Jogajoga News Channel

Jogajoga News Channel JOGAJOGA was started in 2003 as a Weekly Newspaper and with that it was convert to a Web Channel.

06/04/2025

କ୍ରିକେଟ ସହ ସମାଜସେବା ହେଲେ ଆହୁରି ନାଁ କରିବ ଏସ.ଜି ସ୍ପୋର୍ଟିଂ!
Jogajoga News Channel

03/03/2025

ସ୍ବାସ୍ଥ୍ୟ ହିଁ ସମ୍ପଦ

ରୋଟାରୀ କ୍ଲବ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ।

02/03/2025

ଆମର ସମାଜରେ ନାରୀମାନେ ଅସୁରକ୍ଷିତ।

02/03/2025

ମୋହନ ମାଝି ସ୍ତ୍ରୀ'ଙ୍କୁ ହେଲିକପ୍ଟରରେ ଦେଖି ଯାଉଛି ୨୦ ଥର ଖାଉଛି ବିକାଶ କଣ କରିବ?

12/02/2025

କିଡନୀ ନଷ୍ଟ ହେବାର କାରଣ କହିଲେ ସବ୍ୟସାଚୀ...।
News Channel

06/01/2025

ଭୁବନେଶ୍ୱର ସ୍ଥିତ ୟୁନିଟ -୧ up ସ୍କୁଲ୍ ପଡିଆରେ ରବିବାର ଧ୍ରୁବ ଚରଣ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ,Ayesha Begum (Corporator) ,Firoz Khan (ସମାଜ ସେବୀ) ,Captain Manmath Routray,କବିରାଜ ସ୍ୱାଇଁ, ଅଭିନେତା ସବ୍ୟସାଚୀ ମିଶ୍ର, ହାଡୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ଖେଳର ମହତ୍ତ୍ଵ ଉପରେ ଆଲୋକପାତ କରିବା ସହ ବିଜୟୀ ଟିମକୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ,ଆକାଶ ପଟ୍ଟନାୟକ, ବିଜ୍ୟାନନ୍ଦ ବିଶ୍ଵାଳ, Jitendra Kumar Biswal ସୂର୍ଯ୍ୟକାନ୍ତ ଜେନା,ବିଶ୍ଵରଞ୍ଜନ ସିଂ କରିଥିଲେ। ଆୟୋଜକଙ୍କ ପ୍ରୟାସକୁ ଅତିଥିମାନେ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ।

Jogajoga News Channel

27/12/2024

ନବୀନ କହିଲେ
ଠାକୁର ଘରେ କିଏ
ନାଁ ମୁଁ କଦଳୀ ଖାଇନି !
Jogajoga News Channel

27/12/2024

ବିଜେପି ସରକାର କଥା କୁହା ସରକାର।

Jogajoga News Channel

27/12/2024

ଭୁଲ ଲୁଚାଇବା ପାଇଁ ଚାଲିଛି ଲୁଚକାଳି ଖେଳ!Manmath Routray

Jogajoga News Channel

27/12/2024

ନବୀନ ବାବୁଙ୍କୁ ମିଳିବ ଭାରତ ରତ୍ନ..!Manmath Routray
Jogajoga News Channel

27/12/2024

ଏ ସରକାର ଦୋମୁହାଁ ସରକାର।
Jogajoga News Channel

21/12/2024

ମହିଳାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଆଇନଜୀବି।
Jogajoga News Channel

Address

Bhubaneswar
751003

Telephone

+918144065622

Website

Alerts

Be the first to know and let us send you an email when Jogajoga News Channel posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jogajoga News Channel:

Share