Treding News Odia

Treding News Odia Treding News Odia is one of the Odisha's Leading 24/7 Information Channel Covering the latest news

16/08/2026

ଏଠି ଭୁଲ କରେ ପାଣ୍ଡିଆନ କିନ୍ତୁ ବଦନାମ ହୁଏ ନବୀନ

 #ଶ୍ରୀଲଙ୍କା_ବିପକ୍ଷରେ_ପୁଣି_ବର୍ଷିଲେ_DSP_ସିରାଜଗାଲେ ଟେଷ୍ଟରେ ବ୍ୟାଟର ଭୂମିକାରେ ଚମକିଲେ ମହମ୍ମଦ ସିରାଜ! ମାତ୍ର ୧୫ ବଲରେ ୧୧ ରନ୍ କରି ଏକ...
16/08/2026

#ଶ୍ରୀଲଙ୍କା_ବିପକ୍ଷରେ_ପୁଣି_ବର୍ଷିଲେ_DSP_ସିରାଜ
ଗାଲେ ଟେଷ୍ଟରେ ବ୍ୟାଟର ଭୂମିକାରେ ଚମକିଲେ ମହମ୍ମଦ ସିରାଜ! ମାତ୍ର ୧୫ ବଲରେ ୧୧ ରନ୍ କରି ଏକ ଜବରଦସ୍ତ ଛକା ମାରିଛନ୍ତି। ଏହା ପୂର୍ବରୁ ୱାର୍ମ-ଅପ୍ ମ୍ୟାଚରେ ୩୨ ରନ୍ କରିଥିଲେ। ଏବେ ସିରାଜଙ୍କ ଛକାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ଭାରତ ୪୬୦ ରନ୍ କରି ଶ୍ରୀଲଙ୍କା ଉପରେ ଚାପ ବଢ଼ାଇଛି

16/08/2026

#ସୂର୍ଯ୍ୟମନ୍ଦିର_ମୋର_ପୁରୁଣା_ପାର୍ଟି

 ୍ଷର_ବ୍ୟକ୍ତିଙ୍କୁ_ବିବାହ_କଲେ_୨୩_ବର୍ଷୀୟ_ମହିଳାଏକ ଅଜବ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୨୩ ବର୍ଷୀୟ ଜଣେ ମହିଳା ନ...
16/08/2026

୍ଷର_ବ୍ୟକ୍ତିଙ୍କୁ_ବିବାହ_କଲେ_୨୩_ବର୍ଷୀୟ_ମହିଳା
ଏକ ଅଜବ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୨୩ ବର୍ଷୀୟ ଜଣେ ମହିଳା ନିଜଠାରୁ ୨୭ ବର୍ଷ ବଡ଼, ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କରିଥିବା ଦାବି ହୋଇଛି। ବୟସର ବଡ଼ ତଫାତ୍‌କୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ତେବେ ମହିଳା ଏହା ତାଙ୍କ ନିଜସ୍ୱ ନିଷ୍ପତ୍ତି ବୋଲି କହିଥିବା ଦାବି ହେଉଛି

ପତାକା ଉତ୍ତୋଳନ ପୂର୍ବରୁ ଅଘଟଣ ଜି--ଅ---ନ୍ତା ଜ---ଳି--ଗଲେ ସ୍କୁଇଁ ଛା-ତ୍ର
16/08/2026

ପତାକା ଉତ୍ତୋଳନ ପୂର୍ବରୁ ଅଘଟଣ ଜି--ଅ---ନ୍ତା ଜ---ଳି--ଗଲେ ସ୍କୁଇଁ ଛା-ତ୍ର

16/08/2026

ଯେଉଁ ଭଳି କ୍ୟାରେଟର ହେଉ
ମୁଁ କରି ପାରିବି

16/08/2026

ଗୌର ନାନା ମୋତେ ଯାତ୍ରା ଅନୁଷ୍ଠାନକୁ ଆଣିଥିଲେ

 #ପାନ୍_ମସଲୀ_ବିଜ୍ଞାପନ_ପାଇଁ_ଅଭିନେତା_ଶାହରୁଖ_ଅଜୟ_ଦେବଗନ_ଓ_ଟାଇଗର_ଶ୍ରଫଙ୍କ _ବିରୋଧରେ_ଆକ୍ସନବଲିଉଡ୍ ଅଭିନେତାଙ୍କ ବିରୋଧରେ ଆକ୍ସନ୍ । ପାନ୍...
16/08/2026

