଦ୍ମ_ଫୁଲର_କି_ବାସ୍ନା ବିଜେପିରେ ମିଶିବା ପରେ ପଦ୍ମ ଫୁଲ ବାସନାରେ ବିମୋହିତ ଦେବାଶିଷ ସାମନ୍ତରାୟ
29/05/2026

#ଓଃ_ପଦ୍ମ_ଫୁଲର_କି_ବାସ୍ନା
ବିଜେପିରେ ମିଶିବା ପରେ ପଦ୍ମ ଫୁଲ ବାସନାରେ ବିମୋହିତ ଦେବାଶିଷ ସାମନ୍ତରାୟ

ଜନ୍ମଦିନର ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଶୁଭକାମନା
28/05/2026

ଜନ୍ମଦିନର ଅଶେଷ ଅଶେଷ ଶୁଭେଚ୍ଛା ଏବଂ ଶୁଭକାମନା

26/05/2026

#ରାଜ୍ୟମନ୍ତ୍ରୀମଣ୍ଡଳରେ_ଅଦଳବଦଳ, ାଦ୍‌_ପଡ଼ିଲେ, ୂଆ_ମୁହଁ
ମୋହନ ସରକାର ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ। ୪ ଜଣ ପୁରୁଣା ମନ୍ତ୍ରୀ ବାଦ୍‌ ପଡୁଥିବା ବେଳେ ୮ ନୂଆ ମୁହଁ ସାମିଲ ହେଉଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସହ ୩ ଟାଣୁଆ ମନ୍ତ୍ରୀ ବାଦ୍ ପଡ଼ିଲେ। ସୁରେଶ ପୁଜାରୀ ହେବେ ବାଚସ୍ପତି। ନୂଆ ମନ୍ତ୍ରୀ ମଣ୍ଡଳ ତାଲିକାକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ।

25/05/2026

ସାଂସଦ ସୁଲତା ଦେଓଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ କରିଦେଲେ ବିଜେପି ସରକାର

ଯଦି ମୁଁ ପୁଣିଥରେ ବିଜେଡିକୁ ଫେରିଯାଏ, ତେବେ ଓଡ଼ିଶାବାସୀ ମୋତେ ପୁଣି ସମର୍ଥନ କରିବେ କି ନାହିଁ? ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ ...
25/05/2026

ଯଦି ମୁଁ ପୁଣିଥରେ ବିଜେଡିକୁ ଫେରିଯାଏ, ତେବେ ଓଡ଼ିଶାବାସୀ ମୋତେ ପୁଣି ସମର୍ଥନ କରିବେ କି ନାହିଁ? ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ

20/05/2026

#ସବୁ_ଆଶା_ମରିଲେ_ଶେଷ_ଆଶା_କାଳିଆ
ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ ଲୁହ ଛଳଛଳ ଆଖିରେ ଏମିତି କିଛି କହି କାଳିଆ ଆଗରେ ନିଜ କଲିଜାର ଖଣ୍ଡକୁ ଟେକି ଦେଇଛି ଜଣେ ମାଆ। ଦୁନିଆର ସବୁ ଚିକିତ୍ସା, ସବୁ ଚେଷ୍ଟା ଯେତେବେଳେ ହାର୍ ମାନିଗଲା, ସେତେବେଳେ ଶେଷ ସାହା ଭରସା ସାଜିଥିବା ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛି ଏହି ଅସହାୟ ପରିବାର। ଅରୁଣ ସ୍ତମ୍ଭ ତଳେ ନିଜର ୬ ବର୍ଷର କୁନି ପୁଅକୁ କଦଳୀ ପତ୍ରରେ ଶୁଆଇ ସିଧା ଜଗା ହାତକୁ ଟେକି ଦେଇଛନ୍ତି ବାପା-ମାଆ।
🙏

18/05/2026

#ଓଡ଼ିଶାରେ_ତେଲ_ସଙ୍କଟ_ପଛର_ଅସଲ_ରହସ୍ୟ_କଣ?
ଓଡ଼ିଶାରେ ହଠାତ୍ ପେଟ୍ରୋଲ ଓ ଡିଜେଲର ହାହାକାର! ପେଟ୍ରୋଲ ପମ୍ପ ଗୁଡ଼ିକରେ ଲମ୍ବା ଲାଇନ, ହେଲେ ତେଲ ନାହିଁ। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ତେଲ ସଙ୍କଟ କୌଣସି ସାଧାରଣ ସମସ୍ୟା ନୁହେଁ, ବରଂ ଏହା ପଛରେ ରହିଛି ଏକ ବଡ଼ ରାଜନୈତିକ ଚକ୍ରବ୍ୟୂହ?

15/05/2026

ଦିନ ଯାଇ ରାତି ହେଲା ତଥାପି ପେଟ୍ରୋଲ ପମ୍ପ ଆଗରେ ଲାଗିଛି ଲମ୍ବା ଲାଇନ

15/05/2026

ସରକାରୀ ଅଧିକାରୀଙ୍କୁ ବିଜେପି ନେତା ଅରିନ୍ଦମ ରାୟଙ୍କ ଧମକ

15/05/2026

ପିଲାଙ୍କ ଭବିଷ୍ୟତ ପାଇଁ ଆମେ ଚିନ୍ତିତ ଅଛୁ

Address

Bhubaneswar

751015

Alerts

Be the first to know and let us send you an email when Again Politics posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Again Politics:

  • Want your business to be the top-listed Media Company?

Share