Odisha Sambad Videos

Odisha Sambad Videos Odisha Sambad Official Channel of Odisha's leading 24x7 Odia news website www.odishasambad.in.

21/05/2024

ଚବିଶ ସମର Exclusive Analysis Of Lok Sabha Elections 2024 |Bhubaneswar | Odisha Politics

09/08/2023

ତେଲେଙ୍ଗାନାରେ ପୁଣିଥରେ ସରକାରକୁ ଆସିବ ବିଆରଏସ। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆସରଏସ ମୁଖ୍ୟ କେସିଆର। ବିଧାନସଭାରେ ଚର୍ଚ୍ଚା ସମୟରେ କେସିଆର ଏଭଳି ପୂର୍ବାନୁମାନ କରିଛନ୍ତି।

09/08/2023

ମଣିପୁର ପ୍ରସଙ୍ଗ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି। ପ୍ରଥମ ଦିନରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିବାକୁ ଥିବା ରାହୁଲ ଦ୍ଵିତୀୟ ଦିନରେ ନିଜର କଥା ରଖିଥିଲେ।

09/08/2023

ବିଜୁ ଛାତ୍ର ଜନତା ଦଳର ବୈଧତା କିଛି ନାହିଁ ଵୋଲି କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା। ବିଜୁ ଛାତ୍ର ଜନତା ଦଳର କିଛି ସମ୍ବିଧାନ ନାହିଁ କିମ୍ବା ଏହା ଏକ ଛାତ୍ର ସଂଗଠନ ନୁହେଁ। କେବଳ ପିଲାମାନଙ୍କୁ ବିଜୁ ଜନତା ଦଳର ପରିଚୟପତ୍ର ଦିଆଯାଉଛି ବୋଲି ସେ କହିଛନ୍ତି। ସେପଟେ ଛାତ୍ର ନିର୍ବାଚନ ବନ୍ଦ କରି ବିଜେଡି କ୍ୟାଡ଼ର ତିଆରି କରିବା ବନ୍ଦ କରିଛି। ଯାହାକୁ ଚାଣକ୍ୟଙ୍କ ନୀତି ଅନୁଯାୟୀ ଦଳର ଅଧୋଗତିର ଆରମ୍ଭ ବୋଲି କହିଛନ୍ତି ଅଭିଳାଷ।

08/08/2023

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଲଢେଇ ଦିନକୁ ଦିନ ତୀବ୍ରତର ହେଉଛି। ଉଭୟ ମେଣ୍ଟ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେପଟେ କିନ୍ତୁ ବିଭିନ୍ନ ରାଜ୍ୟରେ ଆଗୁଆ ମେଣ୍ଟର ସଂକେତ ମିଲିଲାଣି। ଗୁଜୁରାଟରୁ ଏଭଳି ଏକ ବଡ଼ ଖବର ଆସିଛି।

08/08/2023

ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ବିରୋଧୀ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆହୁରି ତୀଵ୍ର ହେବାରେ ଲାଗିଛି।

08/08/2023

LIVE: ଅନାସ୍ଥା ଆଲୋଚନା

06/08/2023

ସରି ସରି ଆସୁଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ସରିବ । ଚଳିତ ଅଧିବେଶନର ଶେଷ ସପ୍ତାହ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିସହ ୱାୟନାଡ଼ ସାଂସଦ ଭାବେ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତାକାଲି ସଂସଦକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି ।

06/08/2023

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨-୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି ।

05/08/2023

ଓଡ଼ିଶାରେ ବର୍ତ୍ତମାନ ଶାହା ନବୀନ ପରସ୍ପର ପ୍ରଶଂସାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅମିତ ଶାହା କାମାକ୍ଷାନଗର ଡୁବୁରୀ ଜାତୀୟ ରାଜପଥର ଲୋକାର୍ପଣ କରିଛନ୍ତି।

05/08/2023

ବିରୋଧୀ ମେଣ୍ଟ ଇଣ୍ଡିଆ ଆଗାମୀ ନିର୍ବାଚନ ପୂର୍ବରୁ ମେଣ୍ଟକୁ ନେଇ ବଡ଼ ବାତାବରଣ ତିଆରି କରିବା ଆରମ୍ଭ କରିଛି। କେନ୍ଦ୍ରର ଶାସକ ଦଳ ବିଜେପି ପକ୍ଷରୁ ଇଣ୍ଡିଆ ମେଣ୍ଟକୁ ଜୋରଦାର ସମାଲୋଚନା କରାଯାଉଥିବାରୁ ବିରୋଧୀ ଆହୁରି ଆଗ୍ରେସିଭ ଢଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି।

Address

Unit 3
Bhubaneswar
751001

Alerts

Be the first to know and let us send you an email when Odisha Sambad Videos posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Sambad Videos:

Share