#ପାନ୍_ମସଲୀ_ବିଜ୍ଞାପନ_ପାଇଁ_ଅଭିନେତା_ଶାହରୁଖ_ଅଜୟ_ଦେବଗନ_ଓ_ଟାଇଗର_ଶ୍ରଫଙ୍କ _ବିରୋଧରେ_ଆକ୍ସନ
ବଲିଉଡ୍ ଅଭିନେତାଙ୍କ ବିରୋଧରେ ଆକ୍ସନ୍ । ପାନ୍ ମସଲା ବିଜ୍ଞାପନ ପାଇଁ FDA ଜାରି କଲା ନୋଟିସ୍ । ବଲିଉଡ୍ ଅଭିନେତା ଶାହରୁଖ ଖାନ୍, ଅଜୟ ଦେବଗନ ଓ ଟାଇଗର ଶ୍ରଫ୍‌ଙ୍କୁ ମହାରାଷ୍ଟ୍ରର ଫୁଡ୍ର ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ନୋଟିସ୍ ଜାରି କରିଛି I
୩ ଅଭିନେତାଙ୍କ ଉପରେ ଅଭିଯୋଗ ହେଉଛି, ସେମାନେ ‘ବିମଲ ଇଲାଇତି’ ବିଜ୍ଞାପନ ଜରିଆରେ ମହାରାଷ୍ଟ୍ରରେ ପ୍ରତିବନ୍ଧକ ଲାଗିଥୁବା ସାମଗ୍ରୀ ‘ପାନ୍ ମସଲା’ର ପ୍ରଚାର ପରୋକ୍ଷ ଭାବେ କରୁଛନ୍ତି । ୩ ଅଭିନେତାଙ୍କୁ FDA କାରଣ ଦର୍ଶାଉ ନୋଟିସ୍ ଜାରି କରିଛି ।
ଲୋକଙ୍କୁ ବିଭ୍ରାନ୍ତ କରୁଥିବା ପାନ୍ ମସଲା ବିଜ୍ଞାପନ ଉପରେ ଉତ୍ତର ରଖିବାକୁ ଅଭିନେତା ଶାହରୁଖ ଖାନ୍, ଅଜୟ ଦେବଗନ

 #ଭାଉଜଙ୍କୁ_ନେଇ_ଦିଅର_ଫେରାର!ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା ଅଞ୍ଚଳର କଚୁଆଡ଼ି ଗାଁରେ ଜଣେ ଦୁଇ ଛୁଆର ମାଆଙ୍କୁ ନେଇ ଦିଅର ...
16/08/2026

#ଭାଉଜଙ୍କୁ_ନେଇ_ଦିଅର_ଫେରାର!
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା ଅଞ୍ଚଳର କଚୁଆଡ଼ି ଗାଁରେ ଜଣେ ଦୁଇ ଛୁଆର ମାଆଙ୍କୁ ନେଇ ଦିଅର ଫେରାର ହୋଇଥିବା ନେଇ ଚର୍ଚ୍ଚା; ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ଯାଇଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି

 #ବାହା_ହେବାକୁ_କହିଲେ_ନେଇଗଲା_ଜୀବନ! 😱
16/08/2026

#ବାହା_ହେବାକୁ_କହିଲେ_ନେଇଗଲା_ଜୀବନ! 😱

Address

Acharya Vihar
Bhubaneswar
751005

Alerts

Be the first to know and let us send you an email when Treding News Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share