Sanchar Live

Sanchar Live An Innovative platform for political news
(3)

18/09/2025

" #ଛାତ୍ରଛାତ୍ରୀଙ୍କୁ_ମାଗଣା_ବସ୍_ସେବା'

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର : ୬୦ ବର୍ଷ ହୋଇଥିବା ହିତାଧିକାରୀଙ୍କୁ ମିଳିବ ପେନସନ
18/09/2025

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର : ୬୦ ବର୍ଷ ହୋଇଥିବା ହିତାଧିକାରୀଙ୍କୁ ମିଳିବ ପେନସନ

ସଂଚାର ବ୍ୟୁରୋ: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ୬୦ ବର୍ଷ ହୋଇଥିବା ହିତାଧିକାରୀଙ୍କୁ ମିଳିବ ପେନସନ

18/09/2025

ଗରିବ_ପିଲାଙ୍କ_ଦୁଃଖ_ମୁଖ୍ୟମନ୍ତ୍ରୀ_ବୁଝିଛନ୍ତି'

18/09/2025

#କଂଗ୍ରେସ_କାହିଁକି_ଆଣିଲା_ଅନାସ୍ଥା?
ସରକାରଙ୍କ ବିରୋଧରେ କଂଗ୍ରେସ କାହିଁକା ଆଣିଲା ଅନାସ୍ଥା ପ୍ରସ୍ତାବ? ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ

18/09/2025

ଅନାସ୍ଥା ଆଣିଲା କଂଗ୍ରେସ । ତାରା କହିଲେ...୧୫ ବିଧାୟକଙ୍କ ଅଛି ସମର୍ଥନ...

18/09/2025

ମିଡିଆ ଜାଣିଶୁଣି ଆମ ଭିତରେ କଳି ଲଗାଉଛି

18/09/2025

' #ଅନାସ୍ଥା_ଆଣି_ଲୋକହସା_ହେବ_କଂଗ୍ରେସ'
ସଂଖ୍ୟା ନଥାଇ ଅନାସ୍ଥା ଆଣିବା କେବଳ ଗଣ ମାଧ୍ୟମରେ ଚର୍ଚ୍ଚା ରେ ରହିବାକୁ କଂଗ୍ରେସର ଷ୍ଟଣ୍ଟ। କଂଗ୍ରେସ ଅନାସ୍ଥା ଆଣିବାଜଗତେ କେବଳ ଜନେ ହସିବେ। ଅନାସ୍ଥା ଆଣି ଲୋକ ହଂସା ହେବ କଂଗ୍ରେସ। - ବାବୁ ସିଂ, ବିଜେପି ବିଧାୟକ

18/09/2025

'ସାର କଳାବଜାରୀ ପଛରେ ସରକାରଙ୍କ ହାତ'

18/09/2025

ବାପାଙ୍କ ଏକାଦସାହ କାର୍ଯ୍ୟ କ୍ରମରେ ଯୋଗ ଦେଵା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ନିମନ୍ତ୍ରଣ କରିବାପାଇଁ ବିଧାନ ସଭାରେ ରାଜେନ୍ଦ୍ର ଡୋଲକୀଆ ପୁଅ।

18/09/2025

ଭତ୍ତା ପାଇବା ପର୍ଯ୍ୟନ୍ତ ୬୦ ବର୍ଷରୁ ଉର୍ଦ୍ଧ ମହିଳା ପାଇବେ ସୁଭଦ୍ରା ଯୋଜନାର ଲାଭ।

18/09/2025

ମନ୍ମଥଙ୍କ ପାଖରେ ଶ୍ରୀମୟୀଙ୍କ କେଉଁ ଭିଡ଼ିଓ ଅଛି ଦେଖାନ୍ତୁ।

18/09/2025

#ବାରମ୍ବାର_ବାତ୍ୟା_ଗତିପଥ_ବଦଳୁଛି
ପ୍ରକୃତି ଅସ୍ୱାଭାବିକ ବ୍ୟବହାର କରିବା ଆରମ୍ଭ କଲାଣି । ବାତ୍ୟା ସମୟରେ ବାରମ୍ବାର ଗତିପଥ ବଦଳୁଛି : ସୁରେଶ ପୂଜାରୀ

Address

Plot No-312, Flat No/, Kharbela Nagar
Bhubaneswar
PIN-751001

Alerts

Be the first to know and let us send you an email when Sanchar Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sanchar Live:

Share