BUBUN Shorts

BUBUN Shorts ସରଳ ହୃଦୟର ବ୍ୟକ୍ତିଙ୍କୁ ସମାଜରେ ଆଗକୁ ଆଣିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରେ।

21/07/2026

ମାୟାବୀ ପ୍ରଭୁ ଜଗନ୍ନାଥ

07/07/2026

ପଶୁମାନଙ୍କୁ ବଞ୍ଚାନ୍ତୁ ||

04/07/2026

ନିଜ କର୍ତ୍ତବ୍ୟକୁ କେବେହେଲେ ଭୁଲନ୍ତୁ ନାହି

03/07/2026

ସ୍ୱୟଂ ଭଗବାନ ମଧ୍ୟ ଜଣେ ଶିକ୍ଷକଙ୍କ ସ୍ଥାନକୁ ବାପା-ମା'ଙ୍କ ଉପରେ ରଖିଛନ୍ତି।

ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ଜଣେ ମହାନ ଶିକ୍ଷକଙ୍କ ହାତରେ ଥାଏ। ଶିକ୍ଷକ ଯେତେବେଳେ କୁନି କୁନି ପିଲାଙ୍କ ମନକଥା ବୁଝି ସେମାନଙ୍କୁ ସଠିକ୍ ପଥରେ ଚାଲିବା ପାଇଁ ଶିକ୍ଷା ଓ ପ୍ରେରଣା ଦିଅନ୍ତି, ସେତେବେଳେ ବାପା-ମା'ମାନେ ମଧ୍ୟ ସେହି ମହାନ ଶିକ୍ଷକଙ୍କ ସମ୍ମୁଖରେ ମସ୍ତକ ନତ କରି ପ୍ରଣାମ କରନ୍ତି।

ସେଥିପାଇଁ କୁହାଯାଏ, ସ୍ୱୟଂ ଭଗବାନ ମଧ୍ୟ ଜଣେ ଶିକ୍ଷକଙ୍କ ସ୍ଥାନକୁ ବାପା-ମା'ଙ୍କ ଉପରେ ରଖିଛନ୍ତି।

10/06/2026

ପଖାଳ ଆମର ଗର୍ବ।
ଏମିତି ଜୋର ଖରାରେ ଟିକେ ପଖାଳ ମିଳିଗଲେ, uffs ... ମନ ପୁରା ଶାନ୍ତି ହୋଇଯାଏ।" ❤️🥣

"ପଖାଳ ଏମିତି ଏକ ଖାଦ୍ୟ, ଯାହା ସହ ଆମେ ସବୁକିଛି ଖାଇପାରୁ। ଯେମିତି କି ବାଇଗଣ ପୋଡ଼ା, ଅମ୍ବୁଳ, ଲଙ୍କା-ଲୁଣ, ଟମାଟୋ, ଆଳୁ ଭଜା ଇତ୍ୟାଦି। ପ୍ରତ୍ୟେକ ଜିନିଷ ସହ ପଖାଳର ସ୍ୱାଦ ନିଆରା ଲାଗେ।"

10/06/2026

ଖାଇବାକୁ ଟିକେ ଦେଲେନି

ମନ୍ଦିରରେ ଭକ୍ତିଭାବରେ ପୂଜା କରୁଛନ୍ତି, କିନ୍ତୁ ଭୋକିଲା ପଶୁଟିଏକୁ ଖାଇବାକୁ ଦେବା ବେଳେ ଅନେକ ଚିନ୍ତା କରୁଛନ୍ତି.

09/06/2026

ସୋସିଲାଙ୍କୁ ପାଣି ଦିଅନ୍ତୁ ଆଜ୍ଞା।

ଏତେ ଜୋର ଖରାରେ ଟିକିଏ ପାଣି ହିଁ ଜୀବନକୁ ବଞ୍ଚାଇ ପାରିବ। ବିଚାରା ପଶୁପକ୍ଷୀମାନେ କେଉଁଠୁ ପାଣି ପାଇବେ, କାରଣ ଖରାରେ ସବୁ ପାଣି ଶୁଖି ଯାଉଛି। ସହରରେ ନଦୀ ଓ ପୋଖରୀ ମଧ୍ୟ ନାହିଁ। ଦୟାକରି ସେମାନଙ୍କ ପ୍ରତି ଟିକିଏ ଦୟା ଦେଖାନ୍ତୁ ଏବଂ ପାଣିର ବ୍ୟବସ୍ଥା କରନ୍ତୁ।

06/06/2026

ନଦୀ ଆଉ ରାସ୍ତା ଭିତରେ କିଛି ଫରକ ନାହିଁ।
କିଛି ଲୋକ ଅଫିସ୍ ଯିବା କିମ୍ବା ଫେରିବା ବେଳେ ନିଜ ସାମଗ୍ରୀକୁ waterproof ବ୍ୟାଗରେ ରଖି ନଦୀରେ ଭାସି ଭାସି ଗନ୍ତବ୍ୟ ସ୍ଥାନକୁ ପହଞ୍ଚନ୍ତି।

05/06/2026

ବିଷାକ୍ତ ଆମ୍ବଠାରୁ ଦୂରେଇ ରୁହନ୍ତୁ।

05/06/2026

ଏମିତି ମଣିଷ ଜଗତରେ ନାହାନ୍ତି।
ସାରା ଶିକ୍ଷକ ସମାଜ ପାଇଁ ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ଅବସର ଗ୍ରହଣ ଅବସରରେ ସାରା ଗାଁର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି, ତଥାପି ଖୁସି ମନରେ ତାଙ୍କୁ ବିଦାୟ ଜଣାଉଛନ୍ତି।

Address

Bhubaneswar

Website

Alerts

Be the first to know and let us send you an email when BUBUN Shorts posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share